rice

ଭାତ ଖାଇବା ଦ୍ବାରା ସ୍ୱାସ୍ଥ୍ୟରେ ହେଉ ଥିବା କିଛି ପରିବର୍ତ୍ତନ – ଯାହା ବିଷୟରେ ଅବଗତ ହେବା ନିହାତି ଆବଶ୍ୟକ |

HEALTH

ପ୍ରାୟତ ଅଧିକାଂଶ ଲୋକଙ୍କୁ ଲାଗେ ଯେ ଭାତ କେବଳ ପେଟ ପୂରିବାରେ ସାହଯ୍ୟ କରେ। ସ୍ବାସ୍ଥ୍ୟ ପାଇଁ ଏହା ବିଶେଷ ଭଲ ହୋଇନଥିଲେ ବି ଏହା ଆମ ଶରୀର ପାଇଁ ଆବଶ୍ୟକ। ବହୁତ୍ ଲୋକ ଏହା ଭାବନ୍ତିକି ଭାତ ଖାଇବା ଦ୍ଵାରା ଆମ ପେଟ ବାହାରିଥାଏ।

ଏହା ଭାରତର ଏକ ବିଶେଷ ଖାଦ୍ୟ ହେଲେ ମଧ୍ଯ ଏହର କୌଣସି ସ୍ବାସ୍ଥ୍ୟ ପ୍ରତି ହିତ ବିଶେଷ କିଛି ଜଣାପଡିନାହିଁ।ଆମ ଘରେ ଏହା ପ୍ରତିଦିନ ହୋଇଥାଏ କାରଣ ଏହା ଆମ ଭୋକକୁ କମିବାରେ ସକ୍ଷମ ହୋଇଥାଏ।ଭାତକୁ ଆମେ ଅଣଦେଖା କରୁ କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ବହୁତ୍ ଦରକାର ତାହା ବିଷୟରେ ଆସନ୍ତୁ ଆମ ଜାଣିବା। ଭାତରେ ବହୁତ୍ ପରିମାଣର କାର୍ବହାଇଡ୍ରେଡ ରହିଛି। ଭାତ ଖାଈବା ଦ୍ଵାରା ଆମ ମସ୍ତିଷ୍କ ଠିକସେ କାମ କରିଥାଏ।

rice 1
ଏହା ମଧ୍ଯ ଆମ ହଜମ କ୍ଷମତା ବଢିଥାଏ। ଭାତ ଖାଇବା ଆମ ସ୍ୱାସ୍ଥ୍ୟପ୍ରତି ବହୁତ୍ ଭଲ।ଏହା ଖାଇଲେ କୋଲେଷ୍ଟ୍ରୋଲ ମାତ୍ରା ବଢ଼ିନଥାଏ। ଏଥିରେ ଲୁଣର ମାତ୍ରା ଜମା ନଥିବା ସହିତ ସମାନ।ଯିଏ ଉଚ୍ଚ ରକ୍ତଚାପ୍ ରୋଗରେ ପୀଡ଼ିତ ସେମାନେ ଭାତ ଖାଇବା ଉଚିତ୍ ନୁହେଁ।

rice 2
ଭାତ କ୍ୟାନ୍ସର ହୋଇଥିବା କୋଷକୁ ବିକଶିତ ହେବାକୁ ଦିଏନାହିଁ। ଏହା ତ୍ୱଚାରେ ମଧ୍ୟ ଦରକାର ଆସେ। ଚାଉଳ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲର ରହିଛି। ଡାଇବେଟିସ ରୋଗୀଙ୍କୁ ଭାତ ଖାଈବା ମନା। ଭାତ ଏକ ବହୁତ୍ ଭଲ ଖାଦ୍ୟ ଯାହା ଆମ ଶରୀର କୁ ପ୍ରଚୂର୍ ପରିମାଣରେ କାରବୋହାଇଡ୍ରେଡ ଦେଇଥାଏ।ଭାତ ଖାଇଲେ ଆମେ ମୋଟା ହେବା ଏହା ଭାବିବା ଭୁଲ କିନ୍ତୁ ଭାତ ଆମ ଶରୀରର ଭୋକକୁ କମେଇଥଏ।

ଭାତ ଆମ ଦେଶର ଜାତୀୟ ଖାଦ୍ୟ ହୋଇଥିବାରୁ ଏହା ସବୁ ରାଜ୍ୟର ଲୋକ ଖାଇଥାନ୍ତି। ଭାତ ଖାଈବା ଦ୍ଵାରା ଆମେ ମୋଟା ହୋଇ ନଥାନ୍ତି ଭାତ ଅଧିକ ଖାଇଲେ ଆମ ଭୋକ ଦୁରହୁଏ କିନ୍ତୁ ଭାତ ଖାଇଲେ ଆମ ପେଟ ମଧ୍ୟ ବଢ଼ିନଥାଏ। ଭାତ ଏକ ଭଲ ଖାଦ୍ୟ ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଭାତ ଖାଇଲେ ଆମ ଶରୀରରେ ଫାଇବର, ଆଇରନ, କାର୍ବ , ବିଭିନ୍ନ ପ୍ରକାର ଭିଟାମିନ ଇତ୍ୟାଦି ମିଳିଥାଏ।ଏହାକୁ ଆମେ ଆମ ଦୈନିକ ଖାଇପାରିବା ଏହା ଆମ ଶରୀର ପାଇ ବହୁତ୍ ଆବଶ୍ୟକ। ଭାତ ଆମ ଦେଶ ଭାରତର ଏକ ବିଶେଷ ଖାଦ୍ୟ।

Leave a Reply

Your email address will not be published. Required fields are marked *