ଦୋସ୍ତ ପାରମ୍ପାରିକ ଜିନିଷ ବହୁତ୍ ଭଲ ଏହା ସ୍ଵାସ୍ଥ୍ୟ ପାଇଁ ଭଲ।ଘିଅ କ୍ଷୀରରୁ ତିଆରି କରାଯାଇଥାଏ। ଘିଅ ସ୍ଵାସ୍ଥ୍ୟ ପ୍ରତି ବହୁତ୍ ଭଲ। ଦୁନିଆରେ ଘିଅର ବହୁତ୍ ଚାହିଦା ରହିଛି।ଏହା ବିଭିନ୍ନ ପ୍ରକାର ସ୍ଵାଦରେ ମିଳିପାରେ ଏହା ପ୍ରାୟ ସବୁ ସ୍ଥାନରେ ମିଳେ। ଆସନ୍ତୁ ଜାଣିବା ଘିଅର ଭଲ ଗୁଣ ବିଷୟରେ।ଘିଅ ବହୁତ୍ ସ୍ଵାଦିଷ୍ଟ ଅଟେ।
ଘିଅରେ ବହୁତ୍ କ୍ୟାଲସିଅମ ମିଳେ ଏହା ବହୁତ୍ ଦାନ୍ତ ପାଇଁ ଭଲ।ଏହା ଆମ ଦାନ୍ତକୁ ମଜବୁତ୍ କରେ।ଘିଅ ଖାଇଲେ ଆମ ଶରୀରରେ କ୍ୟାଲସିଅମ ମାତ୍ରା ବଢେ।ଏହା ଆମ ହାଡକୁ ମଜବୁତ୍ କରେ ଏଥିରେ ଭିଟାମିନ ବି ରହିଥିବାରୁ ଏହା ସ୍ଵାସ୍ଥ୍ୟ ପ୍ରତି ଭଲ ହେଇଥାଏ ଏହା ଖାଇଲେ ହାଡ଼ର କୌଣସି ସମସ୍ୟା ହୋଇନଥାଏ।ଏହା ଆଣ୍ଠୁକୁ ମଜବୁତ୍ କରେ।ଏହା ବୟଷ୍କ ଲୋକଙ୍କ ପାଇଁ ବହୁତ୍ ଭଲ ହୋଇଥାଏ।
ଘିଅ ଖାଇଲେ ଆମ ଅଷ୍ଟିଓପିରେଶିସ ଦେଖା ଦିଏ ନାହିଁ।ଏହି ରୋଗ କ୍ୟାଲସିଅମ କମ୍ ହୋଇଥିବାରୁ ହେଇଥାଏ।ଘିଅରେ ପ୍ରଚୁର କ୍ୟାଲସିଅମ ଥିବାରୁ ଏହା ଏହି ରୋଗରୁ ମୁକ୍ତି କରେ।ଏହି ରୋଗ ଭିଟାମିନ, କ୍ୟାଲସିୟମ ଓ ମିନେରାଲ ଅଭାବରେ ହୋଇଥାଏ ତେଣୁ ଘିଅ ଖାଇଲେ ଏହି ରୋଗ ଦେଖାଯାଏନାହଁ। ହାଇପରଟେନସନ କୁ ନିୟନ୍ତ୍ରଣ କରେ।ଏହା ଶରୀରର କଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ।
କ୍ଷୀରରେ ଥିବା ଫ୍ୟାଟ ମଧ୍ୟ ଘିଅରେ ରହିଥାଏ।ଘିଅ ରେ ପ୍ରଚୁର ପରିମାଣରେ ଫ୍ୟାଟ ରହିଥାଏ। ସାଧାରଣତ ଅଧିକ ଫ୍ୟାଟ ଥିବା ଖାଦ୍ୟ ଲୋକଙ୍କୁ ଭଲ ଲାଗିଥାଏ। ପ୍ରାୟ ଏବେ ବଜାରରେ ସ୍ଵାସ୍ଥ୍ୟକୁ ଆଖି ଆଗରେ ରଖି ବଜାରରେ କମ୍ ଫ୍ୟାଟ ଥିବା ଘିଅ ମିଳେ।ଏହା ମଧ୍ୟ ଓଜନ ବଢାଇବାରେ ସାହଯ୍ୟ କରେ।ଏଥିରେ ବହୁତ୍ କ୍ୟାଲସିଅମ୍,ପ୍ରୋଟିନ ଥିବାରୁ ଏହା ଓଜନ ବଢ଼ାଇବାରେ ସାହାଯ୍ୟ କରେ। ମାଂସପେଶୀ ମଧ୍ୟ ବଢ଼ିଥାଏ।
ଏହା ମଧ୍ଯ କ୍ୟାନ୍ସର କୁ ଭଲ କରିଥାଏ ଏଥିରେ ଥିବା ଲୁସେଇକ ଏସିଡ କ୍ୟାନ୍ସର ଭଲ କରିଥାଏ।ଘିଅରେ ଥିବା ପ୍ରୋଟିନ, କ୍ୟାଲସିଅମ ଗର୍ଭବତୀ ମହିଳାଙ୍କ ପାଇଁ ଭଲ ହୋଇଥାଏ।ଏହା ଖାଇବା ଦ୍ଵାରା ମହିଳା ମାନଙ୍କର ପିଲା ମାନଙ୍କ ପାଇଁ କ୍ଷୀର ବଢ଼ିଥାଏ।ଏହା ଚର୍ମ ସମସ୍ୟା ହୋଇନଥାଏ ଓ ତ୍ୱେଚାକୁ ସୁନ୍ଦର୍ କରେ। ମୁଣ୍ଡବ୍ୟଥା ଭଲ କରିଥାଏ। କ୍ୟାଲସିଅମ ମୁଣ୍ଡ ବ୍ୟଥା ଭଲ କରିଥାଏ ତେଣୁ ଘିଅ ମଧ୍ୟ ମୁଣ୍ଡ୍ୟବ୍ୟଥା ଭଲ କରିଥାଏ।ଘିଅ ଶରୀରର ରୋଗ ପର୍ତିରୋଧକ୍ ଶକ୍ତି ବଢାଇଥାଏ।ଏହାକୁ ଖାଇଲେ ନିଦ ଭଲ ଆସେ।ଏହା ମଧ୍ୟ ଆମ ବାଳ କୁ ମଜବୁତ୍ କରେ।ଏଥିରେ ଥିବା ପ୍ରୋଟିନ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରେ।ଘିଅ କୁ ଆମେ ପ୍ରତିଦିନ ଖାଇଲେ ଚଳିବ।ଏହା ଏକ ପୃଷ୍ଟିସାର ଖାଦ୍ୟ ଅଟେ