rasi

୨୧ ଅକ୍ଟୋବର ଗୁରୁବାର ୨୦୨୧ ଅସନ୍ତା କାଲିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି : ଆଜି ଆପଣ ଏମିତି କାମ କରିବେ ଯାହାଦ୍ୱାରା ଆପଣଙ୍କ ଅଧିକା ପ୍ରଶଂସା ହେବ । ଅତୀତରେ ଖାକରିଥିବା ବ୍ୟକ୍ତି ଆଜି ଆଉଥରେ ସାକ୍ଷାତ ହେବ , ଯାହା ଦ୍ୱାରା ମନ ପ୍ରଫୁଲ୍ଲିତ ହେବ । ଆପଣଙ୍କ ଅନିୟମିତତା କାରଣରୁ ଆପଣ କିଛି ଜିନିଷ ହରାଇ ପାରନ୍ତି କିମ୍ବା ହଜାଇପାରନ୍ତି । ଆପଣଙ୍କୁ ବଡ ବୟସ୍କ ବ୍ୟକ୍ତିଙ୍କ ଗାଳି ପଡିପାରେ , ଆପଣଙ୍କ କଥାବାର୍ତ୍ତାରେ ସକରାତ୍ମକ ପ୍ରଭାବର ଉପଯୋଗ କରି ପର୍ଯ୍ୟାପ୍ତ ଲାଭ ଉଠାନ୍ତୁ ।

୨)ବୃଷ ରାଶି : ଆଜି ଆପଣଙ୍କୁ ଜୀବନସାଥୀଙ୍କ ସହଯୋଗ ମିଳିବ , କାର୍ଯ୍ୟରେ ନିଯୁକ୍ତ ହେବାରୁ ସୁୟଶ ମିଳିବ,  ଆଜିର ଦିନ ଆପଣଙ୍କ ପାଇଁ ଜ୍ଞାନ ବୃଦ୍ଧି କରିବାରେ ବହୁତ ଭଲ ଅଛି , ବେପାରୀଙ୍କ ପାଇଁ ନିଜ ବେପାରରେ ସଂଚାଳନ ଓ ଲାଭ ବୃଦ୍ଧି ଦେଖାଯାଉଛି , ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଚାଳୁଥିବା ପ୍ରୟାସ ଫଳିଭୁତ ହେବ । ବଡ ବୟସ୍କ ବ୍ୟକ୍ତିଙ୍କ ସମ୍ମାନ ମିଳିପାରିବ , ଆଜି ଆପଣଙ୍କୁ ନୁଆ ପାର୍ଟ ଟାଇମ୍ କାମ ମିଳିପାରେ ।

୩)ମିଥୁନ ରାଶି : ସ୍ୱାସ୍ଥ୍ୟ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ , ସବୁଦିନ ଯୋଗ୍ କରିବା ଆରମ୍ଭ କରିଦିଅନ୍ତୁ , ଆପଣଙ୍କ ଯାତ୍ରା କାର୍ଯ୍ୟକ୍ରମ ଆଜି ଅଚାନକ ବନ୍ଦ ହୋଇପାରେ,  ସଂମ୍ପର୍କୀୟଙ୍କ ସହ ସଂବନ୍ଧ ଭଲ ହେବ , ଚେଷ୍ଟା କରିବେ ଆପଣଙ୍କ ନିଜ ଲୋକଙ୍କ ପାଖାପାଖି ଆସିବା,  କାମ କାର୍ଯ୍ୟରେ ଆପଣ ଅଧିକା ବ୍ୟସ୍ତ ହୋଇପାରନ୍ତି , ପ୍ରେମ ସଂବନ୍ଧରେ ଦିନ ଠିକ୍ ଠାକ୍ ରହିବ , ଘରୋଇ କର୍ମଚାରୀ ଚିନ୍ତା ଦେଇପାରନ୍ତି , କିଛି ଲୋକଙ୍କର ଭୁଲ୍ ଇରାଦାକୁ ଭୁଲ୍ ବୁଝିପାରନ୍ତି ।

mithun

୪)କର୍କଟ ରାଶି ; ଆଜି ଆପଣ ନିଜ ଜୀବନରେ ବହୁତ ଅଧିକା ପ୍ରଗତି କରି ଆଗକୁ ବଢିଚାଲିବେ , ଚାକିରି ବ୍ୟବସାୟରେ ସଙ୍କଟ ଦୁରେଇଯିବ , ଆଜି ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ସମାଜରେ ଅଧିକା ଲୋକଙ୍କୁ ଲାଭ ପହଞ୍ଚାଇବ , ଆଜିର ଦିନ ମନ ଟିକିଏ ଡର ରହିବ , କିନ୍ତୁ ଏହା ବିନା କାରଣର ହେବ , ଭଲ ହେବ କି ଆଜି ଆପଣ୍ ନିଜ ପାଇଁ କିଛି ସମୟ ବାହାର କରନ୍ତୁ , ଟିକିଏ ଆରାମ କରନ୍ତୁ , ମନର ଭାବନା ଜଣାଇବାରେ ସଙ୍କୋଚବୋଧ କରନ୍ତୁ ନାହିଁ , କଫ ଓ ପିତ୍ତ ରୋଗ ଦ୍ୱାରା ଚିନ୍ତିତ ହୋଇପାରନ୍ତି ।

