guda

ପ୍ରତିଦିନ ଖାଉଛନ୍ତି କି ଗୂଡ଼ | ହୋଇଯାନ୍ତୁ ସାବଧାନ |

HEALTH

ତେବେ ଆପଣଙ୍କ ଶରୀର ପାଇଁ ଆପଣଙ୍କ ଖାଦ୍ୟ ଠିକ ହେବା ନିହାତି ଦରକାର। ତେବେ ଖାଦ୍ୟର ଫାଇଦା ବାବଦରେ ଯଦି ଆପଣ ଅଜଣା ଥାଆନ୍ତି ତାହେଲେ ଆପଣଙ୍କୁ ଜାଣିବା ନିହାତି ଦରକାର କାରଣ କିଛି ଫାଇଦା ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ କାରଣ ଏହି ଖାଦ୍ୟ ମାନଙ୍କର ସେବନ ଆପଣଙ୍କୁ ବହୁତ କିଛି ଫାଇଦା ଦେଇଥାଏ। ଆଜି ଆମେ ଗୂଡ଼ର ଫାଇଦା କହିବାକୁ ଯାଉଛୁ।

ଆପଣନ୍କ ବଜାରରେ ଗୂଡ଼ ବହୁତ ଜଲଦି ମିଳିଯାଏ। ଆପଣ ଜାଣନ୍ତି କି ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ସ୍ବାସ୍ଥ୍ୟକର ଖାଦ୍ୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ବହୁତ ଜଲଦି ମିଳିଯିବ ମାତ୍ର ତାହାର ଫାଇଦା ବାବଦରେ ଆପଣ ଏଯାଏ ଅଜଣା ଥିବେ।

guda
ଆମ ପ୍ରକୃତିରେ ଏପରି ଅନେକ ଖାଦ୍ୟ ଅଛି ଯାହା କି ଏହାର ଔଷଧୀୟ ଗୁଣ ପାଇଁ ହି ବହୁତ ଅଧିକ ବ୍ୟବହାର ହେଇଥାଏ। ମାତ୍ର ଆମେ ଏହି ସମସ୍ତର ଫାଇଦା ମାନନ୍କ ବାବଦରେ ଅଜଣା ଥାଉ ଆଉ କେବଳ ଏଲୋପାଥିକ ଔଷଧ ମାନଙ୍କର ସେବନ ହି କରିଥାଉ। ମାତ୍ର ଆମ ପ୍ରାକୃତିକ ଜିନିଷ ମାନଙ୍କରେ ଏଭଳି ଫାଇଦା ଥାଏ ଯାହାକୁ ଆମେ ଜାଣି ହି ନଥାଉ। ତେବେ ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଗୂଡ଼ର ଫାଇଦା ବାବଦରେ ଯାହାକୁ କି ଆବହମାନ କାଳରୁ ସେବନ କରାଯାଇ ଆସୁଛି ମାତ୍ର ଏହାର ଫାଇଦା ବାବଦରେ ଆମକୁ ଜଣା ନାହିଁ। ଏହା ଏକ ପ୍ରାକୃତିକ ମିଠା ଭାବେ ବ୍ୟବହୃତ ହୁଏ।

ଏହା ଆନ ଶରୀରର ଅନେଜ ପ୍ରକାରର ବେମାରି ସମାପ୍ତ କରିଥାଏ। ଆପଣ କିପରି ବି ଗୂଡ଼ ଖାଆନ୍ତୁ। ଆପଣ ତାହାକୁ କ୍ଷୀର ସହ ଗୋଳାଇ ଖାଇପାରିବେ ଅଥବା ତାହାକୁ ଆପଣ ସାଧାରଣ ଭାବେ ଭାଙ୍ଗି ଖାଇପାରିବେ ତାହା ଆପଣଙ୍କ ପାଇଁ ଫାଇଦା ଦେଇଥାଏ। ଏହା ଆପଣନ୍କ ପାଚନ ପାଇଁ ବହୁତ ଫାଇଦା ଦେଇଥାଏ। ଆପଣଙ୍କ ପାଚନ କ୍ରିୟାକୁ ଏହା ସମାପ୍ତ କରିଥାଏ।

guda

 

ଆପଣଙ୍କୁ କିଛି ବି ପେଟ ଜନିତ ବେମାରି ଯଦି ଅଛି ତାହା କବ୍ଜ ହେଉ ଅଥବା କୋଷ୍ଟକାଠିନ୍ୟ ହେଉ ଆପଣ ଗୂଡ଼ ସେବନ ନିସ୍ଚୟ କରନ୍ତୁ। ଏଥିରେ ଶୁକ୍ରଯର ମାତ୍ରା ଅଧିକ ଥାଏ ଯାହା କି ଆପଣଙ୍କ ଶରୀରର ପେଟ ଜନିତ ବେମାରି ଦୂର କରିଥାଏ। ଏହା ଆପଣଙ୍କ ହଜମ କ୍ରିୟା ଭଲ କରିଥାଏ। ଖାଇବା ପରେ ଆପଣ ଏହାର ସେବନ କରିପାରିବେ।

ଗୂଡ଼ ଭିତରେ ଆଇରନ ଆଉ ଫ୍ଲେଟ ଅଧିକ ମାତ୍ରରେ ଥାଏ ଆଉ ଏହା ରକ୍ତ ଗଢିବାରେ ସହାୟକ ହୁଏ। ଆପଣ ଯଦି ଜୀବନରେ କେବେ ଭାବନ୍ତି କି ଆପଣଙ୍କ ରକ୍ତ ସଫା ହେଇଯାଉ ଅଥବା ନୂଆ ହେଇଯାଉ ତାହେଲେ ଆପଣ ଗୂଡ଼ ଖାଇବା ଆରମ୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *