ତେବେ ଆଜି ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟରେ ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ଚୁଟି ବାବଦରେ କହିବାକୁ ଯାଉଛୁ ଆଉ ଏହାକୁ କିପରି ଆପଣ କେୟାର କରିବେ ତାହା ବାବଦରେ ମଧ୍ୟ କହିବାକୁ ଯାଉଛୁ। ଆପଣ ଜାଣନ୍ତି କି ଆମ ଚେହେରାର ସୌନ୍ଦର୍ଯ୍ୟ ଉପରେ ଆମ ଚୁଟି କିଭଳି ନିର୍ଭର କରେ। ଆମ ମୁହଁର ଅଧିକାଂଶ ସୌନ୍ଦର୍ଯ୍ୟ ଆମ ଚୁଟି ଦ୍ୱାରା ହି ଜାଣି ହେଇଥାଏ। ତେବେ ସେହି ଚୁଟି ଉପରେ ଅନେକ ସମାସ୍ୟା ଆମ ମାନଙ୍କ ଭିତରେ ଥାଏ। କାହାର ଚୁଟି ଝଡ଼ିବା ଉପରେ ସମସ୍ୟା ଥାଏ ତ ଆଉ କାହାର ଚୁଟି ଧଳା ହେବା ଉପରେ ସମସ୍ୟା ଥାଏ।
ଆଜି ଆପଣ ଯେଉଁ ହେୟାର ଅଏଲ ବାବଦରେ ଜାଣିବାକୁ ଯାଉଛନ୍ତି ତାହା ଆପଣଙ୍କ ପାଇଁ ବହୁତ ସହଜ ହେବ ମିଲିଯିବା ପାଇଁ ଆଉ ତାହା ହୁଏତ ଆପଣଙ୍କୁ ଆପଣଙ୍କ ଘରେ ହି ମିଳିଯିବ ଆଉ ତାହା ଚୁଟି ଉପରେ ଅନେକ କିଛି ପ୍ରଭାବ ପକାଇଥାଏ। ଆପଣ ଜାଣନ୍ତି କି କେମିକାଲ ଆମ ଚୁଟି ମାନଙ୍କ ପାଇଁ କେତେ ଅଧିକ ଭୟଙ୍କର ହେଇଥାଏ ଆଉ ତାହା ଆମ ଶରୀର ଉପରେ କେତେ କୁପ୍ରଭାଵ ପକାଏ ତେବେ ତାହା ଆଜି ଆମେ ବ୍ୟବହାର କରିବା ନାହିଁ।
ଆମେ କହିବୁ ଆଜି ସମ୍ପୂର୍ଣ ଘରୋଇ ବ୍ୟବସ୍ଥା ବାବଦରେ। ଆମେ ଆଜି ଆପଣଙ୍କ ପାଖରେ ଆପଣଙ୍କ ଚୁଟି କିପରି କେୟାର କରିବେ ତାହା ବାବଦରେ କହିବୁ। ଏହା ଉପରେ ଏକ ଭଲ ହେୟାର ଅଏଲ ବାବଦରେ କହିବୁ। ଏହାର ଅନେକ କିଛି ଫାଇଦା ବାବଦରେ ଆଜି ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର।
ତେବେ ପ୍ରଥମ ଉପାୟ ଯାହା ଆମେ କହିବୁ ତାହା କରିବା ପାଇଁ ଆପଣ ଏକ ଗ୍ଲାସରେ ପାଣି ଆଣନ୍ତୁ ଆଉ ସେଥିରେ ଦୁଇ ଚାମଚ ଚାହା ପତ୍ତି ପକାନ୍ତୁ। ତାହାକୁ ଆପଣ ହାଲକା ଗରମ କରନ୍ତୁ ଆଉ ଗରମ କରିବା ପରେ ତାହାକୁ ଆପଣ ଛାଣି ନିଅନ୍ତୁ ଆଉ ଏକ କାଚ ବଏମରେ ରଖି ଦିଅନ୍ତୁ। ରଖିବା ପରେ ଆପଣ ତାହାକୁ ଚୁଟିରେ ଲଗାନ୍ତୁ ଆଉ ଫାଇଦା ଦେଖନ୍ତୁ।
ଏହାପର ଉପାୟ ଯାହା ଆମେ ଆପଣଙ୍କ କହିବୁ ତାହା ଆପଣ ଆପୁଲ ଦ୍ୱାରା ପାଇବେ। ତାହାକୁ ଆପଣ ପୁରା ପଚିବାକୁ ଦିଅନ୍ତୁ ଆଉ ପଚିବା ପରେ ଆପଣ ତାହାକୁ ରସ ବାହାର କରି ଦିଅନ୍ତୁ। ବାହାର କରିବା ପରେ ଆପଣ ତାହା ଠାରୁ ୫୦ ମିଲି ଲିଟର ନିଅନ୍ତୁ। ତାହାପରେ ଆପଣ ତାହା ଭିତରେ ପାଣି ମିଶାଇ ଦିଅନ୍ତୁ। ଆଉ ତାହାପରେ ତାହାକୁ ରଖି ଦିଅନ୍ତୁ ଆଉ ଚୁଟିରେ ଲଗାନ୍ତୁ। ଫାଇଦା ଦେଖନ୍ତୁ।