୫)ସିଂହ ରାଶି : ଆଜି ଛୁଆଙ୍କ ପାଇଁ ଦିନ ଭଲ ଅଛି , ତାଙ୍କର ବିଧିରେ ସୁଧାର ଆସିବ , କାମ କାର୍ଯ୍ୟ କିମ୍ବା ସମୟ ଉପଯୋଗ ଦ୍ୱାରା ମନରେ ଉଦାସିନତା ରହିବ , ଯାହା ଗୋଟେ କିମ୍ବା ଦୁଇଦିନରେ ହୋଇପାରିବ , ନିଜ ସ୍ୱାସ୍ଥ୍ୟରଦାୟିତ୍ୱ ରଖନ୍ତୁ , ଆଜି କେଉଁ ଯାତ୍ରାରେ ଯାଇପାରନ୍ତି , ଧାର୍ମିକ ପୁଜା ପାଠରେ ରୁଚି ଲାଗିବ , ଆପଣ ନିଜ କାମରେ ବ୍ୟସ୍ତରହିବେ , ବିଦେଶ ଯାତ୍ରା ଯୋଗ ହେଉଛି , ସ୍ୱଭାବରେ ରାଗ ଆସିପାରେ , ଫେସନାଲ୍ ରିଲେସନ୍ ମଜବୁତ୍ ହେବ ।

୬)କନ୍ୟା ରାଶି : ଆଜି ଏମାନଙ୍କ ମନରେ ସକରାତ୍ମକ ଉର୍ଜା ପ୍ରବେଶ କରିବ , ଯାହା ଆଖପାଖ ଲୋକଙ୍କୁ ପ୍ରଭାବିତ କରିବ , ଆଜି ଆପଣଙ୍କ କିଛି ଅଟକି ରହିଥିବା କାମ ପୁରା ହୋଇଯିବ , କାମରୁ ସମୟ ବାହାର କରି ପରିବାର ସହ ସମୟ ଦିଅନ୍ତୁ , ସମାଜରେ ବହୁତଭଲ ଇମେଜ୍ ରହିବ , ଆଳସ୍ୟ ଓ ଆରାମରେ ବୃଦ୍ଧି ହେବ , କାର୍ଯ୍ୟକ୍ଷେତ୍ରରେ ଆଜି ଶୁଭ ସମାଚାର ପ୍ରାପ୍ତି ହେବ , ଘର ପରିବାରର ଦାୟିତ୍ୱକୁ ଅଣଦେଖା କରନ୍ତୁ ନାହିଁ ।

kanya

୭)ତୁଳା ରାଶି : ଆଜି ବେପାରରେ ଅତିରିକ୍ତ ପରିଶ୍ରମ କରିବାକୁ ପଡିପାରେ,  ନିଜ ପାର୍ଟନରଙ୍କ ସହ କେଉଁ ଆଡେ ବୁଲିବାକୁ ପ୍ଲାନ୍ କରିପାରନ୍ତି , ଏଥିରେ ଆପଣଙ୍କ ଦୁରତା ଶେଷ ହୋଇଯିବ , ଆଜି ଆପଣ କେଉଁ ସାମୁହିକ କାମରେ ସାମିଲ୍ ହୁଅନ୍ତୁ ନାହିଁ , ଆପଣ କାରୋବାରରେ ଭଲ କରିବେ , ଖେଳ ତରଫରୁ ମନ ବଳାଇବେ , ଓ ସଫଳତା ପାଇବେ , ଛୋଟ୍ ଛୋଟ କଥାରେ ରାଗ କରିଲେ କାମ ବିଗଡିପାରେ ।

୮)ବିଛା ରାଶି : ଆପଣଙ୍କ ବନ୍ଧୁଙ୍କ ସହ ଲମ୍ବା ଯାତ୍ରା ତୟ କରିବାକୁ ପଡିପାରେ , ଆପଣଙ୍କ ଆଜିରଦିନ ବହୁତ ଭଲ ପ୍ରସନ୍ନତା , ସୁଖ , ସନ୍ତୋଷରେ କଟିବ , ଆପଣଙ୍କ ନୁଆ କ୍ଷେତ୍ରର ବିକାଶ ପାଇଁ ପ୍ରୟାସ କରିବେ , ଆର୍ଥିକ ରୁପରେ ସନ୍ତୋଷଜନକ ଦିନ ବ୍ୟତିତ କରିବେ , ଆଜି କେଉଁ କଥାକୁ ନେଇ ବଡ କାର୍ଯ୍ୟ କରନ୍ତୁ ନାହିଁ , ଅନ୍ୟଥା କ୍ଷତି ସହିବାକୁ ପଡିପାରେ , କୋର୍ଟ୍ କଚେରି ମାମଲାରେ ଆଜି ଆପଣଙ୍କ ପକ୍ଷରେ ରହିବ , ଛାତ୍ରଙ୍କ ପଇଁ ଦିନ ଭଲ ଅଛି , ପାଠପଢାରେ ମନ ଲାଗିବ ।

