ମାନସ୍କାର ସାଙ୍ଗମାନେ ଆମର ଏହି ପେଜକୁ ଆପଣ ମାନଙ୍କୁ ସ୍ଵାଗତ ଜଣାଉଛି | ଆପଣମାନେ ଜାଣିଥିବେ ଆଗକୁ ଆସୁଛି ଆଲୋକ ର ପର୍ବ ଦିପାବଳୀ । ଦିପାବଳୀରେ କେଉଁ ଦିଗରେ ଦୀପ ଜଳାଇବେ ଏବଂ କେଉଁ ଦୀପ ଜଳାଇବେ ଯାହାଦ୍ୱାରା ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତ ଉଜ୍ଜ୍ବଳ ହେବ । ତେବେ ଚାଲନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ । ଦିପାବଳୀର ପର୍ବ ଦୀପ ପାଇଁ ଉତ୍ସର୍ଗୀକୃତ ତେଣୁ, ଦୀପଟସ ମଧ୍ୟ କୁହାଯାଏ । ଆଧ୍ୟାତ୍ମିକ ଭାବରେ କହିବାକୁ ଗଲେ ଏହି ପର୍ବ ଅନ୍ଧକାରରେ ଆଲୋକର ବିଜୟକୁ ବୁଝାଇ ଥାଏ । ଏହିଥି ପାଇଁ ଦିପାବଳୀରେ ଚାରିଆଡେ ଦୀପ ପ୍ରଜ୍ଵଳିତ ହୁଏ । କିନ୍ତୁ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଦୀପ ରଖିବା ଅତି ଆବଶ୍ୟକ । ଯଦି ଆପଣ ରୁଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ, ଦୀପାବଳୀ ଦିନ ରାତିରେ ସୁଧଃ ଘିଅର ଏକ ଦୀପ ଜଳାଇବା ଅତି ଆବଶ୍ୟକ । ଦୀପାବଳୀ ଦିନ ରାତିରେ ତୁଳସୀ ଗଛ ସାମ୍ନାରେ ଏକ ଘିଆର ଦୀପଟିଏ ରଖ।ଯଦି ଘରେ ତୁଳସୀ ଗଛ ନଥାଏ ତେବେ ଘରର ଯେ କୌଣସି ପାଖରେ ଏହି ଦୀପଟି ଜଳାଇବା ଉଚିତ । କବାଟ ଦୁଆର ମୁହଁ ଆଗରେ କି ଘରର ଚାରିପଟେ କିମ୍ବା ଏକ ରଙ୍ଗୋଲି ମଝିରେ ଏହି ଦୀପଟି ରଖିବା ଅତି ଆବଶ୍ୟକ ।
ଘର ନିକଟରେ ଥିବା ଏକ ପିପିଲି ଗଛ ତଳେ ଏବଂ ଏକ ମନ୍ଦିରରେ ଛଅଟି ଦୀପ ରଖିବା ଉଚିତ । ଏହା ଛଡା ଅଳିଆ ରଖିବା ଜାଗାରେ, ବାଥରୁମ ପାଖରେ, ବଉଣ୍ଡାରୀ, ଝରକା କିମ୍ବା କବାଟ କାନ୍ଥରେ ଏବଂ ଗାଈ ଗୁହାଳରେ ମଧ୍ୟ ଏକ ତେଲର ଦୀପ ଜଳେଇ ଦେବା ଉଚିତ । ଏହି ସବୁ ସ୍ଥାନ ମାନଙ୍କରେ ଦୀପ ଜଳାଇବା ଦ୍ୱାରା ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ଘରେ ସୁଖ ଓ ଶାନ୍ତି ବର୍ଷ ସାରା ଲାଗି ରହିଥାଏ । ଆପଣଙ୍କ ପୂର୍ବ ପୁରୁଷ ମାନେ ମଧ୍ୟ ଆପଣଙ୍କୁ ବହୁତ ଆଶୀର୍ବାଦ ଦେଇଥାନ୍ତି ଓ ଆପଣଙ୍କୁ ଦୀର୍ଘାୟୁ ହେବାର ଆଶୀର୍ବାଦ ଦେଇଥାନ୍ତି । ଏହି ସବୁ ଜାଗାରେ ଦୀପାବଳୀ ଦିନ ଦୀପ ଜଳେଇବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ । ଆପଣଙ୍କ ଘରେ ଧନ ସମ୍ପତ୍ତି ମଧ୍ୟ ପୁରୀ ଉଠିଥାଏ । ଆପଣଙ୍କ ଆଗାମୀ ଭବିଷ୍ୟତ ମଧ୍ୟ ସୁଖମୟ ହୋଇଥାଏ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।