oil

ଆଲମଣ୍ଡ ଅଏଲର କିଛି ଫାଇଦା- ଡେରି ନ କରି ଶୀଘ୍ର ଜାଣିରଖନ୍ତୁ |

HEALTH

ତେବେ ଆଜି ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟରେ ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଜରୁରୀ ହେଇପାରେ। ଆଜି ଆମେ ଆପଣଙ୍କ ଚୁଟି ବାବଦରେ କହିବାକୁ ଯାଉଛୁ ଆଉ ଏହାକୁ କିପରି ଆପଣ କେୟାର କରିବେ ତାହା ବାବଦରେ ମଧ୍ୟ କହିବାକୁ ଯାଉଛୁ। ଆପଣ ଜାଣନ୍ତି କି ଆମ ଚେହେରାର ସୌନ୍ଦର୍ଯ୍ୟ ଉପରେ ଆମ ଚୁଟି କିଭଳି ନିର୍ଭର କରେ। ଆମ ମୁହଁର ଅଧିକାଂଶ ସୌନ୍ଦର୍ଯ୍ୟ ଆମ ଚୁଟି ଦ୍ୱାରା ହି ଜାଣି ହେଇଥାଏ। ତେବେ ସେହି ଚୁଟି ଉପରେ ଅନେକ ସମାସ୍ୟା ଆମ ମାନଙ୍କ ଭିତରେ ଥାଏ। କାହାର ଚୁଟି ଝଡ଼ିବା ଉପରେ ସମସ୍ୟା ଥାଏ ତ ଆଉ କାହାର ଚୁଟି ଧଳା ହେବା ଉପରେ ସମସ୍ୟା ଥାଏ।

ଆଜି ଆପଣ ଯେଉଁ ହେୟାର ଅଏଲ ବାବଦରେ ଜାଣିବାକୁ ଯାଉଛନ୍ତି ତାହା ଆପଣଙ୍କ ଚୁଟି ଉପରେ ଅନେକ କିଛି ପ୍ରଭାବ ପକାଇଥାଏ। ଆପଣ ଜାଣନ୍ତି କି କେମିକାଲ ଆମ ଚୁଟି ମାନଙ୍କ ପାଇଁ କେତେ ଅଧିକ ଭୟଙ୍କର ହେଇଥାଏ ଆଉ ତାହା ଆମ ଶରୀର ଉପରେ କେତେ କୁପ୍ରଭାଵ ପକାଏ ତେବେ ତାହା ଆଜି ଆମେ ବ୍ୟବହାର କରିବା ନାହିଁ।

ଆମେ କହିବୁ ଆଜି ସମ୍ପୂର୍ଣ ପ୍ରାକୃତିକ ଆଲମଣ୍ଡ ଅଏଲ ବାବଦରେ। ଏହାର ଅନେକ କିଛି ଫାଇଦା ବାବଦରେ ଆଜି ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର ହେଇପାରେ।

ତେବେ ଏହାପର ପ୍ରଥମ ଫାଇଦା ଯାହା କି ତାହା ଆପଣଙ୍କ ଉପିକୁ ଭଲ କରିଥାଏ ବାସ ଆପଣ କିଛି କିଛି ଚେଷ୍ଟା ଦ୍ୱାରା ହି ନିଜ ମୁଣ୍ଡରୁ ଏହି ଡ୍ୟାଣ୍ଡରଫ ଦୂର କରି ପାରିବେ। ବାସ ଦୁଇ ଚାମଚ ବାଦାମ ତେଲ ଆଣି ନିଜର ସ୍କାଲ୍ଫ ଉପରେ ଭଲ ଭାବେ ମାଲିସ କରିବା ଦ୍ୱାରା ଆପଣ ନିଜ ମୁଣ୍ଡରୁ ଉପି ଦୂର କରିପାରିବେ।

oil 1
ଏହାପର ଫାଇଦା ଯାହା ତାହା ହେଉଛି କି ଏହା ଆପଣଙ୍କ ଚୁଟିକୁ ଅଧିକ ଚମକାଇ ଥାଏ ଆଉ ତାହାକୁ ଆପଣ ବାସ ନିଜ ଚୁଟି ଉପରେ ଭଲ ଭାବରେ ମାଲିସ କରିବା ଦ୍ୱାରା ହି ଏହା ଆପଣଙ୍କ ଚୁଟି ଦିନ ତମାମ ଠିକ ରଖିଥାଏ ଆଉ ତାହା ସହିତ ହି ଏହା ଡ୍ରାଏ ମଧ୍ୟ ରଖିଥାଏ।
ଏହା ଆପଣଙ୍କ ଚୁଟି ଶକ୍ତ କରିଥାଏ ଆଉ ତାହାର ମୂଳ ଷ୍ଟ୍ରଙ୍ଗ ହେଇଥାଏ। ମୂଳ ଷ୍ଟ୍ରଙ୍ଗ ହେବା ଦ୍ୱାରା ତାହା ଆପଣଙ୍କ ଚୁଟି ସୁନ୍ଦର କରିଥାଏ ଆଉ କଳା ମଧ୍ୟ ରହିଥାଏ।

ଏହା ଆପଣଙ୍କ ହେୟାରଫଲ ଦୂର କରିଥାଏ। ଆପଣଙ୍କ ଚୁଟି ମୂଳ ଷ୍ଟ୍ରଙ୍ଗ ହେବାଦ୍ବାରା ଆପଣଙ୍କ ଚୁଟି ଶକ୍ତ ହେଇଥାଏ ଆଉ ତାହା ଆପଣଙ୍କ ଚୁଟି ଝଡ଼ିବା ମଧ୍ୟ ବନ୍ଦ କରିଥାଏ। ଏହା ଆଓଅନଙ୍କ ଚୁଟି ବଢିବା ମଧ୍ୟ ନିୟନ୍ତ୍ରଣ କରିଥାଏ। ଆପଣ ଆଲମଣ୍ଡ ଅଏଲ ଲଗାଇବା ଦ୍ୱାରା ଆପଣଙ୍କ ଚୁଟି ବହୁତ ଜଲଦି ବୃଦ୍ଧି ହେଇଥାଏ।

Leave a Reply

Your email address will not be published. Required fields are marked *