unnamed (46)

ୟୁଟୁବର ହେବା ପାଇଁ ହେଲେ ପ୍ରଥମେ କଣ କରିବାକୁ ହେବ।

NEWS

ଆଜିକାଲି ଦୁନିଆରେ ସମସ୍ତେ ରୋଜଗାର କରିବାକୁ ଚାହିଁଲେଣି।ଆଉ କେହି ଘରେ ବସିବାକୁ ଚାହୁଁ ନାହାନ୍ତି।କିଛି ନା କିଛି କରିବାକୁ ଚାହୁଁଛନ୍ତି।ଆଜିକାଲିର ଯୁଗ ହେଉଛି ଇଣ୍ଟରନେଟର ଯୁଗ।ଏଠାରେ ସବୁ କାମ ଅନଲାଇନ ମାଧ୍ୟମରେ କରାଯାଇ ଥାଏ।ଆଜିର ଦୁନିଆରେ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି।ଏହି ସୋସିଆଲ ମିଡିଆ ଏକ ଏଭଳି ଏକ ଜିନିଷ ଯିଏ ଆମର ବହୁତ କାମରେ ଆସିଥାଏ।ତା ମଧରୁ ୟୁଟୁ ବ ହେଉଛି ଅନ୍ୟତମ।ଏହା ଏଭଳି ଏକ ପ୍ଲାଟଫର୍ମ ଯିଏ କି ଆମକୁ ଭଲ ରୋଜଗାର ଦେଇଥାଏ।ଏହି ୟୁଟୁବ ମାଧ୍ୟମରେ ଅନେକ ବ୍ୟକ୍ତି ବହୁତ ପରିମାଣରେ ଟଙ୍କା ରୋଜଗାର କରୁଛନ୍ତି।ତେବେ ଆଜି ଆମେ ଜାଣିବା ଜଣେ ଭଲ ୟୁଟୁବର ହେବା ପାଇଁ ହେଲେ ଆମକୁ ପ୍ରଥମେ କଣ କରିବାକୁ ପଡିଥାଏ।ଆମ ମାନଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଉଠିଥାଏ କି ଜଣେ ୟୁଟୁବର ହେବାପାଇଁ ହେଲେ ଆମକୁ କେଉଁ କେଉଁ ଜିନିଷ ରଖିବାକୁ ପଡିବ ବା ଆମର କେଉଁ ସବୁ ଜିନିଷ ଦରକାର।

bfvcbhgfc

ଯାହା ଦ୍ୱାରା ଆମେ ଆମର କାମକୁ କରିପାରିବା।ପ୍ରଥମେ ଆମର ଏକ ଜିମେଲ ଆକାଉଣ୍ଟ ଥିବା ଦରକାର।ଯଦି ଆପଣଙ୍କର ଜିମେଲ ଆକାଉଣ୍ଟ ନାହିଁ ଆପଣ ନିଜର ସ୍ମାର୍ଟ ଫୋନେରେ ଗୋଟିଏ ଜିମେଲ ଆକାଉଣ୍ଟ ଓପନ କରି ନିଅନ୍ତୁ।ତାପରେ ଆପଣ ୟୁଟୁବ ଓପନ କରନ୍ତୁ।ଏହାର ଡାହାଣ ପଟ ଉପର କଣରେ ଗୋଟିଏ ପ୍ରୋଫାଇଲ ଅଛି।ସେଠାକୁ ଯାଇ ଆପଣ ନିଜର ଜିମେଲ ଦେଇ ଲଗିନ କରି ନିଅନ୍ତୁ।ଦେଖନ୍ତୁ ଏହା କରିସାରିଲା ପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଆଉ ଆମକୁ କଣ ଦରକାର।ଦେଖନ୍ତୁ ଯଦି ଆପଣ ଚାହୁଁଛନ୍ତି ଆପଣ ଖୁବ କମ ଦିନରେ ଜଣେ ଭଲ ୟୁଟୁବର ହେବାପାଇଁ ତେବେ ଆପଣଙ୍କୁ ଗୋଟିଏ ଲାପଟପ,ଗୋଟିଏ ମାଇକ୍ରୋଫୋନ ଦରକାର ଅଛି।ବହୁତ ପିଲା ମାନଙ୍କ ମନରେ ପ୍ରଶ୍ନ ଉଠିଥାଏ କି କଣ ମୋର ନିଜର ସ୍ମାର୍ଟ ଫୋନ ମାଧ୍ୟମରେ ମୁଁ ୟୁଟୁବର ହୋଇ ପାରିବି ନାହିଁ।ଆରେ ଭାଇ ଆପଣ ହୋଇ ପାରିବେ କିନ୍ତୁ ଆପଣ ନିଜର ଫୋନ ମାଧ୍ୟମରେ ଯେଉଁ ଭିଡ଼ିଓ ସୁଟ କରିବେ ତାର ଏଡିଟ ଆପଣ କେବଳ ଲାପଟପରେ କରି ପାରିବେ ।

hgvbh

ଦେଖନ୍ତୁ ଆପଙ୍କର ଭିଡ଼ିଓ କ୍ବାଲିଟି ଯଦି ଭଲ ନାହିଁ ତେବେ ଆପଣଙ୍କୁ ଲାଇକ ଆଉ ସବସକ୍ରାଇବ ମିଳିବ ନାହିଁ।ଆରେ ଭାଇ ଆଜିକାଲି ଏଥିରେ ବହୁତ କମ୍ପିଟେସନ ଚାଲୁଛି।ଯଦି ଆପଣ ଲୋ କ୍ବାଲିଟିର ଭିଡ଼ିଓ କରିବେ ତେବେ ଆପଣଙ୍କୁ କିଛିବି ଲାଇକ ମିଳିବ ନାହିଁ।ତେଣୁ ଆପଣ ଜଣେ ଭଲ ୟୁଟୁବର ହୋଇ ପାରିବେ ନାହିଁ।ଆପଣଙ୍କୁ ଏହା ସହିତ ଗୋଟିଏ ଭଲ କ୍ୟାମେରା ଆଣିବାର ଅଛି।ଏହିସବୁ ଜିନିଷ ଆମକୁ ବହୁତ ମାତ୍ରାରେ ଆବଶ୍ୟକ ହୋଇଥାଏ।ଯାହା ଦ୍ୱାରା ଆମେ ଗୋଟିଏ ଚ୍ୟାନେଲ ଖୋଲି ପାରିବା।ଜଣେ ଭଲ ୟୁଟୁବର ପାଖରେ ଏହିସବୁ ଜିନିଷ ରହିବା ବହୁତ ଜରୁରୀ ହୋଇଥାଏ।

nbbvvn

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *