brain

କଣ ଖାଇଲେ ମସ୍ତିଷ୍କର କଂସଟ୍ରେସନ ବଢ଼ିଥାଏ।

HEALTH

କିଛି ଖାଦ୍ୟ ଅଛି ଯାହା ଆମ ମସ୍ତିଷ୍କର ଶକ୍ତି ବଢ଼ାଇବାରେ ସାହଯ୍ୟ କରେ। ବହୁତ୍ ଖାଦ୍ୟ ଅଛି ଯାହାକୁ ଆମେ ଖାଇଲେ ମସ୍ତିଷ୍କ ସାର୍ପ ହୋଇଥାଏ।ଆମ ବୟଷ ବଢିବା ସହିତ ଆମ ଶରୀରର ବିଭିନ୍ନ ଅଙ୍ଗର କ୍ଷମତା କମିଯାଏ। ଏହିପରି ବୟସ ହେଲେ ବ୍ରେନରେ ମଧ୍ୟ ସେହି ସମସ୍ୟା ହୋଇଥାଏ ଏହା ଧୀରେ ଧିରେ ବ୍ରେନର କ୍ଷମତା କମାଇଥାଏ। ବ୍ରେନର କ୍ଷମତା ବଢାଇବାକୁ ଆମେ ନିହାତି ସବୁଦିନ ଜଳଖିଆ ଖାଈବା ଭଲ।

ଯଦି ଆପଣ ଜଳଖିଆ ଖାଉଛନ୍ତି ତେବେ ଆପଣଙ୍କ ସର୍ଟ ଟର୍ମ ମେମୋରିର ବୃଦ୍ଧି ଘଟେ। ଯେଉଁ ପିଲାମାନେ ସକାଳୁ ଜଳଖିଆ ଖାଇଥାନ୍ତି ସେମାନେ ନିହାତି ଅନ୍ୟ ପିଲାମାନଙ୍କ ଅପେକ୍ଷା ବହୁତ୍ ଭଲ ହୋଇଥାନ୍ତି।ସକାଳ ଜଳଖିଆ ରେ କିଛି ଦାନା ଓ ଫଳ ଖାଇବା ଆବଶ୍ୟକ।ଏହା ଖାଇଲେ ଆପଣଙ୍କ ବ୍ରେନ୍ କ୍ଷମତା ବଢେ।

brainn
ଯଦି ଆମେ ସକାଳ ଜଳଖିଆକୁ ଅଧିକ ଖାଈବା ତେବେ ଏହା ଆମ ବ୍ରେନ ର କ୍ଷମତା କୁ କମେଇବ।ଆମେ ଯଦି ଚାହୁଁଛନ୍ତି ଆମ ବ୍ରେନ କ୍ଷମତାକୁ ବଢାଇବାକୁ ତେବେ ଆମେ ସକାଳ ଜଳଖିଆ ଖାଇବା ଆବଶ୍ୟକ।ଆମ ବ୍ରେନ କୁ ଗ୍ଲୁକୋଜର ଆବଶ୍ୟକ ରହିଛି ତେଣୁ ଆମେ କିଛି ଦାନା ଜାତୀୟ ଖାଦ୍ୟ ଖାଇଲେ ଏହା ବ୍ରେନ କ୍ଷମତାକୁ ବଢ଼ାଇବ।ଏହା ଖାଇଲେ ମଧ୍ୟ ଆମ କୋଳେଷ୍ଟ୍ରୋଲ ମାତ୍ରା କମିଯାଏ। କଲେଷ୍ଟ୍ରୋଲ୍ କମିଲେ ଆମ ବ୍ରେନ କୁ ରକ୍ତ ପ୍ରବାହ ଠିକ୍ ରହିବ। ରକ୍ତ ଠିକସେ ପ୍ରବାହ କଲେ ବ୍ରେନ ର ଥିବା କୋଷ ଠିକ୍ ସେ କାମ କରିଥାଏ।

cholesterol
ମାଛରେ ଥିବା ଓମେଗା ଥ୍ରି ଫ୍ୟାଟି ଏସିଡ ଆମ ବ୍ରେନ ପାଇଁ ବହୁତ୍ ଦରକାର।ସେଥିପାଇଁ ମାଛ ଶରୀର ପାଇଁ ବହୁତ୍ ଭଲ ଅଟେ। ଆପଣଙ୍କର ଯେପରି ପସନ୍ଦ ସେହିପରି ଆପଣ ମାଛ ଖାଇପାରିବେ।ବାଦାମ ଓ ଚକ୍ଲେଟ ବହୁତ୍ ଭଲ ଏଥିରେ ଭିଟାମିନ ଇ ବହୁତ୍ ରହିଛି।ଏହା ଖାଇଲେ ବ୍ରେନ ଭଲ ରହିଥାଏ ବ୍ରେନ ଷ୍ଟ୍ରୋକ ହୋଇନଥାଏ।ବ୍ରେନ କୁ ବହୁତ୍ ଗ୍ଲୁକୋଜ ଆବଶ୍ୟକ।କଫି ଏହା ବ୍ରେନ ର ଆଲର୍ଟ ନେସ ବଢେ।ଏହା ବହୁତ୍ ଭଲ ଏହି କଫି ବ୍ରେନ ର ଆଲର୍ଟ ସର୍ଟ ଟର୍ମ ପାଇଁ ବଢ଼ାଇଥାଏ।ଏହାକୁ ଅଧିକ ପିଇଲେ ଏହା ଦେହ ଖରାପ କରେ।

ବ୍ଲବେରି ଏହା ମଧ୍ୟ ବ୍ରେନ କ୍ଷମତାକୁ ବଢାଏ।ଏହା ଆମ ଫ୍ରି ରାଡ଼ିକଲ କୁ କମାଏ। ବହୁତ୍ ପ୍ରକାର ରୋଗ ଫ୍ରି ରେଡିକଲ୍ କରିଥାଏ। ବ୍ଲୁ ବରୀ ଆମକୁ ସୁନ୍ଦର ରଖିବାରେ ସାହାଯ୍ୟ କରେ।ଯଦି ଆପଣଙ୍କ ପ୍ରତିଦିନ ଖାଇବାରେ ନ୍ୟୁଟ୍ରେସନ ନଥାଏ ତେବେ ବ୍ରେନ କ୍ଷମତା କମେ।ବେଶୀ ଖାଇବା ଆବଶ୍ୟକ ନୁହେଁ କି କମ୍ ଖାଇବା ଆବଶ୍ୟକ ନୁହେଁ ଆମେ ଭଲ ଖାଦ୍ୟ ଖାଇବା ଆବଶ୍ୟକ।ପ୍ରତିଦିନ ଗୋଟେ ଗ୍ଲାସ୍ ଜୁସ ପିଇବା ଆବଶ୍ୟକ।ପାଣି ବହୁତ୍ ପିଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *