upaya

ସୁନ୍ଦର ଓ ସଫଳ ଜୀବନ ପାଇଁ କିଛି ଟିପ୍ସ ଯାହା ଜାଣିବା ଆବଶ୍ୟକ ଅଟେ – ଶୀଘ୍ର ଜାଣନ୍ତୁ।

HEALTH

ଆଜିର ଜୀବନରେ ଲମ୍ବା ଜୀବନ ବଞ୍ଚିବା ପାଇଁ ସବୁ ଚାହାନ୍ତି। ସବୁ ଲୋକ ଏହା ଚାହାନ୍ତି କି ସେମାନେ ୧୦୦ ବର୍ଷ ଯାଏ ବଞ୍ଚନ୍ତୁ ମାତ୍ର ଏହା ବହୁତ କମ ସମୟ ପାଇଁ ହେଇ ପାରିଥାଏ। ଆଉ ବହୁତ କମ ଲୋକ ହି ଲମ୍ବା ଜୀବନ ଜୀଇଁ ପାରି ଥାଆନ୍ତି। ଆଜିର ବ୍ୟସ୍ତ ବହୁଳ ଜୀବନରେ ଆପଣଙ୍କ ପାଇଁ ଲମ୍ବା ଜୀବନ ବଞ୍ଚିବା ପ୍ରାୟତଃ ଅସମ୍ଭବ ହେଇ ପଡିଛି। ମାତ୍ର ତଥାପି ଏହି ଜୀବନରେ ଯଦି ଆପଣ ଟିକେ ନିଜ କଥା ଭାବିବେ ତାହେଲେ ହୁଏତ ଆପଣ ଲମ୍ବା ଜୀବନ ବଂଚି ପାରିବେ। ଆଜି ଆମେ ଆପଣଙ୍କ ପାଖରେ ଏହି ଭଳି ହି ଏକ ବଡ଼ ଆଉ ମହତ୍ତ୍ୱପୂର୍ଣ ବିଷୟ କହିବାକୁ ଯାଉଛୁ।

ତେବେ ଆପଣ ଏହା ଜାଣନ୍ତୁ। ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆମେ କହିବୁ କିଛି ଏପରି ବିଷୟରେ ଯାହା କି ଆପଣଙ୍କୁ ଲମ୍ବା ଜୀବନ ବଂଚିବାରେ ଅନେକ ସହାୟକ ହେବ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

୧:- ପୋଜିଟିଭ ଭାବନା ରଖନ୍ତୁ:- ଆପଣ ଯଦି ନିଜ ଜୀବନରେ ଆଗକୁ ଯିବାକୁ ଚାହାନ୍ତି ତାହେଲେ ଆପଣ ସବୁଠୁ ପ୍ରଥମେ ନିଜ ଜୀବନରେ ପୋଜିତିଭ ଭାବନା ରଖନ୍ତୁ। ଏହାଦ୍ୱାରା ଆପଣ ନିଜର ଜୀବନର ଛୋଟ ଛୋଟ କଥାରେ ନିଜ ମନ ଭିତରକୁ ନକାରାତ୍ମକ ଭାବନା ଆଣିବା ବନ୍ଦ କରନ୍ତୁ। ଏହା ଏକ ବଡ଼ ପଦକ୍ଷେପ ଅଟେ।

walk 2
୨:- ଏକ ଠିକ ଡାଏଟ ରଖନ୍ତୁ:- ଆପଣ ଯଦି ଜୀବନରେ ଆଗକୁ ଯିବାକୁ ଚାହାନ୍ତି ତାହେଲେ ଭଲ ସ୍ୱାସ୍ଥ୍ୟ ରହିବା ନିହାତି ଜରୁରୀ। ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଖାଇବା ଜରୁରୀ। ତେଣୁ ଭଲ ଡାଏଟ ରଖନ୍ତୁ।

୩:- ବ୍ୟାୟାମ କରନ୍ତୁ:- ଏକ ଫିଟ ଆଉ ସୁସ୍ଥ ଶରୀର ପାଇବା ପାଇଁ ଆପଣ ପ୍ରତିଦିନ ବ୍ୟାୟାମ କରନ୍ତୁ ଆଉ ନିଜ ଶରୀରକୁ ଫିଟ ରଖନ୍ତୁ। ଏହା ଏକ ବଡ ପଦକ୍ଷେପ ଅଟେ।

exe
୪:- ନିଜର ରୁଟିନ ସେଟ କରନ୍ତୁ:- ଏକ ଶୃଙ୍ଖଳିତ ଜୀବନ ଯାପନ କରିବା ଦ୍ୱାରା ଆପଣ ଲମ୍ବା ଜୀବନ ପାଇପାରିବେ। ଏହାପାଇ ଆପଣ ନିଜର ରୁଟିନ ସେଟ କରନ୍ତୁ।

୫:- ଚିନ୍ତା ବେସି କରନ୍ତୁ ନାହିଁ:- ଅଧିକ ଚିନ୍ତା କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଠିକ ରହି ନଥାଏ। ଚିନ୍ତାମୁକ୍ତ ଜୀବନ ବଞ୍ଚିବା ଦ୍ୱାରା ଆପଣ ଲମ୍ବା ଜୀବନ ବଂଚି ପାରିବେ।

Leave a Reply

Your email address will not be published. Required fields are marked *