bananna

ପ୍ରତିଦିନ କଦଳୀ ଖାଇବା ଦ୍ୱାରା କଣ ହେଇଥାଏ।

HEALTH

ତେବେ ଆଜି ଆଉ ଏକ ଖାଦ୍ୟ ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ ଆମେ। ଆପଣ ଜାଣନ୍ତି କି ଆମ ଚତୁର୍ପାଶ୍ୱରେ ଏପରି ଖାଦ୍ୟ ମିଳିଥାଏ ଯାହାର ସେବନ କରିବା ଦ୍ୱାରା ଆମକୁ କି କି ଫାଇଦା ମିଳେ ତାହା ଆମକୁ ଜଣା ବି ନଥାଏ। ମାତ୍ର ନିଜର ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର। ଆପଣ ଜାଣନ୍ତି କି ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଆଜି ଆମେ କହିବୁ ଏକ ଏପରି ଫଳ ବାବଦରେ ଯାହା କି ଆମକୁ ଦୈନନ୍ଦିନ ଜୀବନରେ ବହୁତ ଅଧିକ ଖାଇବାକୁ ମିଳେ ମାତ୍ର ଆମେ ତାହାର ପୌଷ୍ଟିକର ଫାଇଦା ବାବଦରେ ଅଜଣା ଥାଉ। ତେବେ ଆସନ୍ତୁ ଆମେ ଆଜି କଥା ହେବା କଦଳୀ ବାବଦରେ।

କଦଳୀ ଖାଇବା ଦ୍ୱାରା ଆମକୁ କେତେ ଅଧିକ ଫାଇଦା ମିଳେ ତାହା ଆପଣ ଜାଣିଲେ ମଧ୍ୟ ସରିବା ନାହିଁ। ଏଥିରେ ଅସୀମ ଫାଇଦା ଥାଏ। ଏହି ଫଳ ଆମକୁ ଭାରତର କେଉଁ ବି କୋଣରେ ସହଜରେ ମିଳି ଯାଇଥାଏ। କଦଳୀ ଏବେ ସମ୍ପୂର୍ଣ ପରିବା ହେଇଥାଏ ଅର୍ଥାତ ଏହାକୁ ଖାଇବା ଦ୍ୱାରା ଆପଣ ନିଜର ପେଟ ପୁରା କରିପାରିବେ। ଏହାଦ୍ୱାରା ବହୁତ ଅଧିକ ସ୍ୱାସ୍ଥ୍ୟ ଠିକ ରହିଥାଏ। ଖାସ କରି ପୁରୁଷ ମାନଙ୍କ ପାଇଁ କଦଳୀ ଖାଇବା ବରଦାନ ସଦୃଶ ହେଉଥାଏ। ଆସନ୍ତୁ ଜାଣିବା ଏହି ଫଳର ଅସୀମ ଫାଇଦା ବାବଦରେ।

banana
ଆପଣ ଯଦି ଅଧିକ ବ୍ୟାୟାମ କରନ୍ତି ତାହେଲେ ଆଅଅଁ ବ୍ୟାୟମ କରିବା ପରେ କଦଳୀ ଖାଇବା ନିହାତି ଦରକାର କାରଣ ଏହାଦ୍ୱାରା ଆପଣଙ୍କ ତୁରନ୍ତ ଏନର୍ଜୀ ମିଳିଥାଏ। ଆପଣ ଯଦି କିଛି ଖେଳ ସହ ଯୋଡ଼ା ଆଉ ସେଥିରେ ଅଧିକ ଶାରୀରିକ ବ୍ୟାୟାମ ହେଇଥାଏ ତାହେଲେ ଆପଣ ଖେଳ ଭିତରେ ତଥା ଖେଳ ପରେ କଦଳୀ ଖାଇବା ନିହାତି ଦରକାର। ଏହାଦ୍ୱାରା ଆପଣ ଯେତେ ଅଧିକ ଥକି ଯାଇଥିବେ ଆପଣଙ୍କର ଭରଣ ସେତେ ଅଧିକ ହି ହେଇଯିବ

bananna 1
ଆପଣ ଯଦି ଅଧିକ ଟେନ୍ସନରେ ଥାଆନ୍ତି ତାହେଲେ ନ ମଧ୍ୟ ଆପଣ କଦଳୀ ଖାଇବା ନିହାତି ଦରକାର କାରଣ କଦଳୀ ଭିତରେ ଥିବା ଆମୀନୋ ଏସିଡ ଆପଣଙ୍କ ଶରୀରରେ ଟେନ୍ସନ ଥିବା ହରମୋନ ମାନଙ୍କୁ କମ କରିଥାଏ ଆଉ ଆପଣଙ୍କୁ ଆରାମ ଦେଇଥାଏ।

ବିଦ୍ୟାର୍ଥୀ ମାନଙ୍କୁ କଦଳୀ ଖାଇବା ଦରକାର ଯାହାଦ୍ୱାରା ସେମାନଙ୍କ ସ୍ମରଣ ଶକ୍ତି ଅଧିକ ହୁଏ ଆଉ ସେମାନେ ପରୀକ୍ଷାରେ ଲେଖିବା ପାଇଁ ସଫଳ ଅନୁଭବ କରନ୍ତି। ଏଥିରେ ଉପସ୍ଥିତ ମ୍ୟାଗ୍ନେସିଆମ ତଥା କ୍ୟାଲସିଆମ ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେଇଥାଏ।

Leave a Reply

Your email address will not be published. Required fields are marked *