suna

ଓଡ଼ିଶାରେ ବର୍ତ୍ତମାନ ସମୟରେ ସୁନାର ମୁଲ୍ୟ। |

NEWS

ଆଜିକାଲି କାହାକୁ ସୁନା କିଣିବାକୁ ଭଲ ନଲାଗେ କହିବାକୁ ଗଲେ ଜଣେ ଜଣେ ସମସ୍ତେ ସୁନା ପ୍ରେମୀ ଅଟନ୍ତି।ଆଉ ଆପଣ ମାନେ ଜାଣିଥିବେ ଓଡିଶା ବଜାରରେ ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓ ହ୍ରାସ ପାଇବାରେ ମଧ୍ୟ ଲାଗିଛି।ସେହିପରି ବର୍ତ୍ତମାନ ସମୟରେ ମଧ୍ୟ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।ଆଉ ଯଦି ଆପଣ ଓଡିଶା ବଜାରରେ ସୁନା କଣିବାକୁ ଚାହୁଁଛନ୍ତି କିମ୍ବା ବର୍ତ୍ତମାନ ସମୟରେ ବଜାରରେ ୨୨ କ୍ୟାରେଟ ସୁନା ଓ ୨୪ କ୍ୟାରେଟ ସୁନାର ମୁଲ୍ୟ କଣ ରହିଛି ଯଦି ସେ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆଗକୁ ନିହାତି ଭାବରେ ପଢ଼ନ୍ତୁ।ଯାହାଦ୍ୱାରା ଆପଣ ଜାଣିପାରିବେ ବର୍ତ୍ତମାନ ସମୟରେ ସୁନାର ଦାମ କେତେ ରହିଛି ଓଡିଶା ବଜାରରେ।

ବର୍ତ୍ତମାନ ସମୟରେ ଭାରତୀୟ ସୁନାଦର ୨୨ କ୍ୟାରେଟ ପ୍ରତି ୧୦ ଗ୍ରାମ ପିଛା ୫୦ ହଜାର ୮୦୦ ଟଙ୍କାରେ ପହଁଞ୍ଚିଥିବା ସମୟରେ,୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୧ ହଜାର ୮୦୦ ଟଙ୍କା ଦରରେ ପହଁଞ୍ଚିଛି।ସେହିପରି ଓଡ଼ିଶାର ରାଜଧାନୀରେ ଏହି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।ଯେମିତି ଯଦି ୨୨ କ୍ୟାରେଟ ସୁନା ଦେଖିବା ତାହେଲେ ଏହା ଏକ ଗ୍ରାମ ପ୍ରତି ୪ ହଜାର ୮୦୧ ଟଙ୍କା ହୋଇଛି ଆଉ ୧୦ ଗ୍ରାମ ସୁନା କିଣିଲେ ୪୮ ହଜାର ୧୦ ଟଙ୍କା ହୋଇଛି।ସେହି ଭଳି ୧୦୦ ଗ୍ରାମ ସୁନା କିଣିଲେ ଆପଣଙ୍କୁ ୪ ଲକ୍ଷ୍ୟ ୮୦ ହଜାର ୧୦୦ ଟଙ୍କା ଦେବାକୁ ପଡିବ।ତାପରେ ୨୪ କ୍ୟାରେଟ ସୁନାରେ ୧ ଗ୍ରାମ କିଣିଲେ ଆପଣଙ୍କୁ ୫ ହଜାର ୨୩୭ ଟଙ୍କା ଦେବାକୁ ପଡିବ।ତାପରେ ୧୦ ଗ୍ରାମରେ ଆପଣଙ୍କୁ ୫୨ ହଜାର ୩୭୦ ଟଙ୍କା ଦେବାକୁ ପଡିବ।ତାପରର ଯଦି ଆପଣ ୧୦୦ ଗ୍ରାମ ସୁନା କିଣୁଛନ୍ତି ତାହେଲେ ଆପଣଙ୍କୁ ୫ ଲକ୍ଷ୍ୟ ୨୩ ହଜାର ୭୦୦ ଟଙ୍କା ଦେବାକୁ ପଡିବ।

gold

ତାପରେ ଆମେ ଯଦି ଅନ୍ୟ ଦେଶ ମାନଙ୍କର ପ୍ରମୁଖ ସହର ଗୁଡିକୁ ଦେଖିବା ତାହେଲେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସି ଅଛି।ଆଉ ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା କିଣିଲେ ୫୦ ହଜାର ୮୦୦ ଟଙ୍କା ଓ ୫୧ ହଜାର ୮୦୦ ଟଙ୍କା ଥିବାର ରେକର୍ଡ ହୋଇଛି।ସେହିଭଳି ଭାବରେ ନୂଆଦିଲ୍ଲୀରେ ଏହି ଦରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି।୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ୫୦ ଟଙ୍କା ଦେବାକୁ ପଡିବ ଓ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫୪ ହଜାର ୬୦୦ ଟଙ୍କା ରହି ଅଛି।ସେହିଭଳି ଦକ୍ଷିଣ ଭାରତର ପ୍ରମୁଖ ସହର ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମରେ ୪୮ ହଜାର ୬୭୦ ଟଙ୍କା ରହି ଅଛି।ଆଉ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମରେ ପିଛା ୫୨ ହଜାର ୯୮୦ ଟଙ୍କା ରେକର୍ଡ ହୋଇ ଅଛି।ତାପରେ ପୂର୍ବ ଭାରତ କୋଲକତାରେ ମଧ୍ୟ ଏହି ଦରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି।୨୨ କ୍ୟାରେଟ ସୁନ ପ୍ରତି ୧୦ ଗ୍ରାମ ପିଛା ୪୯ ହଜାର ୯୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫୨ ହଜାର ୬୯୦ ଟଙ୍କା ରହି ଅଛି।ସେହିଭଳି ରୁପା ମୁଲ୍ୟ କିଲୋ ଗ୍ରାମ ପିଛା ୧୭୦୦ ଟଙ୍କା ଵୃଦ୍ଧି ପାଇଛି।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *