ଓଜନ କମ କରିବା ପାଇଁ ସକାଳର କିଛି ଭଲ ଆଦତ – ଜାଣି ରଖନ୍ତୁ ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜିର ବିଷୟ ଆପଣଙ୍କ ପାଇଁ ମହତ୍ତ୍ୱପୂର୍ଣ ଅଟେ। ଆପଣଙ୍କ ଶରୀର ଉପରେ ଓଜନ ବହୁତ ଅଧିକ ପ୍ରଭାବ ପକାଇଥାଏ। ତେବେ ଏହାର ମହତ୍ତ୍ୱ ସେତେବେଳେ ଜଣା ପଡିଥାଏ ଯେତେବେଳେ ଆମେ ଏକ ପ୍ରାପ୍ତ ବୟସରେ ପହଂଚି ଯାଇଥାଉ। ଆଜି ଆମେ ଆପଣଙ୍କ ଓଜନ କମ କରିବାର କିଛି ବଡ଼ ଉପାୟ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର।

ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଓଜନ କମ କରିବାର ଉପାୟ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଜରୁରୀ ହେଇପାରେ। ତେବେ ଆସନ୍ତୁ ଆଉ ଡେରି ନକରି ଚର୍ଚା କରିବା।

ଆପଣ ନିଜର ଦୈନନ୍ଦିନର ବ୍ୟସ୍ତବହୁଲ ଜୀବନରେ ଯଦି ନିଜର ଓଜନ କମ କରିବା ପାଇଁ ସମୟ ହି ପାଇ ପାରୁନାହାନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କିଛି ଏପରି ଆଦତ ମାନଙ୍କ ବାବଦରେ କହିବୁ ଯାହା କି ଆପଣ ଆପଣେଇ ନେବା ପରେ ଆପଣଙ୍କ ଓଜନ କମ ହେବା ସହ ଆପଣଙ୍କ ଶରୀର ସୁସ୍ଥ ଆଉ ବହୁତ ନୀରୋଗ ରହିବ।

୧:- ସକାଳୁ ଉଠିବା କ୍ଷଣି ହି ଆପଣ ଉଷୁମ ପାଣି ନେବାପାଇଁ ପ୍ରୟାସ କରନ୍ତୁ। ଏହା ଆପଣଙ୍କ ଚର୍ବି କମ କରିବା ସହ ଆପଣଙ୍କ ଶରୀର ସୁସ୍ଥ ରଖିଥାଏ।

water glass
୨:- ଉଷୁମ ପାଣି ଭଳି ଆପଣ ଲେମ୍ବୁ ଆଉ ମହୁ ସହ ପାଣି ନେଲେ ତାହା ଆପଣଙ୍କ ପେଟର ଅତିରିକ୍ତ ଚର୍ବି କମ କରିଥାଏ ଆଉ ଆପଣଙ୍କ ହଜମ ଶକ୍ତି ବଢ଼ାଇଥାଏ।

lembu
୩:- ସକାଳୁ ଉଠିବା ମାତ୍ରେ ହି ଆପଣ ସୂର୍ଯ୍ୟକିରଣ ପାଇବାକୁ ଚେଷ୍ଟା କରନ୍ତୁ ଯାହା କି ଆପଣଙ୍କ ପାଇଁ ସୁସ୍ଥମୟ ହେଇଥାଏ ଆଉ ତାହା ଆପଣଙ୍କୁ ଫିଟ ରଖେ।

୪:- ସକାଳୁ ଉଠି ଆପଣ ବ୍ୟାୟମ କରନ୍ତୁ। ବ୍ୟାୟାମ ଠାରୁ ବଡ଼ ଔଷଧି ଆଉ କିଛି ବି ନାହିଁ। ଆପଣ ଯଦି ବ୍ୟାୟନ କରିବାର ଆଦତ ରଖନ୍ତି ତାହେଲେ ଆପଣଙ୍କ ଓଜନ ଜଲଦି କମ ହେବ।

୫:- ଆପଣ ବ୍ୟାୟାମ କରିବା ପରେ ଏକ ସ୍ବାସ୍ଥ୍ୟକର ବ୍ରେକଫାଷ୍ଟ ନିଅନ୍ତୁ। ଏହା ଆପଣଙ୍କୁ ଷ୍ଟ୍ରଙ୍ଗ କରିବା ସହ ଆପଣଙ୍କ ଓଜନ ମଧ୍ୟ କମ କରିବ।

Leave a Reply

Your email address will not be published. Required fields are marked *