ଦୁନିଆରେ ଅନେକ ସ୍ଥାନ ରହିଛି ଯାହା କି ବୁଲିବାକୁ ଯିବା ସଭିଙ୍କର ଇଛା ଥାଏ। ସେହି ସ୍ଥାନ ମାନଙ୍କରେ ବୁଲିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି ଆଉ ଦୁନିଆର କୋଣ ଅନୁକୋଣରେ ସେମାନେ ଏହି ସ୍ଥାନ ମାନ ବୁଲିବା ଆରମ୍ଭ କରନ୍ତି। ମାତ୍ର କଣ ଆପଣ ଜାଣନ୍ତି କି ଆମ ରାଜ୍ୟ ଓଡ଼ିଶାର ସୌନ୍ଦର୍ଯ୍ୟ କେଉଁ ସ୍ତରରେ ଅଟେ? ଓଡିଶା ଏକ ବହୁତ ସୁନ୍ଦର ରାଜ୍ୟ ଅଟେ ଯାହାକୁ ବୁଲିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଯାତ୍ରୀମାନେ ମାନେ ଆସନ୍ତି। ତେବେ ଏହି ଯାତ୍ରୀ ମାନଙ୍କର ଆଗମନ ଆମ ରାଜ୍ୟକୁ ଅନେକ ଫାଇଦା ପ୍ରଦାନ କରିଥାଏ ଆଉ ଆମ ରାଜ୍ୟର ଅନେକ ଉପକାର ମଧ୍ୟ କରିଥାଏ। ତେବେ ଆଜି ଆମେ ଆପଣଙ୍କ ପାଖରେ ଓଡିଶା ରାଜ୍ୟର କିଛି ଏପରି କଥା କହିବାକୁ ଯାଉଛୁ ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ। ଆସନ୍ତୁ ଆରମ୍ଭ କରିବା।
ଓଡ଼ିଶାର ଇତିହାସ ବହିଟି ପୁରାତନ ଅଟେ। ପୁରାତନ ଯୁଗରେ ଏହାକୁ କଳିଙ୍ଗ ନାମରେ ଜଣା ଯାଉଥିଲା। ତାହାପରେ ଏହାର ନାମ ବଦଳାଇ ଉତ୍କଳ କରାଗଲା ଆଉ ତାହାପରେ ୧୯୩୬ ମସିହାରେ ଏହାର ନାମ ଓରିସା କରାଗଲା। ୨୦୧୧ ମସିହାରେ ଏହାର ନାମ ଓରିସାରୁ ଓଡିଶା କରାଗଲା। ଏହା ଏକ ଏଭଳି ରାଜ୍ୟ ଅଟେ ଯାହା କି ଦିନେ ପୂର୍ବ ଭାରତରେ ରାଜୁତି କରୁଥିଲା। ଦୁନିଆର ଅନେକ ବୃହତ ଶକ୍ତି ଏହାକୁ କବ୍ଜା କରିବା ପାଇଁ ଚେଷ୍ଟା କରିଛନ୍ତି ମାତ୍ର ସେମାନେ ବିଫଳ ଥିଲେ। ଏପରିକି ହିଟଲର ମଧ୍ୟ ଏହାକୁ କବ୍ଜା କରିବା ପାଇଁ ଅସଫଳ ଥିଲେ। ଏହି ରାଜ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଖଣି ମାନଙ୍କର ଭଣ୍ଡାର ଅଟେ।
ଓଡ଼ିଶାରେ ପ୍ରାୟ ୬୨ ପ୍ରକାରର ସମୁଦାୟ ରୁହନ୍ତି ଯାହାଙ୍କର କି ନିଜର ଅଲଗା ଅଲଗା ସଂସ୍କୃତି ତଥା ଭାଷା ଅଛି। ଏମାନଙ୍କର ପ୍ରମୁଖ ଭାଷା ଅଟେ ଓଡ଼ିଆ ମାତ୍ର ଏହାର ଅଲଗା ଅଲଗା ଭାଷା ମଧ୍ୟ ଅଛି ଯାହାକୁ କି ବହୁତ କମ ଲୋକ ଜାଣିଛନ୍ତି। ଏମାନଙ୍କର ସଂସ୍କୃତି ବହୁତ ସୁନ୍ଦର ଅଟେ। ଓଡିଶୀ ନୃତ୍ୟକୁ ଦୁନିଆ ସାରା ବହୁତ ଅଧିକ ପ୍ରଶଂସା ମିଳିଛି ଆଉ ଏହାର ମୁଦ୍ରା ମାନେ ବହୁତ ଅଧିକ ଆକର୍ଷକ ଅଟନ୍ତି। ଏହି ନୃତ୍ୟ ସାଇଆ ଦୁନିଆରେ ଲୋକପ୍ରୟ ଆଉ ଏହାକୁ ଶିଖିବା ପାଇଁ ପୁରା ଦୁନିଆରୁ ଲୋକ ଆସିଥାନ୍ତି।
ଏହା ବ୍ୟତୀତ ଓଡ଼ିଶାର ସୁନା ଚାନ୍ଦିର ତାରକସି କାମ ବହୁତ ଲୋକପ୍ରିୟ ଅଟେ ଯାହାକୁ କି ପିଲଗ୍ରୀମ ମଧ୍ୟ କୁହାଯାଏ। ଏହାକୁ କରିବା ପାଇଁ ଦୁନିଆ ସାରାରୁ ଲୋକ ଆସନ୍ତି ଆଉ ଏହାର କାର୍ଯ୍ୟ ସଫଳତା ପୂର୍ବକ କରିଥାନ୍ତି।ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଲାଗିଥାଏ। ଆପଣ ଦେଖିଥିବେ କି ଗଣତନ୍ତ୍ର ଦିବସର ଝାଙ୍କିରେ ଓଡ଼ିଶାର ଏହି କାର୍ଯ୍ୟକୁ ସାମିଲ କରା ଯାଇଥାଏ।
ଏହା ଦେଖିବାକୁ ବହୁତ ସୁନ୍ଦର ଲାଗେ ଆଉ ତାହା ହୁଏତ ଆପଣଙ୍କ ଆଖିକୁ ମଧୁରତା ପ୍ରଦାନ କରିଥାଏ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।