pain

ହେଉଛି କି ଅଣ୍ଟା, ପିଠି ଓ ଆଣ୍ଠୁ ଦରଜ | ଜାଣି ନିଅନ୍ତୁ ଉପଚାର

HEALTH

ବହୁତ ରୋଗରୁ ମୁକ୍ତି ଦେଇଥାଏ ଏହି ଫଳ। କାନ୍ଧ, ପିଠି, ଆଣ୍ଠୁ ଓ ଅଣ୍ଟା ଯେକୌଣସି ଦରଜ ହେଇଥାଉ ଏହା ରାତା ରାତି ଭଲ କରିଦେବ।ଏହା ଆମ ଶରୀରର ହାଡକୁ ମଜବୁତ୍ କରେ। ସର୍ଦ୍ଦି ଓ କାଶ ଠାରୁ ମଧ୍ୟ ଦୂର କରିଥାଏ। ଏହାର ମୂଲ୍ୟ ମଧ୍ୟ ବେଶୀ ନୁହେଁ। ଅଳ୍ପ ଜାଇଫଳ ନେଇ ଏହାକୁ ଘଷି ଚାଟିଲେ ଏହା ଏ ସମସ୍ତ ସମସ୍ୟାରୁ ଦୂର କରିଥାଏ। ପେଟର ଦରଜ ହେଲେ କିଛି ଯାଇଫଳ ତେଲ ନେଇ ଏହାକୁ ଚିନି ସହ ମିଶେଇ ଖାଇଲେ ଏହା ତୁରନ୍ତ ଆମକୁ ପେଟ ଦରଜରୁ ଭଲ କରିଥାଏ।

ଯଦି ଆପଣଙ୍କର ସବୁବେଳେ ମୁଣ୍ଡ ବ୍ୟଥା ରୋହୁଛି ତେବେ ଆପଣ କିଛି ଜାଇଫଳ ନେଇ ଏହାକୁ ଘଷିକି ଏହାର ପାଣିକୁ ନେଇ ମୁଣ୍ଡରେ ଲଗାଇଲେ ଏହା ମୁଣ୍ଡ ବ୍ୟଥା ରୁ କିଛି ଦିନ ମଧ୍ୟରେ ଦୂର କରିଥାଏ। ଥଣ୍ଡା ଓ ସର୍ଦ୍ଦି ଯଦି ଲାଗିରୋହୂଛି ତେବେ ଆପଣ କିଛି ଜାଇଫଳ ନେଇ ଏହାକୁ ଘଷି ସେଥିରୁ ଚିମୁଟେ ନେ଼ଇ ପାଟିରେ ଚୁଚୁମି ଖାଇଲେ ଏହା ସର୍ଦ୍ଦିରୁ ଦୂର କରେ।ଯଦି ଆପଣ ଦୁର୍ବଳ ଅଛନ୍ତି ଭୋକ ଲାଗୁନାହିଁ ତେବେ ଆପଣ ପ୍ରତିଦିନ ଜାଇଫଳକୁ ଚୁଚୁମି ନିଅନ୍ତୁ ଏହାଦ୍ବାରା ଆପଣଙ୍କୁ ଭୋକ ଲାଗିବା ସହ ଆପଣ ସବଳ ହୋଇପାରିବେ।


ଆପଣ ଯଦି ଗୋଟିଏ ଜାଇଫଳକୁ ଚାରି ଖଣ୍ଡ କରି ଏହାକୁ ଚୁଚୁମି କିଛି ସମୟ ପରେ ଏହାକୁ ଖାଇଦିଅନ୍ତି ତେବେ ଆମର ପେଟ ସମସ୍ୟା ଦୂର ହୋଇଥାଏ। ପ୍ରସବ ପରେ ଯଦି ଅଣ୍ଟାରୁ ଦରଜ ଯାଇନଥାଏ ତେବେ ଜାଇଫଳ କୁ ଘଷିକ ଏହାର ପାଣିକୁ ନେଇକି ଅଣ୍ଟା ରେ ମାରିଲେ ଅଣ୍ଟା ଦରଜ ଦୂର ହେଇଥାଏ। ଜାଇଫଳ ହାଡ଼କୁ ମଜବୁତ୍ କରିଥାଏ।ଯଦି ଆପଣଙ୍କର କୌଣସି ଦାଗ ଚର୍ମରୁ ଯାଉନଥାଏ ତେବେ ଆପଣ କିଛି ଜାଇଫଳ କୁ ଚୂର୍ଣ୍ଣ କରି ଲଗାଇଲେ ଏହି ଦାଗ ଦୂର ହୋଇଥାଏ।ଏହାକୁ ସେବନ କଲେ ଆଖିର ଶକ୍ତି ବଢେ।

pain 1
ଯଦି ଆଖି ତଳେ କଳା ଦାଗ ପଡ଼ିଥାଏ ତେବେ ଏକ ଜାଇଫଳକୁ ରାତି ଖିରରେ ଭଦେଇ ରଖି ସକାଳୁ କ୍ଷୀର ସହ ଭଲ ଭାବେ ଗୁଣ୍ଡ କରି ମିଶେଇ ମୁଁହ ରେ ୧୦ ରୁ ୧୨ ଦିନ ଲଗାଇଲେ ଏହା ମୁଁହ ର କଳା ଦାଗ ସହ ଆଖି ତଳ କଳା କୁ ଦୂର କରେ।ଆପଣଙ୍କ ଚେହେରାରେ ଚମକ୍ ଆସିଯାଏ।

ଯଦି ଆଣ୍ଠୁ କିମ୍ବା ଅଣ୍ଟା ରେ ଦରଜ୍ ରିହୁଛି ତେବେ ଜାଇଫଳ କୁ ଖଣ୍ଡ କରି ତେଲ ସହ ଗରମ କରି କିଛି ହଳଦୀ ମିଶେଇ ଯେଉଁ ସ୍ଥାନ ଦରକ୍ ହୁଏ ସେଠି ଲଗାଇ ତ ଚାରିପାଖ କିଛି ପ୍ଲାଷ୍ଟିକ କିମ୍ବା ପଟି ଗୁଡ଼ାଇଲେ ଏହା ଆମ ଦରଜ ସବୁଦିନ ପାଇଁ ଦୂର କରେ।ଯଦି ଛୋଟ ପିଲାଙ୍କୁ ଏହା ଦେବା ସେମାନେ ଥଣ୍ଡା ଓ ସର୍ଦ୍ଦି ରୁ ଦୂର ପାଇବେ।

Leave a Reply

Your email address will not be published. Required fields are marked *