ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକବନ୍ଧୁଗଣ ଝିଅ ଆଉ କାହାକୁ ଭଲ ପାଉଛି ବୋଲି କିପରି ଜାଣିବେ। ଆମେ ଯାହା କୁ ଭଲ ପାଉ, ତାଙ୍କ କଥା ଆମର ସବୁବେଳେ ମନେ ପଡେ କିନ୍ତୁ ସେ କାହାକୁ ଭଲ ପାଉଛି କି ନାହିଁ ଏହା କିପରି ଜାଣିବା।ସାଧାରଣତଃ ପ୍ରେମରେ ଝଗଡ଼ା ହୋଇ ଥାଏ।ଛୋଟ ଛୋଟ ଘଟଣା ରୁ ଆପଣ ଙ୍କ ବନ୍ଧନ ଶକ୍ତ ହୋଇପାରେ ଏବଂ ଭାଙ୍ଗିଯାଇ ପାରେ।ଜୀବନ ରେ ବଞ୍ଚିବା ପାଇଁ ହେଲେ ଉଭୟ ସୁଖ ଏବଂ ଦୁଃଖ ରେ ରହିବାକୁ ପଡ଼ିବ।ଜୀବନ ରେ ଅନେକ ଦୁଃଖ କଷ୍ଟ ଆସିବ ।
କିନ୍ତୁ ଆମକୁ ସେହି ସବୁ କୁ ପଛରେ ପକାଇ ଆଗକୁ ବଢ଼ିବାକୁ ପଡ଼ିବ।ଯେତେବେଳେ ଆପଣଙ୍କ ପାର୍ଟନର ଙ୍କ ସହ ଆପଣ ଙ୍କ ର କିଛି ଝଗଡ଼ା ହୁଏ, ସେତେବେଳେ ଦୁଇଜଣ ଦୁଃଖ ପାଆନ୍ତି।ଏହା ଦ୍ଵାରା ବେଳେ ବେଳେ ସମ୍ପର୍କ ବିଚ୍ଛିନ୍ନ ହୋଇ ଯାଏ।ବିଚ୍ଛିନ୍ନ ହେବା ପରେ ମଧ୍ୟ ଦୁହେଁ ଦୁହିଁଙ୍କୁ ମନେ ପକାନ୍ତି।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।ପ୍ରଥମେ ଆପଣ ଙ୍କ ପାର୍ଟନର ଆପଣ ଙ୍କ ସହ ଆଗରୁ ଯେତିକି କଥା ହେଉଥିଲେ, ଏବେ ତାଙ୍କ କଥା ବାର୍ତ୍ତା କମି ଯାଇଛି ବା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି।ଆପଣ ଙ୍କ ପାର୍ଟନର ଏବେ କଲ ଏବଂ ମେସେଜ କରିବା ବନ୍ଦ କରି ଦେଇଛନ୍ତି।ଆପଣ ଙ୍କୁ ପ୍ରଥମେ ଜାଣିବା ପାଇଁ ପଡ଼ିବ ଆପଣ ଙ୍କ ପଟରୁ ଭୁଲ ହୋଇଛି ନା ତାଙ୍କ ପଟରୁ ଭୁଲ ହୋଇଛି ।
ଯଦି ତାଙ୍କ ପଟରୁ ହୋଇଛି ତ, କଥା ବାର୍ତ୍ତା ବନ୍ଦ କରିବା ଦ୍ୱାରା ତାଙ୍କୁ କଷ୍ଟ ହେବନି। ଏହା ଯଦି ଆପଣ ଙ୍କ ପଟରୁ ହୋଇଛି, ତେବେ ଆପଣ ଙ୍କୁ ମଧ୍ୟ କଷ୍ଟ ହେବ ନାହିଁ। ତେବେ ଜାଣିବାକୁ ଚେଷ୍ଟା କରନ୍ତୁ, କଥା ବାର୍ତ୍ତା କାହା ପଟରୁ ବନ୍ଦ ହୋଇଛି।ଦ୍ୱିତୀୟରେ ପାର୍ଟନର ଆପଣ ଙ୍କୁ କେତେ ଭଲ ପାଏ ଏବଂ କେତେ ମନେ ପକାଏ ,ଯଦି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଙ୍କୁ ଜାଣିବାକୁ ପଡ଼ିବ ଯେ ସେ ଆପଣ ଙ୍କୁ ନେଇ କିଛି ଭବିଷ୍ୟତ ଦେଖି ଥିଲେ କି। ଯଦି ଏପରି ହୋଇଥାଏ, ତେବେ ଯଦି ସେ ଆପଣ ଙ୍କ ଠାରୁ ଦୁରେଇଯିବେ ସେ ବହୁତ କଷ୍ଟ ପାଇବେ। ସେ ସବୁବେଳେ ଆପଣ ଙ୍କ କଥା ମନେ ପକାନ୍ତି ।
ତୃତୀୟରେ ଆପଣ ନିଜ ପାର୍ଟନର ଙ୍କ ଠାରୁ ଯେତେବେଳେ ଅଲଗା ହୁଅନ୍ତି, ସେତେବେଳେ ତାଙ୍କ ସହ ଜଡ଼ିତ ଥିବା ସେମିତି କିଛି ଘଟଣା ଆପଣ ଙ୍କ ସହ ଘଟିଛି କି କିମ୍ବା ତାଙ୍କ ନାମ ରେ ଆପଣ ଙ୍କୁ ଆଉ କେହି ଦେଖା ହୋଇଛନ୍ତି କି? କିମ୍ବା ତାଙ୍କ ଆଖ ପାଖ ର ଲୋକ କେହି ଆପଣ ଙ୍କୁ ହଠାତ୍ ଦେଖା ହୋଇଗଲେ କିମ୍ବା ତାଙ୍କର କିଛି ସ୍ମୃତି ଆପଣ ଙ୍କ ର ହଠାତ୍ ମନେ ପଡିଗଲା। ଯଦି ଏହି ପରି ଘଟଣା ବାରମ୍ବାର ଘଟୁଛି ତେବେ ଜାଣି ଯାଆନ୍ତୁ ପାର୍ଟନର ଆଉ କାହାକୁ ଭଲ ପାଉଛି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ ।