ଧନତେରସ କିମ୍ବା ଦୀପାବଳୀ ଦିନ ଘରକୁ ଆଣନ୍ତୁ ଏହି ଦଶଟି ଜିନିଷ ଯାହା ଦ୍ୱାରା ଧନର ହେବ ବୃଦ୍ଧି । ଏହି ଦଶଟି ଜିନିଷ କଣ ଚାଲନ୍ତୁ ଜାଣିବା….. ତ ଆଗରୁ ଗୋଟେ ଲାଇକ କରନ୍ତୁ ଏହି ଭଳି ଜିନିଷ ଜାଣିବା ପାଇଁ ଆଉ ସମସ୍ତଙ୍କୁ ଜଣେଇବାକୁ ଗୋଟେ ଛୋଟ ଶେୟାର କରିଦିଅନ୍ତୁ ଏବଂ ଏହି ଭଳି ଜିନିଷ ଜାଣିବା ପରେ କେମିତି ଲାଗିଲା କମେଣ୍ଟ ବକ୍ସ ରେ ନିଶ୍ଚିତ ଭାବରେ ଜଣାନ୍ତୁ । ତେବେ ଚାଲନ୍ତୁ ଦେଖିବା ଧନତେରସ ଦିନ କେଉଁ ସବୁ ଜିନିଷ କିଣିବା ଦ୍ୱାରା ଆପଣଙ୍କର ଘରେ ସୁଖ, ସମୃଦ୍ଧି ବଢିଥାଏ । ବର୍ତ୍ତମାନ ଧନତେରସର ମାହୋଲ ଚାଲିଛି, ଯାହାକି ଧନ ସହିତ ଜଡିତ । ଏହି ଦୁଇଦିନ ଧନର ବୃଦ୍ଧି କରିଥାଏ । ଏହାର ପ୍ରକୃତ କାରଣ ଯେ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକ ମାନେ ବହୁତ କିଛି କରିଥାନ୍ତି । ଜୋଟିସ ଏବଂ ତନ୍ତ୍ର ଶାସ୍ତ୍ରରେ ଏପରି କିଛି କୁହାଯାଇଛି ଯାହାକୁ ଘରେ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି ଚାଲନ୍ତୁ ଜାଣିବା |
ଲୁଣ ଧନତେରସ ଦିନ ବହୁତ ଲୋକ ସୁନା ରୁପା ଇତ୍ୟାଦି ଆଣିଥାନ୍ତି ଯଦି ଆପଣ ଲୁଣ ଅଣୁଛନ୍ତି ତେବେ ଧନ ପ୍ରାପ୍ତି ହୋଇଥାଏ । ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ ହେଲେ ଲୁଣ ର ସମ୍ବନ୍ଧ ମାତା ଲକ୍ଷ୍ମୀ ଙ୍କ ସହିତ ରହିଥାଏ । ହଳଦୀ ଯଦି ଆପଣ ଧନତେରସ ଦିନ ଖଣ୍ଡହଲଦୀ ଘରକୁ ଅଣୁଛନ୍ତି ତେବେ ଆପଣଙ୍କର ବହୁତ ଶୁଭ ହୋଇଥାଏ । ଗୋମୁଡ଼ି ଚକ୍ର ଯଦି ଆପଣ ଧନତେରସ ଦିନ ଘରକୁ ଆଣିବେ ତେବେ ଆପଣଙ୍କ ଘର ଧନଧାନ୍ୟ ରେ ପୁରୀ ଉଠିବ । ଶ୍ରୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର ଯଦି ଘରକୁ ଆଣି ଲକ୍ଷ୍ମୀ ଙ୍କ ପାଖରେ ରଖିବେ ତେବେ ଆପଣଙ୍କ ଘର ଧନଧାନ୍ୟ ରେ ପୁରୀ ଉଠିବ ।
ଧନତେରସ ଦିନ ଲକ୍ଷ୍ମୀ ଏବଂ ଗଣେଶ ଙ୍କର ରୁପାର ମୂର୍ତ୍ତି ଆଣନ୍ତୁ ଏହା ଆଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ହୋଇଥାଏ । ଲଘୁ ନଡ଼ିଆ ଯାହାକି ସାମାନ୍ୟ ନଡ଼ିଆ ଠାରୁ ଟିକେ ଛୋଟ ଯାହାକୁ ଶ୍ରୀ ଫଳ ମଧ୍ୟ କୁହାଯାଏ ଏବଂ ମାଆ ଲକ୍ଷ୍ମୀ ଙ୍କର ପ୍ରିୟ ହୋଇଥାଏ ଯଦି ଏହି ଫଳ ଆଣି ଆପଣ ମାତା ଲକ୍ଷ୍ମୀ ଙ୍କ ପାଖରେ ରଖନ୍ତି ତେବେ ଧନର ବର୍ଷା ହେବା ସହିତ ସୁଖର ପ୍ରାପ୍ତି ହୋଇଥାଏ । ମାତା ଲକ୍ଷ୍ମୀ ଙ୍କର ଚରଣ ପାଦୁକା ଧନତେରସ ଦିନ ଘରକୁ ଆଣନ୍ତୁ ଏବଂ ପ୍ରତି ଦିନ ପୂଜା କରନ୍ତୁ । କଉଡ଼ି ଏହା ଦେଖିବାକୁ ତ ବହୁତ ଛୋଟ ହୋଇଥାଏ ହେଲେ ଏହାକୁ ଧନତେରସ ଦିନ ଘରକୁ ଆଣିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ | ମୋତି ଶଙ୍ଖ ଏହା ଦେଖିବାକୁ ବହୁତ ସୁନ୍ଦର ଏବଂ ଧନତେରସ ଦିନ ଘରକୁ ଆଣନ୍ତୁ ଏବଂ ନିଜ ପୂଜା ଘରେ ସ୍ଥାପିତ କରନ୍ତୁ । ଏକ ଆଖି ନଡ଼ିଆ ଧନତେରସ ଦିନ ଯଦି ଏହିଭଳି କିଛି ଜିନିଷ ଘରକୁ ଅଣୁଛନ୍ତି ତେବେ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।