man

ଇତିହାସର ସବୁଠୁ ରହସ୍ୟମୟୀ ମଣିଷ।

NEWS

ଶରୀରରୁ ପୁରାପୁରି ଅଚଳ ମାତ୍ର ମସ୍ତିସ୍କରେ ଦୁନିଆର ସବୁଠୁ ଚାଲାକ ମଣିଷ ମାନଙ୍କ ଭିତରୁ ଜଣେ ଆଜି ଆମେ ଏକ ଏପରି ମଣିଷଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର କଥା ସାରା ଦୁନିଆରେ ଲୋକପ୍ରିୟ ଅଟେ ଆଉ ତାହା ହୁଏତ ଆଜି ଆପଣଙ୍କ 0ଆଖରେ ଏକ ଏଭଳି ରହସ୍ୟ ଆଣି ଥୋଇ ଦେବ ଯାହା ଆପଣଙ୍କୁ ହୁଏତ ଭାବିବାକୁ ସମୟ ଲାଗିବ। ନିଜର ଛୋଟ ବୟସରେ ହି ତାଙ୍କୁ ଏଭଳି ଏକ ରୋଗ ହେଲା ଯାହା କି ଚିକିତ୍ସା କରିବା ଭଳି ହି ନଥିଲା। ସେ ସମ୍ପୂର୍ଣ ରୂପେ ଅଚଳ ହେଇ ସାରିଥିଲେ ମାତ୍ର ତାଙ୍କର ମସ୍ତିଷ୍କ ଦୁନିଆର ସବୁଠୁ ଅଧିକ ଶକ୍ତିଶାଳି ମସ୍ତିଷ୍କ ଥିଲା।

ନିଜର ଯୁବ ବୟସରେ ଯେତେବେଳେ ତାଙ୍କୁ ଏକ ଏପରି ରୋଗ ହେଲା ଯାହା କି ଆଉ ଚିକିତ୍ସା କରିବା ଲାୟକ ହି ନଥିଲା ସେତେବେଳେ ଡାକ୍ତର ମାନେ କହିଲେ କି ଷ୍ଟିଫେନ ହକିଙ୍ଗ ଆଉ ହୁଏତ ଦୁଇ ବର୍ଷର ହି ଅତିଥି ଅଟନ୍ତି। ମାତ୍ର ସେ ଡାକ୍ତର ମାନଙ୍କର ଭବିଷ୍ୟବାଣୀକୁ ଭୁଲ ସାବ୍ୟସ୍ତ କଲେ ଆଉ ନିଜର ମସ୍ତିଷ୍କ ବଳରେ ବଂଚି ରହିଲେ। ତେବେ ଆଜି ଆମେ ତାଙ୍କ ବାବଦରେ ଏପରି କିଛି କଥା ଜାଣିବୁ ଯାହା କି ଆପଣଙ୍କୁ ଆଶ୍ଚର୍ଯ୍ୟଚକକିତ କରିଦେବ। ତେବେ ଆସନ୍ତୁ ଆରମ୍ଭ କରିବା।

brainn
ତେବେ ଯେତେବେଳେ ଷ୍ଟିଫେନ ହକିଙ୍ଗଙ୍କୁ ପଚାରଗଲା କି ତାଙ୍କ ପାଇଁ ଦୁନିଆର ସବୁଠୁ ରହସ୍ୟମୟୀ ଜିନିଷ କଣ ଅଟେ ତ ତାଙ୍କ ଉତ୍ତର ଥିଲା ନାରୀ। ନାରୀ ତାଙ୍କ ପାଇଁ ଦୁନିଆର ସବୁଠୁ ଅଧିକ ରହସ୍ୟମୟୀ ଜିନିଷ ଥିଲା ଆଉ ସେ ନାରୀ ମାନଙ୍କୁ ସେଯାଏ ବୁଝି ପାରି ନଥିଲେ। ଆଉ ତାଙ୍କ ପାଇଁ ନାରୀ ଏକ ରହସ୍ୟ ଥିଲେ।

ତାଙ୍କର ଜନ୍ମ ମଧ୍ୟ ଏକ ରାହାସ୍ୟମୟୀ ଢଙ୍ଗରେ ହେଇଥିଲା। ଯେତେବେଳେ ମହାନ ବୈଜ୍ଞାନିକ ଗାଲିଲିଓ ଗାଲିଲେଇଙ୍କର ମୃତ୍ୟୁ ହେଇଥିଲା ସେହି ବର୍ଷର ପ୍ରାୟ ୩୦୦ ବର୍ଷ ପରେ ସେହି ୮ ଜାନୁଆରୀ ୧୯୪୨ରେ ଷ୍ଟିଫେନ ହକିଙ୍ଗଙ୍କର ଜନ୍ମ ହେଇଥିଲା। ଆଉ ଦୁନିଆର ସବୁଠୁ ମହାନ ବୈଜ୍ଞାନିକ ଆଇନଷ୍ଟାଇନଙ୍କର ଜନ୍ମ ଯେଉଁଦିନ ହେଇଥିଲା ସେହିଦିନ ହି ଷ୍ଟିଫେନ ହକିଙ୍ଗଙ୍କର ମୃତ୍ୟୁ ହେଲା। ଏହା ସତରେ ଏକ ଆଶ୍ଚର୍ଯ୍ୟକର କଥା ଅଟେ।

gali
୨୦୧୦ରେ ଯେତେବେଳେ ହକିଙ୍ଗଙ୍କୁ ପଚାରଗଲା କି ଆପଣ ଆପଣଙ୍କ ପିଲା ମାନଙ୍କୁ କି କି ଉପଦେଶ ଦେବାକୁ ଚାହିଁବେ ସେତେବେଳେ ହକିଙ୍ଗ କହିଲେ କି ମୁ ମୋର ପିଲା ମାନଙ୍କୁ ତିନିଟି ଉପଦେଶ ଦେବାକୁ ଚାହିଁବି

୧:- କାମ କରିବା କେବେ ବି ଛାଡିବ ନାହିଁ କାରଣ କାମ ହି ଆମକୁ ଜୀବନରେ ଲକ୍ଷ ପ୍ରଦାନ କରିଥାଏ। କାମ ବିନା ଜୀବନ ଖାଲି ଅଟେ।

୨:- ସର୍ବଦା ଉପରେ ତାରା ମାନଙ୍କ ଆଡକୁ ଦେଖିବାକୁ ଚେଷ୍ଟା କରିବ ପାଦରେ ମାଟି ଆଡକୁ ନୁହଁ

୩:- କେବେ ବି ଯଦି ତୁମକୁ ତୁମ ଭଲପାଇବା ମିଳିଯାଏ ତାହେଲେ ତାହାକୁ କେବେ ଛାଡିବ ନାହିଁ।

Leave a Reply

Your email address will not be published. Required fields are marked *