time

ଦିନର କେଉଁ ସମୟରେ ଝିଅ ମାନେ ସେକ୍ସ କରିବା ପାଇଁ ଚାହାଁନ୍ତି !

FACT

ଆଜିକାଲି ଶାରିରୀକ ସମ୍ବନ୍ଧ ରଖିବା ସାଧାରଣ କଥା ହେଇ ଗଲାଣି ଯେମିତି ସବୁ ପାଇଁ ଏକ ନିର୍ଦିଷ୍ଟ ସମୟ ରହିଥାଏ ସେମିତି ଏହି କାମ ପାଇଁ ଏକ ସମୟ ରହିଛି । ଶନିବାର ରାତ୍ରି ସମୟ ପୁରୁଷ ମାନଙ୍କ ପାଇଁ ଉପଯୁକ୍ତ ସମୟ ହୋଇ ନଥାଏ , କିନ୍ତୁ ସମଗ୍ର ବିଶ୍ୱ ସାରା ର ମହିଳା ମାନଙ୍କ ପାଇଁ ଏହି ଦିନ ଉପଯୁକ୍ତ ହୋଇ ଥାଏ । ୟୁକେ ର ହେଲ୍ତ ଏଣ୍ଡ ବିୟୁଟି ରିଟେଲର , ସୁପରଡ୍ରଗ ର ପାଠ ଅନୁସାରେ , ଅଧିକରୁ ଅଧିକ ମହିଳା ସାଦାରଣ ତ ସପ୍ତାହ ରେ ଥରେ ସେମାନେ ନିଜ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହିଁ ଏବଂ ଏହି ସମୟ ସାଧାରଣ ତ ଶନିବାର ର ରାତି ରେ ହୋଇ ଥାଏ ।ମହିଳା ଙ୍କ ଉପରେ ସର୍ବେ ଉପରେ ଜଣା ଗଲା ଯେ ମହିଳା ମାନେ ନିଜର ଶାରିରୀକ ସୁଖ ଉପଭୋଗ ପାଇଁ ବହୁତ ପ୍ରକାର ର ଟିପ୍ସ ଆପଣାଇଥାନ୍ତି ।

girl1

ମହିଲା ମାନେ ଗରମ ପାଣି ରେ ଗାଧେଇବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ତାଙ୍କର ସୁନ୍ଦର ଗୋଡ ଦେଖାଇବାକୁ ଏବଂ ପୁସ – ଅପ୍ ବ୍ରା ପିନ୍ଧିବାକୁ ବହୁତ ଭଲ ପାଇଥାନ୍ତି । ନିଜକୁ ନିଜେ ସେକ୍ସି ଅନୁଭବ କରିବା ପାଇଁ ସେମାନେ ପ୍ରଥମେ ଏକ ଭଲ ବାସନା ହେଉଥିବା ଅତର ହାଲକା ସ୍ପ୍ରେ କରନ୍ତି ନିଜକ ଶରୀର ଉପରେ ।ଡେଲି ଏକ୍ସପ୍ରେସ୍ ରେ ପ୍ରକାଶିତ ସୁପରଡ୍ରଗ ର ସମସ୍ତ କୁହାଯାଇଥିବା କଥା ଅନୁସାରେ , ଏହି ସମୟରେ ଏହା ସ୍ପଷ୍ଟ କରାଉଛି କି ମହିଳା ମାନେ ନିଜେ ନିଜକୁ ସେକ୍ସି ଅନୁଭବ କରିବା ପାଇଁ ସେମାନଙ୍କୁ କେଉ ପ୍ରକାର ର ପ୍ରସ୍ତୁତି ନିଜକୁ କରିବାକୁ ପଡିବ ସେମାନେ ତାହା ଭଲ ଭାବରେ ଜାଣନ୍ତି , କିନ୍ତୁ ସେମାନେ ସାଧାରଣ ଦିନ ମାନଙ୍କ ରେ ଏମିତି କରି ନ ଥାନ୍ତି ।

girl

2000 ମହିଳା ମାନଙ୍କ ଉପରେ ହୋଇଥିବା ସର୍ଭେ ଅନୁସାରେ ଅଧିକ ରୁ ଅଧିକ ମହିଳା ପରଫ୍ୟୁମ୍ ର ସ୍ପ୍ରେ କରିବା କଥା କହିଛନ୍ତି । ସୀଧାରଣ ତ ହାଲକା ପରଫ୍ୟୁମ୍ ସେମାନେ ନିଜକୁ କିଛି ସ୍ପେସାଲ ଅନୁଭବ କରାଇବା ପାଇଁ ବ୍ୟବହାର କରିଥାନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *