corona

ଜାଣିଛନ୍ତି କି କରୋନା ର ତୃତୀୟ ଲହରୀର ଭୟାଭୟ କଣ ହୋଇ ଥାଏ | ଏବଂ ଏହାଠାରୁ କିପରି ଦୁରେଇବେ।

HEALTH

କୋଭିଡର ତୃତୀୟ ୱେଭ କେବେ ଆସିବ କି ଆସିବ ନାହିଁ ଓ ଏହାଠାରୁ କିପରି ରକ୍ଷା ପାଇବା ଏବଂ ଏହା କିପରି ଅନ୍ୟ ଦୁଇ ଲହରୀ ଠାରୁ ଅଲଗା ଆସନ୍ତୁ ଜାଣିବା। ଏହି କୋଭିଡର ପ୍ରଥମ ଲହର ଆସିଲା ଏବଂ ଧୀରେ ଧୀରେ ଭଲ ହେଲା ରୋଗୀଙ୍କ ସଂଖ୍ୟା କମିଲା ତାର କିଛି ଦିନ ପରେ ଦ୍ୱିତୀୟ ଲହର ଆସିଲା ଏହା ମଧ୍ୟ କିଛି ସମୟ ରହିଲା ଏବଂ ଧୀରେ ଧୀରେ କମିଲା। ତୃତୀୟ ଲହରରେ ଏହାର ଲକ୍ଷଣ ଅଧିକ ବଢିଯାଉଛି। ତୃତୀୟ ଲହର ଆସିବାର ଆଶଙ୍କା କେତେ ଓ କେବେ ଆସିବ ଏହା ଏବେ କହିବା ଅସମ୍ଭବ ଅଟେ।

ସବୁଠାରୁ ବଡ଼ ଭୟ ହେଲା ତୃତୀୟ ଲହର ଛୋଟ ପିଲାଙ୍କୁ ଆକ୍ରାନ୍ତ ବେଶୀ କରିବ।ଏହାର କୌଣସି କାରଣ ନାହିଁ ଛୋଟ ପିଲାଙ୍କୁ ଆକ୍ରମଣ କରିବ। କିନ୍ତୁ ପ୍ରାୟତ ପୂର୍ବରୁ ଏହା ଛୋଟପିଲାଙ୍କୁ ଆକ୍ରମଣ କରିନଥାଏ କାରଣ ଛୋଟ ପିଲାଙ୍କର ରୋଗପ୍ରତିରୋଧକ ଶକ୍ତି ଅଧିକ।ଏବେ ସବୁ ଲୋକ ପ୍ରାୟ ଭ୍ୟାକ୍ସିନ ନେଉଛନ୍ତି ଯେହେତୁ ଏହା କେବଳ ବୟସ୍କ ଲୋକଙ୍କ ପାଇଁ ଆସିଛି ଏବଂ ଛୋଟ ପିଲାଙ୍କ ପାଇଁ ଭ୍ୟାକ୍ସିନ ଆସିନ ସେଥିପାଇଁ ଛୋଟ ପିଲାଙ୍କୁ ତୃତୀୟ ଲହର ପ୍ରଭାବିତ କରିପାରେ।

corona 1
କଣ ଏହି ତୃତୀୟ ଲହର ଛୋଟପିଲାଙ୍କ ଜୀବନ ନେଇଯିବା।ଯଦି ଏହା ଫୁସଫୁସ୍, କିଡିନ କୁ ପ୍ରବାଭ ପକାଇବ ତେବେ ଏହା ମୃତ୍ୟୁର କାରଣ ହେବ।କିନ୍ତୁ ଏଥିରେ ଚିନ୍ତା କରିବାର ଆବଶ୍ୟକ ନାହିଁ କାରଣ ମାତ୍ର ଏକ ପ୍ରତିଶତ ସମ୍ଭାବନା ଅଛି ଛୋଟ ପିଲାଙ୍କର ଏହି ଅଙ୍ଗକୁ ପ୍ରଭାବ ପକାଇବ ବୋଲି।ଯଦି ଛୋଟ ପିଲାଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି।ତେବେ ସେମାନଙ୍କୁ ଭ୍ୟାକ୍ସିନ ଦେବା ଆବଶ୍ୟକ।ଏହା ମଧ୍ୟ କୋଭ୍ୟାକସିନ ଆରମ୍ଭ କଲେଣି ଏହାକୁ ଏବେ ଟ୍ରାଲ କରାଯାଉଛି ଯଦି ଏହାର ପରୀକ୍ଷା ଠିକ୍ ହୁଏ ତେବେ ଏହାକୁ ପ୍ରାୟ ସେପ୍ଟେମ୍ୱର ଶେଷ ସୁଦ୍ଧା ଦିଆଯିବ।

 

ଛୋଟ ପିଲାଙ୍କୁ ସ୍କୁଲ ପଠେଇବା ନିର୍ଭର କରେ ସେହି ଅଞ୍ଚଳର କୋଭିଡ କେସ ଓପୋର।ଯଦି ଛୋଟ ପିଲା ସ୍କୁଲ ଯାଉଛନ୍ତି ତେବେ କୋଭିଡ ନିୟମ ମାନି ଚଳିବାକୁ ହେବ।ଯଦି କୌଣସି ପିଲାର କୌଣସି ଲକ୍ଷଣ ରୋହୁଛି ତେବେ ସେ ପିଲା ସ୍କୁଲ ଆସିବା ଉଚିତ ନୁହେଁ।ଯଦି କୌଣସି ପିଲାର ଅକ୍ସିଜେନ ମାତ୍ରା ୯୪ରୁ କମିଯାଏ ତେବେ ସେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।ଛୋଟ ପିଲା ଏହାକୁ ବୃଦ୍ଧି କରିପାରିବେ ନାହିଁ।

ଯଦି ସ୍କୁଲରେ ଠିକ୍ ସେ ଦାୟିତ୍ଵ ନେବେ ତେବେ ଏହାର ପ୍ରଭାବ ଧୀରେ ଧୀରେ କମିବ।ଯଦି ଆମେ ଭଲ ଖାଦ୍ୟ ଓ ଭଲ ଭାବେ ଶୋଇବା ତେବେ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିବ ଏବଂ କୋଭିଡରୁ ରକ୍ଷା ପାଇବା। ଭ୍ୟାକ୍ସିନେସନ ଆମ ପାଇଁ ଏକ ଗିଫ୍ଟ ଅଟେ।ଏହା ଆମ ଶରୀରକୁ କୋଭିଡ ଠାରୁ ରକ୍ଷା କରେ।

Leave a Reply

Your email address will not be published. Required fields are marked *