safa

ସଫା ସୁତରା ରହିବାର କିଛି ଖାସ ଉପାୟ। ଶୀଘ୍ର ଜାଣନ୍ତୁ |

HEALTH

ଦୁନିଆରେ ଶରୀରର କେୟାର ଯଦି ନ କରାଯିବ ତାହେଲେ ହୁଏତ ଆମ ଶରୀର ସୁସ୍ଥ ରହିବ ନାହିଁ। ଆଜି ଆମେ ଆପଣଙ୍କ ପାଖରେ ଏହା ବାବଦରେ କିଛି କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଜରୁରୀ ହେଇପାରେ। ତେବେ ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ।

ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ଏହା ବାବଦରେ। ଆଜି ଆମେ ଆପଣଙ୍କ ପାଖରେ କହିବୁ କିଛି ଏପରି ଟିପସ୍ ଯାହା କି ଆପଣଙ୍କ ଜୀବନରେ ଆପଣଙ୍କ ଶରୀରର ସବୁ କୀଟାଣୁକୁ ଦୂର କରିବ ଆଉ ଆପଣଙ୍କୁ ଏକ ସୁସ୍ଥ ଶରୀର ଦେବ। ତେବେ ଆପଣ ଏହି ସବୁ ଟିପସ୍ ମାନଙ୍କୁ ଫୋଲ କରନ୍ତୁ।

୧:- ପ୍ରତିଦିନ ଗାଧାନ୍ତୁ। ଏହା ଶୁଣିବାରେ ହୁଏତ ବେସିକ ଲାଗିପାରେ ମାତ୍ର ଏହା ବହୁତ ପ୍ରଭାବଶାଳୀ ହେଇଥାଏ। ଆପଣ ପ୍ରତିଦିନ ଗାଧେଇବା ଦ୍ୱାରା ଆଉ ନିଜ ଶରୀରରେ ଆଣ୍ଟି ବ୍ୟାକଟେରିଆଲ ସାବୁନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶରୀର ବହୁତ ସଫା ରହେ ଆଉ ଆପଣଙ୍କ ଶରୀରରୁ କୀଟାଣୁ ଦୂର ହୁଏ। ଆଉ ଆପଣ ସ୍ୱଚ୍ଛ ରୁହନ୍ତି।

bath 1
୨:- ଆପଣ ବ୍ୟାୟାମ କରିବା ପରେ ସର୍ବଦା ଗାଧାନ୍ତୁ। କାରଣ ବ୍ୟାୟାମ କରିବା ପରେ ଆପଣଙ୍କ ଶରୀରରେ ବ୍ୟାକ୍ଟେରିଆ ଜନ୍ମ ନିଅନ୍ତି ଆଉ ତାହା ଭଲ ନୁହଁ। ତେଣୁ ଆପଣ ଯେତେ ସମ୍ଭବ ଗାଧେଇ ପଡନ୍ତୁ କାରଣ ଏହାଦ୍ୱାରା ଆପଣଙ୍କ ଶରୀରରୁ ବ୍ୟାକ୍ଟେରିଆ ଦୂର ହେଇଯାଏ। ଆପଣ ଫ୍ରେସ କପଡା ମଧ୍ୟ ପିନ୍ଧି ଦିଅନ୍ତୁ।

୩:- ମୁହଁ ଭଲ ଭାବେ ସଫା କରନ୍ତୁ:- ଆମ ମୁହଁ ଆପଣଙ୍କ ଶରୀର ପାଇଁ ବହୁତ ଫାଇଦା ଦେଇଥାଏ। ଆପଣନ୍କ ମୁହଁ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇପାରେ କାରଣ ଆପଣଙ୍କ ମୁହଁ ଆପଣଙ୍କ ଶରୀରର ସବୁଠୁ ଲାଭକାରୀ ଅଙ୍ଗ ହେଇଥାଏ। ଆପଣ ଏହାକୁ ସଫା ରଖିବା ଦ୍ୱାରା ହି ଆପଣଙ୍କ ଦେଶ ସମ୍ପୂର୍ଣ ରୂପେ ହାଇଯିନ ରହିଥାଏ। ତେଣୁ ଆପଣ ଭଲ ଭାବେ ଵ୍ରସ୍ କରନ୍ତୁ ଆଉ ସବୁ ସଫା ରଖନ୍ତୁ।

୪:- ସର୍ବଦା ସ୍ମୁଥ ରୁହନ୍ତୁ।ନିଜ ଶରୀରରୁ ସବୁ ମଇଳା ବାହାର କରନ୍ତୁ ଆଉ ଲୋମ ମଧ୍ୟ ବାହାର କରନ୍ତୁ। ଏହାଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହେ ଆଉ ହାଇଯିନ ମଧ୍ୟ ରହେ। ଆପଣଙ୍କ ଶରୀରକୁ ସଫା ରଖନ୍ତୁ।

Leave a Reply

Your email address will not be published. Required fields are marked *