jakruta

ମଦ୍ୟପାନ କରି ଯକୃତ ଖରାପ ହୋଇ ଯାଉଛି | ଆଜି ହିଁ ଜଣାନ୍ତୁ ଯତ୍ନ କିପରି ନେବା ଉଚିତ |

HEALTH

ଏମିତିରେ ତ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଅଧିକ ହାନିକାରକ ହେଇଥାଏ ଆଉ ଏହାକୁ ବର୍ଜନ କରିବା ନିହାତି ଦରକାର ମାତ୍ର ଯେଉଁ ଲୋକଙ୍କର ଆଦତ ହେଇ ଯାଇଥାଏ ମଦ୍ୟପାନ କରିବାର ସେମାନଙ୍କ ପାଇଁ ମଦ୍ୟପ ଛାଡିବା ବହୁତ ଅଧିକ କଷ୍ଟକର ହେଇଥାଏ। ତେବେ ସେମାନଙ୍କର ବି ନିଜର ଯକୃତର ଯତ୍ନ ନେବାର ଅଧିକାର ଅଛି। ଆଜି ଆମେ କିଛି ଉପାୟ କହିବୁ ଯାହାଦ୍ୱାରା କି ମଦ୍ୟପାନ କରୁଥିବା ଲୋକମାନେ ମଧ୍ୟ ନିଜର ଯକୃତର ଯତ୍ନ ଭଲ ଭାବରେ ନେଇପାରିବେ। ଆସନ୍ତୁ ଆରମ୍ଭ କରିବା।

ତେବେ ଏହା ମଧ୍ୟ ଆପଣଙ୍କ ଖାଦ୍ୟ ଉପରେ ସମ୍ପୂର୍ଣ ରୂପେ ନିର୍ଭରଶୀଳ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଜନିତ ବିଷୟ କହିବାକୁ ଯାଉଛୁ। ତେବେ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ।

jakruta 2

ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ତେବେ ଏହାଦ୍ୱାରା ମଧ୍ୟ ଆପଣ ନିଜର ଖାଦ୍ୟର ଧ୍ୟାନ ରଖିପାରିବେ।

ଆଲକୋହଲର ସେବନ ଆପଣନ୍କ ଶରୀର ପାଇଁ ହାନିକାରକ ଆଉ ତାହା ଆପଣଙ୍କ ଯକୃତ ପାଇଁ ସବୁଠୁ ଅଧିକ ହାନିକାରକ ହେଇଥାଏ। ଆପଣ ଯଦି ମଦ୍ୟପାନର ନିଜର ଆଦତ ଛାଡି ପାରୁନାହାନ୍ତି ତାହେଲେ ଆପଣନ୍କ ପାଇଁ ଆଜି ଆମେ କିଛି ଉପାୟ କହିବୁ ଯାହା କି ଆପଣ ମଦ୍ୟପାନ କରିବା ଭିତରେ ମଧ୍ୟ ନିଜର ଯକୃତର ଯତ୍ନ କରିପାରିବେ।

ତେବେ ଆପଣ ଯଦି ଯକୃତର ଯତ୍ନ କରିବାକୁ ଚାହାନ୍ତି ତାହେଲେ ଆପଣ ମୂଳ ଥିବା ପନିପରିବା ଅଥବା ଫଳମୂଳ ଖାଇବା ଆରମ୍ଭ କରନ୍ତୁ। ଏଥିରେ ଫ୍ଲୁରାଇଡ଼ ଅଧିକ ଥାଏ ଯାହା କି ଆପଣଙ୍କ ଯକୃତକୁ ସଫା ରଖେ ଆଉ ଯତ୍ନ କରେ।

jakruta 1
ଆପଣ ଯଦି ଯକୃତର ଯତ୍ନ କରିବାକୁ ଚାହାନ୍ତି ତାହେଲେ ଆପଣ ଡିଟୋକ୍ସି କରୁଥିବା ଖାଦ୍ୟ ଅଧିକ ଖାନ୍ତୁ। ଏହି ଖାଦ୍ୟ ମାନନ୍କ ଭିତରେ ସବୁଜ ପରିବା , ଟମାଟୋ , ତଥା ଫଳମୂଳ ଅନ୍ୟତ୍ତମ ଅଟେ। ଏହି ଖାଦ୍ୟ ମାନଙ୍କୁ ଅଧିକ ଖାଇବା ପରେ ଆପଣ ଅଧିକ ପାଣି ପିଇବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ହି ଆପଣଙ୍କ ଲିଭର ଡିଟୋକ୍ସିଫାଇ ହେଇଥାଏ।

ଲିଭର ଆମ ଶରୀରରେ ହର୍ମୋନ ମାନଙ୍କର ସୃଷ୍ଟି କରିଥାଏ ଯାହା କି ଆମ ଶରୀରର ସବୁ ଅଙ୍ଗ ମାନଙ୍କ ଦ୍ୱାରା ବ୍ୟବହାର ହେଇଥାଏ। ଏହାକୁ ଆପଣ ସୁସ୍ଥ ରଖିବା ପାଇଁ ଖାଆନ୍ତୁ, କୋବି, ସବୁଜ ପରିବା ତଥା ଅନ୍ୟାନ୍ୟ ଖାଦ୍ୟ। ଏଗୁଡିକ ଭିତରେ ଥିବା କ୍ଲୋରଫିଲ ଆପଣଙ୍କ ଯକୃତକୁ ବହୁତ ଉନ୍ନତ କରିଥାଏ ଆଉ ସୁସ୍ଥ ରଖିଥାଏ।

Leave a Reply

Your email address will not be published. Required fields are marked *