hair

ମାତ୍ର ଥରେ ବ୍ୟବହାର କରି ନିଅନ୍ତୁ ଚୁଟି ଉପୁଡ଼ିବା ବନ୍ଦ ହୋଇ ଯିବ | ଘରେ ତିଆରି ତେଲ – ନିଶ୍ଚିତ ଜାଣି ନିଅନ୍ତୁ |

NEWS

ବାଳ ନ ଝଡ଼ିବା ପାଇଁ ଆମେ ଆମ ନଖକୁ ୫ ମିନିଟ୍ ଘଷିବା। ନଖ କୁ ନଖ ସହ ଘଷିଲେ ଏହା ଆମ ଚୁଟି ଝଡିବାରୁ ରୋକୀଥାଏ। ଆଲୋଭେରା ରସ ପିଇଲେ ଏହା ଆମ ଶରୀରରେ ଯେପରିକି ତ୍ୱେଚା ସଫା ରଖିବାର, ମୁଣ୍ଡ ଥଣ୍ଡା ରଖିବାରେ, ହାଡ଼କୁ ମଜବୁତ୍ କରେ ଏବଂ ଚୁଟି ଉପୁଡ଼ିବାରେ ମଧ୍ୟ ରକ୍ଷାକରେ। ଏହାକୁ ପିଇଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ପରଦିନ ଖାଇଲେ ବି ଭଲ।

ସପ୍ତାହରେ ଆମେ ୨ ରୁ ୩ ଥର ରହିବାକୁ ଇଛା କରୁନାହାନ୍ତି।ଆପଣ ସୋରିଷ ତେଲ କିମ୍ବା ନଡ଼ିଆ ତେଲ ସପ୍ତାହ ୨କି ୩ ଥର ଲଗାଇବା ଉଚିତ୍। ଯାହାର ପୁରା ପୁରୀ ବାଳ ଉପୁଡ଼ିଯାଏ ସେମାନଙ୍କ ପାଇଁ ଏହା କରିବା ଉଚିତ୍ ଏହା କରିବା ବହୁତ୍ କଷ୍ଟ ସାଧ୍ୟ ଅଟେ।ଏହା ବହୁତ୍ ଲୋକ କରିଛନ୍ତି ଓ ସେମାନଙ୍କର ବାଳ ଝଡ଼ିବା ସତରେ ବନ୍ଦ୍ ହୋଇଛି।ଏକ ପ୍ରକାର କୀଟ ବଳୁରୀ ଅଟେ

hair 2

 

ଏହା କାମୁଡ଼ିଲେ ବହୁତ୍ କଷ୍ଟ ହୋଇଥାଏ।ଏହା ହଳଦିଆ ରଂଗର ଦେଖିବାକୁ।ଏହା ପ୍ରାୟତ ଚାଷ ଜମି, ଚାଳ ଘର,ଓ ବିଭିନ୍ନ ଗଛ ମାନଙ୍କରେ ଦେଖାଯାଇଥାଏ।ଏହି ବରୁଡ଼ିର ପକ୍ଷୀ କୁ ନେଇ ନଡ଼ିଆ ତେଲ ରେ ପକେଇ କିଛି ସମୟ ରଖି ଏହାକୁ ମୁଣ୍ତରେ ମାରିଲେ ବାଳ ଝଡ଼ିବା ବନ୍ଦ ହୋଇଥାଏ। ଯେଉଁମାନେ ପୁରା ଚନ୍ଦା ଅଟନ୍ତି ସେମାନଙ୍କ ପାଇଁ ଏହି ଉପାୟ ଭଲ।ଓ ସେମାନେ ଏକ ତେଲ ଅଛି ଦିବ୍ୟକେସ ତେଲ,କେସକାନ୍ତି ତେଲ ଏହା ବହୁତ୍ ଭଲ।

hair 1
ଦିବ୍ୟକେସ ତେଲ ଟିକେ ଗନ୍ଧ କରେ କିନ୍ତୁ ଏହି ତେଲ ଦ୍ଵାରା ଶୀଘ୍ର ବାଳ ଝଡ଼ିବା ବନ୍ଦ ହୋଇଯାଏ। ଯୋଗ ଓ ପ୍ରାଣାୟାମ ପ୍ରତିଦିନ କରିବା ଉଚିତ୍ ଏହା କଲେ ବାଳ ଝଡ଼ିବା ବନ୍ଦ ହୋଇଥାଏ। ପୁରା ବାଳ ଝଡିଯାଇଥିଲେ ମଧ୍ୟ ପୁଣି ବାଳ ଉଠେ ସେଥିପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ।ବାଳ ନଉପୁଡ଼ିଁବା ପାଇଁ ଆମେ ସିର୍ଶଙ୍ଗ ଯୋଗ କରିବା ଭଲ। ନଖକୁ ନଖ ସହ ଘସିଲେ ବାଳ ଉପୁଡ଼ିବା ବନ୍ଦ୍ ହୋଇଥାଏ।

ଏହାକୁ ଦୈନଦିନ କରିବା ଆବଶ୍ୟକ।ଆମେ ବାଳ ନୂପୁଡ଼ିବା ପାଇଁ ଅଲୋଭରା ଜେଲ ଟିକେ ପିଇବା ଆବଶ୍ୟକ ଏହା ପିଇଲେ ବାଳ ଉପୁଡ଼ିବା ସମ୍ପୂର୍ଣ ବନ୍ଦ୍ ହୋଇଥାଏ।ଯାହାର ବାଳ ଉପୁଡ଼ିକି ମଧ୍ୟ ପାପୁଲି ଭଳି ହୋଇଯାଇଛି ସେମାନେ ମଧ୍ଯ ତାଙ୍କ ଚୁଟି ଉଠିବ।ଆପଣ ଯଦି ଯୋଗ ଓ ପ୍ରାଣାୟମ କରିବେ ତେବେ ସବୁ ଠିକ୍ ଠାକ୍ ହେବ।ଏହି ବାଳ ଉପୁଡ଼ିଲେ ପ୍ରାୟ ସମସ୍ତେ ଚିନ୍ତାରେ ରୁହନ୍ତି ଏହା କେବଳ ପ୍ରାକୃତିକ ଉପାୟରେ ଭଲ କରାଯାଇପାରିବ। ଶୀର୍ଷଆସନ କଲେ ବାଳ ଉପୁଡିବା ବନ୍ଦ୍ ହୋଇଯାଏ।

Leave a Reply

Your email address will not be published. Required fields are marked *