brain

କେଉଁ କେଉଁ ଜିନିଷ ଖାଇବା ଦ୍ୱାରା ଆମ ମସ୍ତିଷ୍କ ଦ୍ରୁତ ହୁଏ।

HEALTH

ଆପଣଙ୍କ ଶରୀର ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ହେଇଥାଏ ଆଉ ଏହା ଯେତେ ଯାଏ ସୁସ୍ଥ ରହିଥାଏ ଆମକୁ ସେତେ ଯାଏ କିଛି ଜିନିଷ ଉପରେ ଚିନ୍ତା ହି କରିବାକୁ ପଡେ ନାହିଁ। ତେବେ ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ।

ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ଖାଦ୍ୟ ସମ୍ବନ୍ଧୀୟ ଆଉ ଏକ କଥା ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହିଟି ଦରକାରୀ ହେଇପାରେ। ଆଜି ଆମେ କହିବୁ କି ଆପଣ କି କି ଜିନିଷ ଖାଇବା ଦ୍ୱାରା ଆପଣ ଆପଣଙ୍କ ମସ୍ତିଷ୍କର ଯତ୍ନ କରିପାରିବେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

brainn

ଏକ କଥାରୁ ଜଣା ପଡିଛି କି ମସୁର ଡାଲି ଆପଣଙ୍କ ମସ୍ତିଷ୍କ ପାଇଁ ବହିଟି ଉନ୍ନତ ହେଇଥାଏ। ଏହି ଖାଦ୍ୟରେ ଥିବା ଭିଟାମିନ ବି ୧୨ ଆଉ ଭିଟାମିନ ବି ୬ ଆପଣଙ୍କ ମସ୍ତିସ୍କକୁ ବହୁତ ଉନ୍ନତ ପୋଷଣ ଦେଇଥାଏ। ଏହାର ସେବନ ଆପଣଙ୍କ ପାଇଁ ଲାଭଦାୟକ ହେଇଥାଏ।

ବୋଇତାଳୁ ଅଥବା ଲାଉ ଭଳି ପରିବା ମାନଙ୍କର ମଞ୍ଜି ଯଦି ଆପଣ ଖାଇବାର ଆଦତ ରଖନ୍ତି ତାହେଲେ ଏହା ଆପଣଙ୍କ ମସ୍ତିସ୍କକୁ ବହୁତ ଉନ୍ନତ ମାନର କରିଥାଏ। ଏଥିରେ ଭିଟାମିନ ଇ ର ବହୁତ ଭଲ ଉତ୍ସ ଥାଏ। ତେଣୁ ଏହା ଆପଣଙ୍କ ମସ୍ତିସ୍କକୁ ବହୁତ ପୋଷଣ ଦେଇଥାଏ। ବୋଇତାଳୁ ମଞ୍ଜି ମ୍ୟାଗ୍ନେସିଅମ ତଥା ଫସଫରସର ବହୁତ ଭଲ ଉତ୍ସ ହେଇଥାଏ ଯାହା କି ଆପଣଙ୍କ ମସ୍ତିସ୍କକୁ ଶାନ୍ତ ରଖେ।

brainnn

ଆପଣ ଯଦି ଶାକାହାରି ଅଟନ୍ତି ତାହେଲେ ଏହା ଭିଟାମିନ ମାନଙ୍କର ଭଲ ଉତ୍ସ ହେଇଥାଏ ଆଉ ଏହା ଆମ ମସ୍ତିସ୍କକୁ ବହୁତ ଭଲ ପୋଷଣ ପ୍ରଦାନ କରିଥାଏ। ଏହା ଆମ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ଆଉ ତାହା ଆମ ପାଇଁ ବହିଟି ଲାଭଦାୟକ ହେଇଥାଏ।

କାଜୁ ମଧ୍ୟ ଆମ ଦୀମାଗ ପାଇଁ ବହୁତ ଫାଇଦା ଦେଇଥାଏ କାରଣ ଏହା ମ୍ୟାଗ୍ନେସିଆମ ତଥା ଜୀଙ୍କର ଭଲ ଉତ୍ସ ହେଇଥାଏ ଆଉ ତାହା ଦିପ୍ରେସନ ଦୂର କରିବାରେ ସହାୟକ ହେଇଥାଏ। ଏହା ଆମ ଦୀମାଗକୁ ଶାନ୍ତ ରଖେ।

ଡାଲଚିନି ମଧ୍ୟ ଆମ ମସ୍ତିଷ୍କ ପାଇଁ ଲାଭଦାୟକ ହେଇଥାଏ। ଏହା ଆମ ମସ୍ତିଷ୍କରେ ଶାନ୍ତ ରଖିଥାଏ ଆଉ ଆମ ଡିପ୍ରେସନ ଦୂର କରିବାରେ ସହାୟକ ହେଇଥାଏ। ଏହାର ତେଲ ଆପଣଙ୍କ ମସ୍ତିଷ୍କକୁ ଶାନ୍ତ ରଖିଥାଏ।

Leave a Reply

Your email address will not be published. Required fields are marked *