dhent

ଧନତେରସ ଦିନ ଭୁଲରେ ମଧ୍ୟ କିଣନ୍ତୁ ନାହିଁ ଏହି ଛଅଟି ଜିନିଷ ସର୍ବନାଶ ହେବ ।

FACT

ଧନତେରସ ଦିନ ଭୁଲରେ ମଧ୍ୟ କିଣନ୍ତୁ ନାହିଁ ଏହି ପାଞ୍ଚଟି ଟି ଜିନିଷ ନଚେତ ଆପଣ କାଙ୍ଗାଳ ହୋଇଯିବେ । ଏହି ଦିନ ନୂଆ ଜିନିଷ କିଣିବାକୁ ଶୁଭ ମାନାଯାଏ । କିନ୍ତୁ, କିଛି ଏମିତି ଜିନିଷ ଅଛି ଯାହାକୁ କିଣିବା ଦ୍ୱାରା ଆପଣଙ୍କର ବହୁତ କ୍ଷତି ହୋଇପାରେ । ଏମିତି ମାନା ଯାଏ କି ଧନତେରସ ଦିନ ମାତା ଲକ୍ଷ୍ମୀ କୁବେର ଏବଂ ଧନ୍ୟନ୍ତରୀ ଙ୍କର ପୂଜା କରାଯାଏ । ଏପରି ମାନା ଯାଏ କି ଏହି ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ପୂର୍ବରୁ କୁବେର ଙ୍କର ଆରାଧନା କରିବା ଦରକାର ଯଦି ସେହି ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା କରାଯିବ ତ ତାଙ୍କର କୃପା ମିଳିବ ଏବଂ ସ୍ଵାସ୍ଥ୍ୟ ବି ଭଲ ରହିବ । ତେବେ ଚାଲନ୍ତୁ ଦେଖିବା ସେହି ଦିନ କେଉଁ ଜିନିଷ କିଣିବା ଭଲ ରହିବ । ସେଥିପାଇଁ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ । ଏହା ପୂର୍ବରୁ ଏହି ଲେଖା ଟିକୁ ଗୋଟେ ଲାଇକ କରନ୍ତୁ ସମସ୍ତେ ଜାଣିବା ପାଇଁ ଏହାକୁ ଅଧିକ ରୁ ଅଧିକ share କରନ୍ତୁ ଏବଂ କମେଣ୍ଟ ବକ୍ସ ରେ ନିଶ୍ଚିତ ଭାବରେ ଜଣାନ୍ତୁ ଏହିପରି କିଛି କଥା ଜାଣିବା ପାଇଁ ।

ଧନତେରସ ଦିନ କଚର ଜିନିଷ ଜମାରୁ ବି କିଣିବା ଭଲ ନୁହେଁ, ଏହାର ସମ୍ବନ୍ଧ ରାହୁ ସହିତ ହୋଇଥାଏ । ସେଥିପାଇଁ ଏହି ଜିନିଷ କିଣନ୍ତୁ ନାହିଁ । ଏପରି ମାନା ଯାଏ କି ଏହି ଦିନ ଆଲୁମିନିୟମ ର ଜିନିଷ କିଣିବା ଜମାରୁ ଠିକ ନୁହେଁ, ଏହାର ଆଧିପତ୍ୟ ରାହୁ ହୋଇଥାନ୍ତି, ସେଥିପାଇଁ ଏହି ଜିନିଷ ଧନତେରସ ଦିନ କିଣନ୍ତୁ ନାହିଁ । ଏହିଦିନ କୌଣସି ଧାରୁଆ ଜିନିଷ କିଣନ୍ତୁ ନାହିଁ, ଯେମିତିକି କଇଁଚି ବା ଛୁରୀ ଭଳି ଧାରୁଆ ଜିନିଷ କିଣନ୍ତୁ ନାହିଁ, ଏହା ଦ୍ୱାରା ଦରିଦ୍ରତା ବଢିଥାଏ । ଏହି ଦିନ ନୂଆ ବାହନ ବି କିଣିବା ଭଲ ନୁହେଁ, ଜଦି କିଣୁଛନ୍ତି ତେବେ ରାହୁ ଏବଂ କେତୁଙ୍କର ଧ୍ୟାନ ରଖି କିଣନ୍ତୁ ।

laxmi1

ପ୍ରାୟ ଶୁଭ ଦିନରେ କଳା ବସ୍ତ୍ର ପିନ୍ଧା ଯାଏ ନାହିଁ, ମାନା ଯାଏ କି ଧନତେରସ ଦିନ କଳା ବସ୍ତ୍ର କିଣିବା ଅଶୁଭ ହୋଇଥାଏ । ଏହା ଦ୍ୱାରା ବହୁତ କ୍ଷତି ଭୋଗିବାକୁ ପଡିଥାଏ । ଲୁହା ନିର୍ମିତ ବସ୍ତୁ ଭୁଲ ରେ ବି ଆପଣ ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଧନତେରସ ଦିନ ଭୁଲରେ ମଧ୍ୟ ଏହି ଛଅଟି ଜିନିଷ କିଣନ୍ତୁ ନାହିଁ ନଚେତ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *