rasi

୧୬ ଅକ୍ଟୋବର ଶନିବାର ୨୦୨୧ ଅସନ୍ତା କାଲିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ- ମା ଦୁର୍ଗାଙ୍କ କୃପା ରହିଛି ଏହି ୪ଟି ରାଶି ଉପରେ |

RASIPHALA

୧-ମେଷ ରାଶି : ଆଜିର ଦିନ ବ୍ୟବସାୟ ଏବଂ ଉନ୍ନତି ପାଇଁ ଫାଇଦାଦାୟକ ହେବ , ବଡ ଗୁରୁଜନଙ୍କ ଉପଦେଶରେ ଚାଲିବାକୁ ହେବ,  ଆପଣଙ୍କ କଡା ସମର୍ପଣ ପରିଶ୍ରମରୁ ଅନ୍ୟଙ୍କ ଆଗରେ ରହିବେ , ପାରିବାରିକ ଜୀବନ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ବନ୍ଧୁଙ୍କ ସହ ଲମ୍ବା ଯାତ୍ରାରେ ଯାଇପାରନ୍ତି , କେଉଁ କଠିନ ପରିସ୍ଥିତିରେ ଆପଣ କିଛି ଲୋକଙ୍କର ସାହାଯ୍ୟ ପାଇପାରିବେ , ଲକ୍ଷ୍ୟ ପୁରା ହୋଇପାରେ , ନିଜ କ୍ଷମତାର କାରଣରୁ ଆପଣ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ ।

୨-ବୃଷ ରାଶି : ଆଜି ଆପଣ ଯେଉଁ ବି କାମ ଆରମ୍ଭ କରିବେ ତାହା ମନ ମୁତାବିକ ସଫଳତା ପ୍ରାପ୍ତି ହେବ , ବେପାରରେ ନୁଆ ନିବେଶ କରିବାରୁ ଦୂରେଇ ରୁହନ୍ତୁ , ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ , କିନ୍ତୁ କିଛି ଅନାବଶ୍ୟକ ଖର୍ଚ୍ଚ ବଢିବ , ଆଜି ଆପଣ କେଉଁ ତର୍କରେ କଥା ହେବେ  ଯାହା ଆପଣଙ୍କ ଜୀବନରେ ଫାଈଦା ଦେବ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ଟିକିଏ ଏପଟ ସେପଟ ହୋଇପାରେ , ଆଜି ଚାକିରି ଧନ୍ଦା ସଂବନ୍ଧିତ ସବୁ କାର୍ଯ୍ୟ ପ୍ରୟାସରେ ପୁରା ହୋଇଯିବ ।

୩-ମିଥୁନ ରାଶି : ଆଜି ଆପଣଙ୍କ ଭବିଷ୍ୟରେ କିଛି ଯୋଜନା ହୋଇପାରେ , ଆର୍ଥିକ ପକ୍ଷରେ କିଛି ଅସୁବିଧା ଆସିପାରେ , ଆପଣ ନିଜ ଜୀବନସାଥୀ ସହ ସ୍ୱାସ୍ଥ୍ୟର ଚିନ୍ତା ହୋଇପାରେ , କାହା ପ୍ରତି ଆକର୍ଷିତ ହୋଇପାରନ୍ତି । ଆପଣ ସାମାଜିକ ପ୍ରତିଷ୍ଠା ବଢିବ , ମାତା ପିତାଙ୍କର ଆଶିର୍ବାଦ ଓ ସହଯୋଗ ମିଳିପାରେ , ପ୍ରଥମେ କରିଥିବା ପରିଶ୍ରମର ଫଳ ପ୍ରାପ୍ତି ହେବ , କାର୍ଯ୍ୟରେ ପ୍ରଶଂସା ମିଳିବ , ଆଜି ନିଜ ଲାଭର ଚକ୍କରରେ କେଉଁ ଅଲଗା ଲୋକଙ୍କୁ ମୋହରା ବନାନ୍ତୁ ନାହିଁ ।

mithun

 

