ବନ୍ଧୁଗଣ ଆମ ଘରପାଖରେ ଏକ ଜନ୍ତୁ ଦେଖିବା ଏକ ସାମାନ୍ୟ କଥା ବିଲେଇ, ଝିଟିପିଟି ଓପେଚା ଦେଖିବା ଅଶୁଭ ମନାଯାଏ । କିନ୍ତୁ, ବାସ୍ତୁ ଶାସ୍ତ୍ର ଅନୁସାରେ ଦୀପାବଳି ଦିନ ଏହି ସବୁ ଜନ୍ତୁ ଦେଖିବା ଶୁଭ ମନା ଯାଏ । କୁହାଯାଏ କି, ଏହି ଦିନ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପୂର୍ଣ୍ଣ ବର୍ଷ ପ୍ରାପ୍ତ ହେବ । ଦୀପାବଳି ଦିନ ଘର କିମ୍ବା ଦୋକାନ ପାଖରେ ପେଚା ଦେଖିବା ବହୁତ ଶୁଭ ମନା ଯାଏ । ପେଚା ମାତା ଲକ୍ଷ୍ମୀଙ୍କ ର ବାହନ ଅଟେ । ଦୀପାବଳି ଦିନ ମାତା ଲକ୍ଷ୍ମୀ ପେଚା ଉପରେ ବସି ପୃଥିବୀରେ ଭ୍ରମଣ କରିଥାନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ଘରପାଖରେ ପେଚା ଦେଖାଯାଏ ସେହିଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଆଉ ସେହି ବର୍ଷ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ । ଆଉ ସେହି ବର୍ଷ ସମସ୍ତ କାମ ସଫଳତା ପୂର୍ବକ ହେବା ସହିତ, ସମସ୍ତ ବିଗାଡିବା କାମ ସବୁ ସହଜରେ ହୋଇଯାଇଥାଏ ।
ଦୁଇ ନମ୍ବର ରେ ହେଉଛି ଝିଟିପିଟି, ଦୀପାବଳୀ କୁ ନେଇ ଏମିତି ମାନ୍ୟତା ଅଛିକି, ଯଦି ସେହି ଦିନ ଘର କିମ୍ବା ଦୋକାନରେ ଝିଟିପିଟି ଦେଖା ଦିଏ ତେବେ ଆପଣଙ୍କୁ ମିଳିବାକୁ ଯାଉଛି କିଛି ଗୁପ୍ତ ଧନ । ଦୀପାବଳୀ ଦିନ ଯଦି ପୂର୍ବ ଦିଗରେ ଝିଟିପିଟି ଦେଖା ଯାଏ ତେବେ ପୁର୍ଣ୍ଣ ବର୍ଷ ଆପଣଙ୍କୁ ଧନର ଅଭାବ ଦେଖା ଯିବ ନାହିଁ ଓ ସବୁ କାମରେ ସଫଳତା ମିଳିବ । ଯଦି ଉତ୍ତର ଦିଗରେ ଝିଟିପିଟି ଦେଖାଯାଏ ତ ବୁଝି ଯିବେ କି ପୁରା ବର୍ଷ ଆପଣଙ୍କ ଘରେ ସୁଖ ସମୃଦ୍ଧି ରହିବ । ପଶ୍ଚିମ ଦିଗରେ ଝିଟିପିଟି ଆପଣଙ୍କ ଘରେ ଦେଖାଯିବ ତେବେ ପୁର୍ଣ୍ଣ ବର୍ଷ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଆଉ ଆପଣଙ୍କ ଉପରେ କୃପା ଦୃଷ୍ଟି ବନି ରହିବ ଓ ଆପଣଙ୍କ ଘରର ସଦସ୍ୟ ମାନେ ମଧ୍ୟ ସୁସ୍ଥ ରହିବ । ଦକ୍ଷିଣ ଦିଗରେ ଦେଖା ଯିବାର ଅର୍ଥ ଆପଣ ଓ ଆପଣଙ୍କ ପରିବାର ସୁଖ ଓ ସମୃଦ୍ଧି ଘଟିବ । ବିଲେଇ ଦୀପାବଳୀ ଦିନ ଦେଖିବାର ଅର୍ଥ ହେଉଛି ଏହି ବର୍ଷ ଅପଙ୍କ ର ବହୁତ ଭଲ ରହିବ । ବିଲେଇ ଦୀପାବଳୀ ଦିନ ଦେଖିବା ଫଳରେ ମାତା ଲକ୍ଷ୍ମୀ ପୁରା ବର୍ଷ ଅପଣଙ୍କ ଉପରେ ପ୍ରସନ୍ନ ରହିବେ । ଦୀପାବଳୀ ଦିନ ଏହି ସବୁ ଜନ୍ତୁ ମାନଙ୍କୁ ଘରେ କିମ୍ବା ଦୋକାନରେ ରଖିବା ଦ୍ୱାରା ଶୁଭ ହୋଇଥାଏ । କିନ୍ତ, ଶାସ୍ତ୍ର ରେ ମଧ୍ୟ କୁହାଯାଇଛି ଯେ ଦୀପାବଳୀ ଦିନ ଏହି ଚାରୋଟି ମଧ୍ୟରୁ କେଉଁ ଗୋଟିଏ ମଧ୍ୟ ଦେଖା ଗଲେ ଶୁଭ ଫଳ ମିଳିଥାଏ ଓ ଧନ ର ପ୍ରାପ୍ତି ହେବା ସହିତ ଐଶ୍ୱର୍ଯ୍ୟ ମଧ୍ୟ ଲାଭ କରିଥାଏ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।