asima

ସିଙ୍ଗର ଅସୀମା ପଣ୍ଡାଙ୍କ ବିଷୟରେ କିଛି ଅଜଣା କଥା ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

NEWS

ସାଙ୍ଗମାନେ ଆପଣମାନେ ଜାଣିଥିବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଚର୍ଚ୍ଚିତ ସିଙ୍ଗର ଅସୀମା ପଣ୍ଡାଙ୍କ ବିଷୟରେ, ଅସୀମା ପଣ୍ଡାଙ୍କୁ କିଏ ବା ନ ଜାଣିଥିବ । ସେ ତାଙ୍କ କଣ୍ଠରେ ସମସ୍ତଙ୍କ ମନକୁ କିଣି ଓଡ଼ିଶାରେ ପୁରା ଚର୍ଚ୍ଚିତ ହୋଇସାରିଛନ୍ତି । ସେ ଯେଉଁ ସବୁ ଗୀତ ଗାଇଛନ୍ତି ସେ ସବୁ ଗୀତ ହିଟ ହୁଏ ଓ ଓଡ଼ିଶାର ଅସୀମା ପଣ୍ଡା ସମସ୍ତଙ୍କ ପାଖରେ ଚର୍ଚ୍ଚିତ ହୋଇସାରିଛନ୍ତି । ସେ ଏକାଥରେ ଏକ ବହୁ ମୁଖୀ ପ୍ରତିଭା ଏବଂ ତାଙ୍କ କଣ୍ଠ ରେ ଗୋଟେ ଯାଦୁ ଅଛି। ଅସୀମା ପଣ୍ଡାଙ୍କ କହିବା ଅନୁସାରେ ଗୀତ ଗାଇବା କୁ ନେଇ ତାଙ୍କ ଘର ଲୋକ ତାଙ୍କୁ ବହୁତ ସମର୍ଥନ କରିଛନ୍ତି ଓ ଯେଉଁ କଥା ପାଇଁ ଅସୀମା ପଣ୍ଡା ତାଙ୍କ ଘର ଲୋକଙ୍କୁ ବହୁତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

aasima

ଅସୀମା ପଣ୍ଡାଙ୍କ କହିବା ଅନୁସାରେ ଗୀତ ଗାଇବା ହେଉଛି ତାଙ୍କ ଜୀବନ ଏବଂ ପ୍ରାଣ ତେଣୁ କେବେ ହେଲେ ଏହାକୁ ଛାଡି ପାରିବେ ନାହିଁ । ଯଦି ଆଜି ଆମେ ଆପଣଙ୍କୁ ଅସୀମା ପଣ୍ଡାଙ୍କ ଜୀବନ ଶୈଳୀ ବିଷୟରେ ଜଣେଇବୁ ତେବେ ସେ ତାଙ୍କର ଏକ ଇଣ୍ଟେର୍ଭିୟୁ ରେ କହିଛନ୍ତି……ସେ ଜଣେ ବିବାହିତ ଥିଲେ ଏବଂ ଏବେ ସେ ଛାଡପତ୍ର ନେଇ ସାରିଛନ୍ତି । ଅସୀମା ପଣ୍ଡାଙ୍କ ଘର ବିଷୟରେ କହିବାକୁ ଯିବା ତେବେ ତାଙ୍କର ଘର ଢେଙ୍କାନାଳ ରେ ଅଟେ ଏବଂ ତାଙ୍କର ଘରର ଦାମ କୋଡିଏ ଲକ୍ଷ ହୋଇଥିବା ବେଳେ ତାଙ୍କର ସମସ୍ତ ସମ୍ପତ୍ତି ହେଉଛି ପଚିଶ ଲକ୍ଷ ଟଙ୍କାର । ଅସୀମା ପଣ୍ଡା ଗୋଟିଏ ଫିଲ୍ମ ଗୀତ ଗାଇଲା ବେଳେ ପଚାଶ ହଜାର ଟଙ୍କା ନେଉଥିବାବେଳେ, ଗୋଟିଏ ଆଲବମ ଗୀତ ପାଇଁ ଦଶ ରୁ ପନ୍ଦର ହଜାର ଟଙ୍କା ନେଇଥାନ୍ତି । ଦଶହରା ଓ କାଳୀ ପୂଜା ଭଳି ପର୍ବରେ ଷ୍ଟେଜ ଶୋ କରିବା ପାଇଁ ସେ ରାତିକୁ ପଚାଶ ରୁ ଅସି ହଜାର ଟଙ୍କା ନେଇଥାନ୍ତି । ଅସୀମା ପଣ୍ଡାଙ୍କର ଏକ କାର ରହିଛି, ନିକଟରେ ସେ ଲଣ୍ଡନ ବୁଲିବାକୁ ଯାଇଥିଲେ ତାଙ୍କ ବାପାଙ୍କ ସହିତ ଏଥିରେ ତାଙ୍କର ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ଅସୀମା ପଣ୍ଡାଙ୍କର ନିଜସ୍ୱ ଏକ ଗୀତ ପ୍ରଡକ୍ସନ ହାଉସ ଏପି ମିଓଜିକ ମଧ୍ୟ ରହିଛି, ତାଙ୍କ ଜୀବନରେ ମଧ୍ୟ ଅନେକ ବାଧାବିଘ୍ନ ଆସିଥିଲା। ଏହିସବୁକୁ ସେ ପଛରେ ପକାଇ ଆଜି ସେ ଜଣେ ଫିମେଲ ପ୍ଲେ ବ୍ୟାକ ସିଙ୍ଗର ହୋଇପାରିଛନ୍ତି । ତାଙ୍କ କଲେଜ ସମୟରେ ସେ ତାଙ୍କ ସଙ୍ଗୀତ ଜୀବନରୁ ବିସ୍ତୃତ ହୋଇଥିଲେ ମଧ୍ୟକଲେଜ ରୁ ପାସ କରିବାର ପରବର୍ତ୍ତୀ ସମୟରେ ସେ ସଙ୍ଗୀତ ଜୀବନ ଏଆମ୍ଭ କରି ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି । ଅସୀମା ପଣ୍ଡାଙ୍କ ସ୍ୱାମୀ ମାନସ ମିଶ୍ର ଥିଲେ ସେ ଜଣେ ବିଜନେସ ମ୍ୟାନ ଥିଲେ ୨୦୧୪ ମସିହାରେ ସେ ଅସୀମା ପଣ୍ଡାଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଫାଟ ଆସିବା ପରେ ୨୦୧୬ ମସିହାରେ ସେ ଦୁହିଁଙ୍କୁ ଡିଭୋସ ନେବାକୁ ପଡିଥିଲା । ଆଜିବି ସୁଦ୍ଧା ଅସୀମା ପଣ୍ଡା ଏକା ଅଛନ୍ତି । ବିବାହ ଭାଙ୍ଗିବା ପରେ ସେ ଆହୁରି ଅଧିକ କାମ କରି ସେ ରାତାରାତି ହଳଦୀ ଗୀତରୁ ସିଙ୍ଗିଙ୍ଗ ସୁପରଷ୍ଟାର ହୋଇଗଲେ ଅସୀମା ପଣ୍ଡା ।

asiima panda

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *