partener

ପାର୍ଟନର ତୁମକୁ ଆଉ ଭଲ ପାଉନି ତାକୁ ଲାଇନକୁ ଆଣିବେ କିପରି। |

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣଙ୍କ ପାର୍ଟନର ଆପଣଙ୍କୁ କେତେ ଭଲ ପାଏ, ଏହା ଆପଣଙ୍କ ବ୍ୟତୀତ ଆଉ କେହି କହି ପାରିବେ ନାହିଁ। ମୁଁ ଆଜି ଯେଉଁ କଥା କହିବି, ଯଦି ଏହା ଆପଣ କରିବେ ,ତାହାଲେ ଆପଣଙ୍କ ପାର୍ଟନର ଆପଣଙ୍କୁ ଏତେ ଭଲ ପାଇବ ଯେ, ଆପଣଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯିବ।

girllll

ପ୍ରଥମେ ପାର୍ଟନର ଅଳ୍ପ କିଛି କଥାକୁ ନଜର ଅନ୍ଦାଜ କରନ୍ତୁ।ଆପଣଙ୍କ ପାର୍ଟନର ଆପଣ ଙ୍କୁ ବହୁତ କିଛି କରିବା ପାଇଁ କୁହେ,କିନ୍ତୁ ଆପଣ ତାହାର ସବୁ କଥା ଶୁଣନ୍ତୁ ନାହିଁ କମ କାମ କରନ୍ତୁ ଏବଂ ଅଧିକ କାମ ଛାଡି ଦିଅନ୍ତୁ ଯେହେତୁ ଆପଣ ତାଙ୍କ କଥା ଶୁଣୁ ନାହାନ୍ତି କିମ୍ବା ମନୁ ନାହାନ୍ତି,ଏହା ଦ୍ବାରା ସେ ଭାବିବ ଯେ ଆପଣ ତାଙ୍କୁ ଛାଡ଼ି ଅନ୍ୟ କାହାକୁ ଭଲ ପାଉଛନ୍ତି, ଯାହା ଦ୍ଵାରା ସେ ଆପଣ ଙ୍କୁ ପାଇବା ପାଇଁ ଚେଷ୍ଟା କରିବ। ଏହା ଦ୍ବାରା ସେ ଆପଣଙ୍କର ସବୁ କଥା ମାନିବ ଆପଣ ଙ୍କ ପାଇଁ କୌଣସି ପ୍ରକାର ର କାମ କରିବାକୁ ପଛେଇବ ନାହିଁ।

ଦ୍ଵିତୀୟରେ ଫ୍ରେଣ୍ଡସିପ କରିବା ଅଧିକାଂଶ କଣ କରନ୍ତି ନା ଝିଅ ମାନଙ୍କ ସହ ସାଙ୍ଗ ହେବା ଛାଡ଼ି ଦିଅନ୍ତି କାରଣ ତାଙ୍କର ପାର୍ଟନର ଏପରି କରିବା ପାଇଁ ତାଙ୍କୁ ମନା କରିଥାଏ ଏହାଛଡା ପାର୍ଟନର କାଳେ ତାଙ୍କୁ ଖରାପ ଭାବିବା କିମ୍ବା ସନ୍ଦେହ କରିବ ଭାବି, ସେମାନେ ଝିଅ ମାନଙ୍କ ସହ ସାଙ୍ଗ ହୁଅନ୍ତି ନାହିଁ କିମ୍ବା ବେଶୀ କଥା ବାର୍ତ୍ତା କରନ୍ତି ନାହିଁ ଯଦି ଆପଣ ଏପରି କରୁଛନ୍ତି, ତେବେ ଆପଣ ଭୁଲ କରୁଛନ୍ତି ଏହା ଦ୍ବାରା ଆପଣ ଙ୍କ ପାର୍ଟନର ଭାବିବେ ଯେ ମୋ ସ୍ବାମୀ ଙ୍କୁ ମୋ ବ୍ୟତୀତ ଆଉ କେହି ଭଲ ପାଉ ନାହାଁନ୍ତି।ଏହା ଫଳରେ ଆପଣ ଙ୍କ ମୂଲ୍ୟ ଆପଣ ଙ୍କ ପାର୍ଟନର ଙ୍କ ଆଗରେ କମିଯିବ। |

girl

ତୃତୀୟରେ ନିଜକୁ ପାର୍ଟନର ଙ୍କ ପାଖରେ ସମର୍ପଣ କରିବା। ଅଧିକାଂଶ କଣ କରନ୍ତି ନା ନିଜର ରୀମୋଟ ,ପାର୍ଟନର ଙ୍କୁ ସମର୍ପିତ କରି ଦିଅନ୍ତି ମାନେ ପାର୍ଟନର ଯାହା କହିବେ ଆପଣ ତାହା କରିବା କୁ ବାଧ୍ୟ ହୁଅନ୍ତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାହା ବି କରନ୍ତି, ପାର୍ଟନର ଙ୍କ କହିବା ଅନୁସାରେ କରନ୍ତି ତେଣୁ ନିଜ କୁ ପାର୍ଟନର ଙ୍କ ପାଖରେ ସମର୍ପଣ କରନ୍ତୁ ନାହିଁ ନିଜର କାମ ନିଜ ଇଚ୍ଛା ରେ କରନ୍ତୁ, ନିଜ ପସନ୍ଦ ର କାର୍ଯ୍ୟ କରନ୍ତୁ । ଚର୍ତୁଥରେ ପାର୍ଟନରଙ୍କ ଇଚ୍ଛା।

girl1

ଆପଣଙ୍କ ପାର୍ଟନରଙ୍କ ବହୁତ କିଛି କରିବାକୁ ଇଛା ଥାଇ ପାରେ ଆପଣଙ୍କୁ ଜାଣିବାକୁ ପଡ଼ିବ, ଆପଣଙ୍କ ପାଖରୁ ସେ କଣ ପାଇବା ପାଇଁ ଇଚ୍ଛା କରୁଛନ୍ତି କିମ୍ବା ତାଙ୍କର କେଉଁ ଜିନିଷ ଦରକାର ହେଇଥାଏ ପାରେ ସେ ଚାହୁଁଥାନ୍ତି ଯେ ଆପଣ ତାଙ୍କୁ ବହୁତ ଭଲ ପାଆନ୍ତୁ, ରାତି ଦିନ ତାଙ୍କ ସହ କଥା ହୁଅନ୍ତୁ କିମ୍ବା ତାଙ୍କ ସହ ଶାରୀରିକ ସମ୍ବନ୍ଧ ପାଇଁ ରାଜି ହୁଅନ୍ତୁ ତେବେ ଆପଣଙ୍କୁ ପ୍ରଥମେ ଆପଣଙ୍କ ଆବଶ୍ୟକତାକୁ ବୁଝିବାକୁ ପଡ଼ିବ ଯଦି ଆପଣ ତାଙ୍କ ଆବଶ୍ୟକତା ପୁରାଣ କରିବେ, ତେବେ ଆପଣ ଙ୍କ ପାଇଁ ତାଙ୍କର ଭଲ ପାଇବା ଆହୁରି ବଢିଯିବ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *