oil

ସୋରିଷ ତେଲର ଅଦ୍ଭୁତ କର ଫାଇଦା – ଶୀଘ୍ର ଜାଣନ୍ତୁ |

NEWS

ଆଜି ଆମେ ଆପଣଙ୍କ ପାଖରେ ଏଭଳି ଏକ ରିମେଡି ନେଇକି ଆସିଛୁ ଯାହା କି ଆପଣଙ୍କ ଚୁଟି ଉପରର ରାମବାଣ ସାବ୍ୟସ୍ତ ହେବ। ତେବେ ଆଜି ଆମେ କହିବୁ ଆପଣଙ୍କ ଚୁଟି ଉପରେ ସୋରିଷ ତେଲ କିଭଳି ପ୍ରଭାବ ପକାଇ ପାରେ ତାହା ବାବଦରେ। ଆପଣ ସୋରିଷ ତେଲ ସହ ଏହି ଜିନିଷ ମିଶାଇ ଲଗାଇ ଦିଅନ୍ତୁ ଆପଣନ୍କ ଚୁଟି ଚମକିବାକୁ ଲାଗିବ। ଆପଣ ଜାଣନ୍ତି କି ଆମ ଚେହେରାର ସୌନ୍ଦର୍ଯ୍ୟ ଉପରେ ଆମ ଚୁଟି କିଭଳି ନିର୍ଭର କରେ।

ଆମ ମୁହଁର ଅଧିକାଂଶ ସୌନ୍ଦର୍ଯ୍ୟ ଆମ ଚୁଟି ଦ୍ୱାରା ହି ଜାଣି ହେଇଥାଏ। ତେବେ ସେହି ଚୁଟି ଉପରେ ଅନେକ ସମାସ୍ୟା ଆମ ମାନଙ୍କ ଭିତରେ ଥାଏ। କାହାର ଚୁଟି ଝଡ଼ିବା ଉପରେ ସମସ୍ୟା ଥାଏ ତ ଆଉ କାହାର ଚୁଟି ଧଳା ହେବା ଉପରେ ସମସ୍ୟା ଥାଏ। ଆଜି ଆପଣ ଯେଉଁ ହେୟାର ଅଏଲ ବାବଦରେ ଜାଣିବାକୁ ଯାଉଛନ୍ତି ତାହା ଆପଣଙ୍କ ଧଳା ଚୁଟିକୁ କଳା କରିବାରେ ସହାୟକ ହେବ। ଏହା ଧୀରେ ଧୀରେ କାମ ଦେବ ଆଉ ଆପଣଙ୍କ ଧଳା ଚୁଟିକୁ ସବୁଦିନ ପାଇଁ କଳା କରିଦେବ।

oill

ତେବେ ଏହା ମାର୍କେଟରେ ମିଳୁଥିବା କେଉଁ କେମିକାଲ ଭଳି ନୁହଁ କି ତାହା ତତ୍କ୍ଷଣାତ ହି ଆପଣଙ୍କ ଚୁଟି କଳା କରିଦେବ ଆଉ ତାହାପରେ ଧଳା କରିଦେବ ମାତ୍ର ତାହା ଧୀରେ ଧୀରେ କଲା କରିବ ଆଉ ସେହି କଳା ସବୁଦିନ ପାଇଁ ରହିବ। ତେବେ ଏହା ଆମେ ଆଜି ଆପଣଙ୍କ ପାଖରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଚୁଟି ପାଇଁ ବରଦାନ ସାବ୍ୟସ୍ତ ହେବ। ଏହା ଏକ ହୋମ ରିମେଡି ଅଟେ ତେଣୁ ଆପଣ ବ୍ୟସ୍ତତା ନିର୍ଭର କରନ୍ତୁ ନାହିଁ।

hair 2
ଆପଣ ଜାଣନ୍ତି କି କେମିକାଲ ଆମ ଚୁଟି ମାନଙ୍କ ପାଇଁ କେତେ ଅଧିକ ଭୟଙ୍କର ହେଇଥାଏ ଆଉ ତାହା ଆମ ଶରୀର ଉପରେ କେତେ କୁପ୍ରଭାଵ ପକାଏ ତେବେ ତାହା ଆଜି ଆମେ ବ୍ୟବହାର କରିବା ନାହିଁ। ଆଜି ଆମେ ଘରୋଇ ଔଷଧ ବ୍ୟବହାର କରିବା। ଆପଣଙ୍କୁ ଏହା କରିବା ପାଇଁ ସୋରିଷ ତେଲ ସର୍ବପ୍ରଥମେ ଦରକାର। ଏହା ଏଇଥିପାଇଁ ଦରକାର କାରଣ ଆପଣନ୍କ ଚୁଟିକୁ ସୋରିଷ ତେଲ ଲମ୍ବା କରିବା ସହ ମୋଟା ଆଉ ଶକ୍ତ ମଧ୍ୟ କରିଥାଏ। ତେବେ ଆପଣ କିଛି ସୋରିଷ ତେଲ ଆଣନ୍ତୁ।

ଆପଣ ତାହାକୁ ଏକ ଲୁହା କଡେଇରେ ଭାଜିବାକୁ ଚେଷ୍ଟା କରନ୍ତୁ ଆଉ ଭାଜିବା ପରେ ଆପଣ ସେଥିରେ କିଛି ମେହେଣ୍ଡି ପାଉଡର ପକାନ୍ତୁ। ତାହାପରେ ତାହାକୁ ଆହୁରି ଫୁଟେଇବାକୁ ଚେଷ୍ଟା କରନ୍ତୁ। ଫୁଟିଯିବା ପରେ ଆପଣ ସେହି ମିଶ୍ରିତ ତେଲକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ତାହାପରେ ଆପଣ ତାହାକୁ ଚୁଟି ମୂଳରେ ଭଲ ଭାବେ ମାଲିସ କରନ୍ତୁ ଆଉ ତାହାପରେ ଶୁଖିବାକୁ ଛାଡି ଦିଅନ୍ତୁ। ଏହାର ଫଳାଫଳ ଆପଣଙ୍କୁ କିଛି ଦିନ ପରେ ଦେଖାଯିବ।

Leave a Reply

Your email address will not be published. Required fields are marked *