dream

କାହିଁକି ଆମେ ସ୍ବପ୍ନ ଦେଖନ୍ତି ?

HEALTH

ସ୍ବପ୍ନ ସମସ୍ତଙ୍କୁ ଆସେ କାହାକୁ ଖରାପ ସ୍ଵପ୍ନ ଆଉ କାହାକୁ ଭଲ ସ୍ବପ୍ନ। ଆମକୁ ସ୍ବପ୍ନ କାହିଁକି ଆସେ ଏହା ଆମେ ସମସ୍ତେ ଭାବନ୍ତି କିନ୍ତୁ କେହି ପ୍ରାୟ ଜାଣିନଥାନ୍ତି। ସ୍ବପ୍ନକୁ ଠିକ୍ ସେ ଦେଖିନଥାନ୍ତି ଏହା ସହ ଅନ୍ୟର ସ୍ବପ୍ନକୁ ମଧ୍ୟ କେହି ଦେଖିପାରନ୍ତିନାହିଁ। ଆମର ୯୫ପ୍ରତିଶତ ସ୍ଵପ୍ନ ଆମେ ଦେଖିବାର ୧୦ ମିନିଟ୍ ପରେ ଭୁଲିଯାଆନ୍ତି।ଆମ ଦିନ ସାରାର ଅଧୁରା ଇଚ୍ଛାକୁ ଆମେ ସ୍ଵପ୍ନ ରୂପେ ଦେଖିଥାନ୍ତି।ଆମେ କିଛି ସମୟ ବହୁତ୍ ଚିନ୍ତା କରନ୍ତି ଏହି କାରଣରୁ ସ୍ଵପ୍ନ ଆସିଥାଏ।

୧୯୫୨ ମସିହାରେ ଇଇଜି ମେସିନ ଆସିବା ପରେ ଏହି ସ୍ଵପ୍ନର ଭ୍ରମରୁ ଦୂର ହେଲେ।ଏହି ଇଈଜି ମେସିନ ଆମ ମସ୍ତିଷ୍କରେ ଏଲେକ୍ଟ୍ର ମ୍ୟାଗ୍ନେଟିକ୍ ରେଡିଏସନ ଏହା ଆମ ଶରୀରର ସ୍ଵପ୍ନ କୁ ଜାଣି ହୋଇଥାଏ। ଯେତେବେଳେ ଆମେ ଭାବନ୍ତି ଆମେ ଆମ ମସ୍ତିଷ୍କକୁ ଆମେ ବିଶ୍ରାମ ଦେଇଥାନ୍ତି ସେହି ସମୟରେ ଆମେ ବହୁତ୍ ଚିନ୍ତାରେ ଥାଆନ୍ତି।କିନ୍ତୁ ରାତି ଆମ ମସ୍ତିଷ୍କ ଏତେ ସ୍ଥିର ଥାଏ ଯେ ଆମେ ଯାହା ସ୍ଵପ୍ନ ଦେଖିଲେ ମଧ୍ୟ କିଛି କରନ୍ତିନି।

sleep
ଆମ ଶରୀରରେ ମୂଖ୍ୟ ଅଂଶ ଆଖି ଅଟେ।ଏହାକୁ ଶୋଇବା ବେଳେ ମଧ୍ୟ ବୁଲୁଥାଏ କିଛି ଲୋକ ଆଖି କୁ ଶୋଇବା ବେଳେ ପୁରା ବୁଲେଇଥାନ୍ତି। ଆଖି ବୁଲେଇବାର ସ୍ୱପ୍ନ କୁ ଆରଇଏମ୍ କୁହାଯାଏ।ଏହି ସମୟରେ କିଛି ଲୋକଙ୍କୁ ଉଠେଇଲେ ସେମାନେ କହିଲେକି ସେମାନେ ସ୍ବପ୍ନ ଦେଖିଥାନ୍ତି। ପ୍ରାୟତ ଏହି ସମୟ ର ସ୍ଵପ୍ନ ବହୁତ୍ ଇମୋସ୍ନାଲ ହୋଇଥାଏ। ଆଉ ଏହି ସ୍ୱପ୍ନ ଲାଗିଥାଏ ଯେ ଯେପରି ଏହା ସତ୍ୟ ଘଟଣା ଅଟେ।

dreamm
ଯେତେବେଳ ଆପଣ ସ୍ୱପ୍ନ କୁ ଜାଣିପାରନ୍ତି ଏହାକୁ ଲୁସିଡ ଡ୍ରିମ୍ କୁହାଯାଏ।ଏହା କିଛି ଲୋକଙ୍କୁ ନିହାତି ହେଇଥିବ। ସବୁବେଳେ ଆମେ ପ୍ରାୟ ପ୍ରତି ୯୦ମିନିଟ୍ ବ୍ୟବଧାନରେ ଆମେ ଆରଇଏମ୍ କୁ ଯାଇଥାନ୍ତି।କାହିଁକି ଆମ ସ୍ବପ୍ନ ଆମକୁ ବିଭିନ୍ନ ପ୍ରକାରର ସ୍ବପ୍ନ ଦେଖାଇଥାଏ। ସ୍ୱପ୍ନ ଆମ ଜୀବନରେ ଘଟୁଥିବା ଘଟଣl କୁ ଆଧାର କରି ହୋଇଥାଏ। ଦିନରେ କରୁଥିବା କିଛି କଷ୍ଟ କାମ ଆମକୁ ରାତି ସ୍ବପ୍ନ ରୂପେ ଦେଖାଯାଏ। କିଛି ବୈଜ୍ଞାନୀକ କହିଛନ୍ତି କି ତାଙ୍କୁ ତାଙ୍କର ଉଦ୍ଭାବନ ସ୍ଵପ୍ନରେ ଆସେ।

କିଛି ବୈଜ୍ଞାନୀକ ମଧ୍ୟ କୁହନ୍ତି ସ୍ଵପ୍ନ ଆମକୁ ଆଗକୁ ଆସୁଥିବା ବିପଦର ସଂକେତ ବିଷୟରେ କୁହେ।ଏହା ଏକ ଅଜବ ଅଟେ ଆମେ ଚାନ୍ଦ ବିସୟରେ ଏବଂ ବହୁତ୍ କଥା ଜାଣିଛନ୍ତି କିନ୍ତୁ ଆମ ନିଜ ଶରୀରର ସ୍ଵପ୍ନ ବିଷୟରେ ଜାଣିନାହାନ୍ତି।ଆମକୁ ପ୍ରାୟ ସ୍ଵପ୍ନର ମଜାଦାର କଥା ମନେ ରହିଥାଏ।ସ୍ଵପ୍ନ ପ୍ରାୟ ସମୟ ଆମକୁ ଆସିଥାଏ। ଏହା ପ୍ରାଚୀନ କାଳରେ ଭବିଷ୍ୟତରେ କଣ ଘଟିବ ବୋଲି ଭାବନ୍ତି ଏହା ଦେଖି ସେମାନେ ଆଗକୁ ଆସୁଥିବା ବିପଦ ଭାବି ସଚେତନ ହୁଅନ୍ତି।

Leave a Reply

Your email address will not be published. Required fields are marked *