୪-କର୍କଟ ରାଶି : କାରୋବାରରେ ଉନ୍ନତି ମିଳିବ , ପ୍ରେମ ସଂବନ୍ଧ ପାଇଁ ସମୟ ଶୁଭ ନାହିଁ , ଆପଣଙ୍କ ଜୀବନସାଥୀଙ୍କ ଦାୟିତ୍ୱ ରଖିବାର ଦରକାର ଅଛି , ନିଜ କହିବାର ତରିକାରେ ପରିବର୍ତ୍ତନ ଆଣନ୍ତୁ , ରାଗ ଉପରେ କଣ୍ଟ୍ରୋଲ୍ କରନ୍ତୁ , କାରୋବାର ସହ ଯୋଡି ହୋଇଥିବା ରହସ୍ୟ କାହାକୁ କହିବାର ସମ୍ଭାବନା ରହୁଛି , ଛୋଟ ମୋଟ ଯାତ୍ରା ହୋଇପାରେ , ସ୍ୱାଦିଷ୍ଟ ବ୍ୟଞ୍ଜନ ଆନନ୍ଦ ପ୍ରାପ୍ତି ହେବ , ଆଜି ନିଜ ସ୍ୱାର୍ଥିପଣର ପରିଚୟ ଦିଅନ୍ତୁ ନାହିଁ  , ନା ହିଁ ଆରୋପ ପ୍ରତ୍ୟାରୋପ ଲଗାନ୍ତୁ ।

୫-ସିଂହ ରାଶି : ଆଜି ସେୟାର ମାର୍କେଟରେ ମ୍ୟୁଚୁଆଲ୍ ଫଣ୍ତ ଆଦି ଲାଭ ହେବ , ଆପଣଙ୍କ ସ୍ୱଭାବରେ କିଛି ତୃଟି ଯୋଗୂଁ ପରିବାରରେ ସୁଖଶାନ୍ତି ନଷ୍ଟ ହୋଇପାରେ , ଏଥିପାଇଁ କେବେ ପଛକୁ ପାଦ ପକାଇବେ ନାହିଁ , ଆପଣଙ୍କ ବିଜନେସ୍ ବଢିପାରେ , ଚାକିରିରେ ସଫଳତା ମିଳିପାରେ , ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ଅନୁଭବ କରିବେ , ଆପଣଙ୍କ ବିରୋଧୀ ନିଷ୍କ୍ରିୟ ରହିବେ , ଆପଣଙ୍କ ମହତ୍ତ୍ୱପୁର୍ଣ୍ଣ ଅଧିକାରୀଙ୍କର ପୁର୍ଣ୍ଣ ସହଯୋଗ ମିଳିବ , ବ୍ୟସ୍ତତା ରହିବ ।

୬-କନ୍ୟା ରାଶି ; ଆଜି ଆପଣ ମାନସିକ ଶାନ୍ତି ବଜାୟ ରଖିବାପାଇଁ ତରିକା ଶିଖିପାରନ୍ତି , ଆଜି ଆପଣ କିଛି ବ୍ୟବସାୟିକ ସଂନ୍ଧର୍ଭରେ ଦୁଇଟି ଭୁମିକା ନିଭାଇବେ , ପ୍ରତିଷ୍ଠିତ ଜନଙ୍କ ମେଳଜୋଳ ରହିବ , ବେପାରରେ ନୁଆ ପ୍ରସ୍ତାବ ଆସିପାରେ , ବହୁତ ଦିନରୁ ଆସୁଥିବା ଅଡଚଣ ଆଜି ଶେଷ ହୋଇଯିବ , ନୁଆ ଭାବନା ଓ ନୁଆ ବିଚାରରେ ଉନ୍ନତି କରିବେ , ବିପଦପୁର୍ଣ୍ଣ ଜମାନତ କାର୍ଯ୍ୟକୁ ଟାଳନ୍ତୁ , ଆବଶ୍ୟକ ବସ୍ତୁ ହଜି ପାରେ , ଚିନ୍ତାରେ ରହିବେ , ଆଜି ରାଗରେ ବେକାବୁ ହେବାକୁ ଦିଅନ୍ତୁ ନାହିଁ |

kanya

 