୯)ଧନୁ ରାଶି : ଲାଭ ପାଇଁ ନିବେଶ ବିକଳ୍ପ ଅଛି , ପରିବାରରେ ବାତାବରଣ ଆନନ୍ଦିତ ରହିବ , ଆଜି ସଂନ୍ଧ୍ୟାରେ ଘରର ସବୁ ଅତିଥି ଆସିପାରନ୍ତି ଯାହାଙ୍କୁ ଆପଣ ଖୋଜିନଥିବେ , ଆପଣଙ୍କ ମିତ୍ରଙ୍କ ମଣ୍ତଳୀରେ ନୁଆ ମିତ୍ର ଯୋଡିହେବେ , ମଉଜ ମସ୍ତି, ଓ ବିଳାସତା ବସ୍ତୁରେ ଧନ ଖର୍ଚ୍ଚ କରିବେ  ଏକ ତରଫା ପ୍ରେମରୁ ଚିନ୍ତିତ ହୋଇପାରନ୍ତି , ବିଜନେସ୍ ସହ ଯୋଡି ହୋଇଥିବା ନୁଆ ଯୋଜନା ହୋଇପାରେ , ଅଫିସ୍ ରେ ନୁଆ ପ୍ଲାନ୍ ଆଗକୁ ବଢିବ ।

dhanu

୧୦)ମକର ରାଶି : ଆଜି ଆପଣଙ୍କୁ ଚାକିରିପେଶାରେ ନିଜ କ୍ଷେତ୍ରରେ ମାଧ୍ୟମରୁ ବଡ ପଦ ମିଳିବାର ସ୍ଂମ୍ଭାବନା ଅଛି , ଆପଣଙ୍କ ପଇସାର ସ୍ଥିତି, ଘରୋଇ ସୁଖସୁବିଧା ଆଦିରେ ସୁଧାର ଆସିବାରପ୍ରୟାସ କରନ୍ତୁ , ମିଳାମିଶା ପ୍ରତିକ୍ରିୟାଗୁଡିକରୁ ଲକ୍ଷ୍ୟ ପ୍ରଭାବିତହେବ , ବ୍ୟବସାୟରେ ଲାଭରେ ନିଜକୁ ଅନୁକୁଳ ପ୍ରତିସ୍ଥିତି ରେ ପାଇବେ , ଅଫିସ୍ ରେ କଥା ରଖିବାର ପୁରା ମଉକା ମିଳିବ , ମାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ସନ୍ତାନର ଦାୟିତ୍ୱ ପୁର୍ତ୍ତି ହେବ ।

୧୧) କୁମ୍ଭ ରାଶି : ଆଜି ଆପଣ ବ୍ୟସ୍ତତା କିମ୍ବା ଜୋସ୍ ରେ ଆସିକରି ଏମିତି ବାଦା କରିପାରନ୍ତି ଯାହା ନିଭାଇବା ଆପଣଙ୍କ ପାଇଁ କଠିନ ହୋଇପାରେ , କେଉଁ ପ୍ରକାରର ଶାରରୀକ ମାନସିକ ବୋଝ ଆଣିବା ଦ୍ୱାରା ଆଜିର ଦିନ ଠିକ୍ ନାହିଁ , ଅଧ୍ୟୟନରେ ରୁଚି ବଢିବ , ନିଜ କାମରେ ବହୁତ ବାଧା କୁ ପାର୍ କରିବାକୁ ହେବ , ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଆଶାତିତ ସଫଳତା ମିଳିପାରିବ , ସ୍ଂମ୍ପର୍କରେ ନିକଟତା ଆସିବ , ଯୁକ୍ତି କିମ୍ବା ଚର୍ଚ୍ଚାରୁ ଦୁରେଇ ରୁହନ୍ତୁ , ଉଧାର ଦେଇଥିବା ପଇସା ଫେରିପାଇବେ ।

୧୨) ମୀନ ରାଶି : ଆଜି ଆପଣଙ୍କ ମନରେ ଟିକିଏ ଅନିଶ୍ଚିତତା ଭାବନା ରହିବ , ଆପଣ ସେହି ପୁର୍ତ୍ତିକୁ ଆକ୍ରମତତାରେ କରନ୍ତୁ ନାହିଁ , ଜୀବନସାଥୀ ସହ ଆପଣ କେଉଁ ଆଡେ ବୁଲିବାକୁ ଯାଈପାରନ୍ତି , ଏଥିରେ ମନ ପ୍ରସନ୍ନ ରହିବ , ବିଜେନେସ୍ କରୁଥିବା ଲୋକଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡିପାରେ , ମୋଦ୍ରିକ ଲାଭରୁ ପରିସ୍ଥିତି ଅନୁକୁଲତା ରହିବ , ପାରିବାରିକ ଜୀବନରେ ସୁଖମୟ ରହିବ , କିନ୍ତୁ ବ୍ୟବସାୟରେ ଚିନ୍ତା ରହିବ , ଆପଣଙ୍କ ଯୋଜନା ବଡ୍ ପରିବର୍ତ୍ତନ ହେବାର ସଂମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *