walk

ଚାଲିବା କେତେ ଆବଶ୍ୟକ – ପ୍ରତିଦିନ ଚାଲିବା ଦ୍ଵାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ – ଜାଣି ରଖନ୍ତୁ |

HEALTH

ଆଜିକାଲି ମାରାଥନର ଦୌଡିବାର ଯେଉଁ ଚାହିଦା ବଢ଼ିଛି ସେଥିପାଇଁ କିଛି ଲୋକ ସମସ୍ୟାରେ ପଡିଯାଇଛନ୍ତି। ସେଥିପାଇଁ ଆମକୁ ଦୌଡିବା ଆରମ୍ଭ କରିଦେବା ଉଚିତ୍।ଏହି ଭିଡିଓରେ ଜାଣିବା ଆମେ ଚାଲିଲେ ଆମର କଣ କଣ୍ ଫାଇଦା ହୋଇଥାଏ ଆସନ୍ତୁ ଜାଣିବା।ଚାଲିବା ଏକ କାଡିଓ ବ୍ୟାୟମ ଭାବେ କରାଯାଇଥାଏ। କାଡିଓ ବ୍ୟାୟାମ ଆମ ସମ୍ପୂର୍ଣ୍ଣ ଶରୀର ଅକ୍ଟିଭ ମୋସନରେ ରହିଥାଏ।ଏହି ବ୍ୟାୟମ କରିବା ଦ୍ୱାରା ଆମ ହାର୍ଟ ରେଟ ବଢ଼ିଥାଏ। ଦୌଡିବା ଓ ଚାଲିବା ଦୁଇଟି ଜlଙ୍କ ଭଲ କlର୍ଡ଼ିଓ ବ୍ୟାୟମ ଅଟେ।

ଯଦି କୌଣସି ଲୋକ ପ୍ରତିଦିନ ଚାଲୁଛି ତେବେ ତାର ଓଜନ କମିଯାଏ। ପ୍ରତିଦିନ ଚାଲିବା ଦ୍ଵାରା ଶରୀରର ଓଜନ ହ୍ରାସ ପାଇଥାଏ।ଯଦି ଆପଣ ଟିକେ ଜଲ୍ଦୀ ଜଲ୍ଦୀ ଚାଲିବେ ଯେପରି ୮,୯ ମିନିଟରେ ୧ କିଲୋ ମିଟର। ଏହିପରି ଚାଲିଲେ ଶରୀରର ସମସ୍ତ ଏନର୍ଜି ସେହି ଚଳିବାରେ ଲାଗିଥଏ।ଯଦି ଆପଣ ୮ରୁ୯ ମିନିଟ୍ ରେ ୨ କିଲୋମିଟର ଚାଲୁଛନ୍ତି ତେବେ ଆପଣଙ୍କୁ ଚାଲିବାର ଫାଇଦା ମିଳୁଛି।

walk 1
ଯଦି ଆପଣ ସବୁଦିନ ଚାଲିଥାନ୍ତି ତେବେ ଆମ ଷ୍ଟାମିନା ବହୁତବେଶୀ ବଢ଼ିଥାଏ। ପ୍ରଥମେ ପ୍ରଥମେ ଆମେ ୩୦ ମିନିଟ୍ ଚାଲିବା କଷ୍ଟ ହୋଇଯାଏ କିନ୍ତୁ ଧିରେ ଧୀରେ ଅଭ୍ୟାସ ହେଲେ ଆମେ ୪୫ ମିନିଟ୍ ରୁ ୧ଘଣ୍ଟା ଅତି ସହଜରେ ଚଳିପlରନ୍ତି।ଯଦି ଆମେ କୌଣସି ଵ୍ୟାମ୍ କରିଛନ୍ତି ତେବେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ।ଯଦି ଆମେ ପ୍ରତିଦିନ ଚାଲିବା ତେବେ ଆମ ହାର୍ଟ ମସଲ ମଜବୁତ୍ ହେବ।

walk 2
ବହୁତ୍ ଲୋକଙ୍କର ଚର୍ବିର ମାତ୍ରା କମିଯାଏ।ପ୍ରତି ସପ୍ତାହ ଆମକୁ ୪ରୁ୫ ଦିନ ଚାଲିବାକୁ ପଡ଼ିବ ଏହା ଦ୍ଵାରା ଆମର ବହୁତ୍ ପରିବର୍ତ୍ତନ ହେବ। ପ୍ରତିଦିନ ଚାଲିବା ଦ୍ଵାରା ଆମର ରାକ୍ତ ଚାପ ଜନିତ ରୋଗ ଦୂର ହୋଇଥାଏ।ଏହା ଶରୀରକୁ ସୁନ୍ଦର୍ ରଖେ।ଯଦି ଆମେ ପ୍ରତିଦିନ ଚାଲିବା ତେବେ ଆମ ଶରୀରର ମସଲ ଦରଜ ଓ ଏହାର ସମସ୍ୟା ଦୂର ହେବ।ଯଦି ପ୍ରତିଦିନ ଗୋଟିଏ ଲୋକ ୩୦ମିନିଟ୍ ଚାଲୁଛି ତେବେ ଏହି ସବୁ ସମସ୍ୟା କେବେ ଦେଖାଯିବନାହିଁ।ଯଦି ଆପଣ ଏକା ସମୟରେ ୩୦ ମିନିଟ୍ ପାଇପରୁନାହାନ୍ତି।ତେବେ ଆପଣ ଦିନରେ ୧୦ ମିନିଟ୍ କରି ୩ ଥର ଚାଲିପାରିବେ।

ଖାଇବା ପରେ ଚାଲିବା ଉଚିତ୍ ନୁହେଁ କାରଣ ଏହା ହଜମ କରିବାରେ ଅସୁବିଧା ହୋଇଥାଏ।ଯଦି ଆମେ ପ୍ରତିଦିନ ଚାଲିବା ଏହା ଆମ ଶରୀରର ଖୁସି କରୁଥିବା ହର୍ମନ ପ୍ରବାହିତ କରେ ସେଥିପାଇଁ ଚାଲିବା ଦ୍ଵାରା କିଛି ଦିନ ପରେ ଆମେ ନିଜେ ନିଜେ ଅନୁଭବ । କୌଣସି ଲୋକ ଚିନ୍ତାରେ ଥିଲେ ତାକୁ ଚାଲିବାକୁ ପରାମର୍ଶ ଦେବା ଉଚିତ୍।ଯଦି ଆପଣ ଆପଣଙ୍କ ଦୈନ୍ ଦିନ ଜୀବନରୁ ୩୦ମିନିଟ୍ କାଢି ଚଳିବ ତେବେ ଆପଣ ସୁସ୍ଥ ରହିବେ।

Leave a Reply

Your email address will not be published. Required fields are marked *