୭-ତୁଳା ରାଶି : ଆଜି ଜୀବନସାଥୀ ସହ ସଂମ୍ପର୍କ ମଧୁର ରହିବ , ଯେତେ ହୋଇପାରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ , ଆପଣ ଦୃତ ଗତିରେ ନିଜ ଜୀବନରେ ପ୍ରଗତି କରିବେ , ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାର ଦ୍ୱାରା ପାରିବାରିକ ସଦସ୍ୟଙ୍କ ପୁରା ସହଯୋଗ ମିଳିପାରିବ , ଜୀବନସାଥୀ ଙ୍କ ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ପ୍ରିୟ ବ୍ୟକ୍ତିଙ୍କ ରାୟରେ ବିଶେଷ ଧ୍ୟାନ ଦିଅନ୍ତୁ , ଆଜି ହେଉଥିବା କାର୍ଯ୍ୟ ହେବାରୁ ବିଗଡିପାରେ , ନିବେଶ ଇତ୍ୟାଦିରେ ଲାଭ ହେବ , ଘର ବାହାର ଜୀବନ ସୁଖମୟ ହେବ

୮-ବିଛା ରାଶି : ପ୍ରେମିଙ୍କ ପାଇଁ ପ୍ରେମ ସଂବନ୍ଧରେ ଭୁଲ୍ ବୁଝାମଣା ସାମାନ୍ୟରୁ ଅଧିକା ସାହାସ ଓ କୁଶଳତା ସହ କରିବାକୁ ହେବ  ସରକାରୀ କାମରେ ସଫଳତା ମିଳିପାରିବ , ଘର ପରିବାର ଖୁସିର ବାତାବରଣ ରହିବ , କିଣାକିଣିରେ ମନ ଲାଗିବ , କୁସଂଙ୍ଗତିର ହାନି ହେବ , ହାଲକା ହସ ମଜାକ୍ କରନ୍ତୁ ନାହିଁ , ଲେଣଦେଣରେ କାର୍ଯ୍ୟରେ ସାବଧାନ ରୁହନ୍ତୁ , ନକରାତ୍ମକ ବିଚାର ନିଜ ଉପରେ ପ୍ରେସର ଦିଅନ୍ତୁ ନାହିଁ ।

୯-ଧନୁ ରାଶି : ଆଜି ବିତ୍ତିୟ କଠିନତା କାରଣରୁ ହଇରାଣ ହୋଇପାରନ୍ତି , କେଉଁ ବୟସ୍କ ପାରିବାରିକ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗଡିପାରେ , ଚିନ୍ତାର ବିଷୟ ହୋଇପାରେ , ବିରୋଧୀଙ୍କ ଷଡଯନ୍ତ୍ର ଆପନଙ୍କୁ ହାନି ପହଞ୍ଚାଇବ , କାର୍ଯ୍ୟକ୍ଷେତ୍ରରେ ଦିନ ଆନନ୍ଦ ଦାୟକ ହେବ , ସ୍ୱଭାବରୁ ଜିଦ୍ଧିପଣ ହୋଇପାରେ , ଖର୍ଚ୍ଚରେ ବୃଦ୍ଧି ହେବ , ମିତ୍ର ଓ ପରିଜନଙ୍କ ସହଯୋଗ ମିଳିବ , ଭେଟ କିମ୍ବା ଉପହାର ପ୍ରାପ୍ତି ହୋଇପାରେ,  ବେପାର ବ୍ୟବସାୟ ଭଲ ହେବ,  ପିକନିକ୍ ପାଇଁ କେଉଁ ଆଡେ ଯିବାକୁ ମନ ବଳାଇପାରନ୍ତି ।

dhanu

 

୧୦-ମକର ରାଶି : ଆପଣ ନିଜ କାମ ଓ ପାରିବାରିକ ସଂବନ୍ଧରେ କେଉଁ ପ୍ରକାରର୍ ମତଭେଦ କରନ୍ତୁ ନାହିଁ ,ଧନ ସଂବନ୍ଧି ସମସ୍ୟାକୁ ଦୁର କରିଲେ ସମୃଦ୍ଧି ଆଡକୁ ଅଗ୍ରସର ହେବେ , ଦାନ ଲାଭକାରୀ ହୋଇପାରେ , ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ , କିଣାକିଣି ଉପରେ ଦିନ ପକ୍ଷରେ ନାହିଁ , ହୋଇପାରିବ ଯଦି ସପିଙ୍ଗ୍ କରିବା ଯୋଜନା ଛାଡିଦିଅନ୍ତୁ , କୁଟୁମ୍ବ ପରିବାରରେ ଧାର୍ମିକ କାର୍ଯ୍ୟ ହେବ , କେଉଁ ମିତ୍ରଙ୍କର୍ ସହଯୋଗରେ କାରୋବାରରସ୍ଥିତି ସୁଧାର ଆସିବ , ମହତ୍ତ୍ୱପୁର୍ଣ୍ଣ ଲୋକଙ୍କ ସହ ଆପଣଙ୍କ ସଂବନ୍ଧରେ ସୁଧାର ଆସିବ ।

୧୧-କୁମ୍ଭ ରାଶି : କେଉଁ ପୁରୁଣା ନିବେଶରୁ ଭଲ ଆମଦାନୀ ହୋଇପାରେ , ଅନୈତିକ ସଂବନ୍ଧରେ ଛବି ଖରାପ ହୋଇପାରେ , କାମ କାର୍ଯ୍ୟରେ କଠିନତା ଆସିବ , ଅବିବାହିତ ଲୋକଙ୍କ ପାଇଁ ଆଜିର ବିବାହ ପ୍ରସ୍ତାବ ଆସିପାରେ , ବିବାହିତ ଲୋକଙ୍କର ଜୀବନରେ ଆନନ୍ଦ ଓ ପ୍ରେମ ରହିବ , କରଜ ସୁଝିବାପାଇଁ ପୁରା ଧ୍ୟାନ କେନ୍ଦ୍ରିତ କରିବେ,  ପରିବାରକୁ ସମୟ୍ ଦିଅନ୍ତୁ , ନ୍ୟାୟାଳୟିନ ମାମଲାରେ ସଫଳତା ସଂମ୍ଭାବନା ରହୁଛି ।

୧୨-ମୀନ ରାଶି : ନୁଆ କାର୍ଯ୍ୟର ଆରମ୍ଭ କରିପାରିବେ , ଆଜି ଆପଣଙ୍କ ଶତ୍ରୁ ପରାସ୍ତ ହେବେ , ପ୍ରଭାବରେ ବୃଦ୍ଧି ହେବ , କୋର୍ଟ କଚେରୀ ମାମଲାରେ ବିଜୟ ହାସିଲ୍ କରିବେ , ପ୍ରଭାବଶାଳୀ ଲୋକଙ୍କର ସହ ସାକ୍ଷାତ ହେବ , ମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ , ଧର୍ମର ପ୍ରତି ଶ୍ରଦ୍ଧା ବଢିବ , ଭାଇ ବନ୍ଧୁଙ୍କ ବ୍ୟବହାର ଆଜି ସହଯୋଗପୁର୍ଣ୍ଣ ପ୍ରେମପୁର୍ଣ୍ଣ ରହିବ , ବାଣିରେ ସଂଯମତା ରଖନ୍ତୁ , ବହୁତ ଜଲଦି ଆପଣ ବ୍ୟସ୍ତ ହୋଇପାରନ୍ତି , ଆଜି ନିଜ ଆଳସରୁ କାମ କରିନପାରନ୍ତି , କିଛି ଜରୁରୀ କାମ ଆଗାମୀ ଦିନକୁ ଘୁଞ୍ଚାଇପାରନ୍ତି ।

Leave a Reply

Your email address will not be published. Required fields are marked *