teeth

ଦାନ୍ତ ଧଳା କରିବାର ଘରୋଇ ଉପଚାର ଥରେ ନିଶ୍ଚୟ କରିକି ଦେଖନ୍ତୁ |

NEWS

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଏପରି ଏକ କଥା ବାବଦରେ ଯାହା ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ହେଇପାରେ। ତେବେ ଆପଣଙ୍କ ମୁହଁର ହସ ଆପଣଙ୍କ ପାଇଁ ବହୁତ ଦରକାରୀ ହେଇଥାଏ ଆଉ ଏହା ଆପଣଙ୍କ ଶରୀରର ସ୍ୱଚ୍ଛତା ତଥା ଆପଣଙ୍କ ମୁହଁର ସ୍ୱଚ୍ଛତା ଦେଖାଇଥାଏ। ଆପଣଙ୍କ ହସ ପାଇଁ ଆପଣଙ୍କ ଦାନ୍ତ ସଫା ରହିବା ନିହାତୀ ଦରକାର କାରଣ ଏହା ହି ଆପଣଙ୍କ ହସକୁ ଅଧିକ ସୁନ୍ଦର ଆଉ ସୁଶୀଲ କରିଥାଏ। ତେବେ ଆଜି ଆମେ ଆପଣଙ୍କ ପାଖରେ ଏହି ଦାନ୍ତ ସଫା କରିବାର କିଛି ଉପାୟ ମାନଙ୍କ ବାବଦରେ କହିବୁ ଆଉ ଏକ ଏପରି ମିକ୍ସଚର ଜାହାଦ୍ୱାରା କି ଆପଣ ଘରେ ବସି ହି ନିଜର ଦାନ୍ତ ଧଳା କରିପାରିବେ।

ପ୍ରଥମେ ଆମେ ଆପଣନ୍କ ପାଖରେ କହିବୁ କି ଆପଣଙ୍କ ଦାନ୍ତ ହଳଦିଆ ହେବାର କାରଣ କଣ ହେଇପାରେ। ଏକ ରିପୋର୍ଟ ଅନୁସାରେ ଏହା ଜଣା ପଡ଼ିଛି କି ପ୍ରାୟ ୫ରୁ ଗୋଟେ ପୁଅ ଅଥବା ଝିଅଙ୍କର ଦାନ୍ତ ହଳଦିଆ ହେଇପାରେ। ଏହାର କାରଣ ବହିଟି ହେଇପାରେ। ହୁଏତ ଏହା ଆପଣଙ୍କ ଜେନେଟିକ ହେଇପାରେ ଅଥବା ଆପଣଙ୍କ ଓରାଲ ହାଇଯିନ ଉପରେ ନିର୍ଭରଶୀଳ ହେଇପାରେ।

teeth 1

ଆପଣଙ୍କ ଦାନ୍ତର ସବୁଠୁ ଉପର ଲେୟର ହେଇଥାଏ ଏନାମେଲ ଯାହା କି ଆପଣଙ୍କ ଶରୀରର ସବୁଠୁ ଶକ୍ତ ଅଂଶ ହେଇଥାଏ। ଏହା ଯେତେ ଯେତେ ଅଧିକ ପତଳା ହେବାକୁ ଲାଗେ ଆପଣଙ୍କ ଭିତର ଟିସୁ ବାହାରକୁ ଦେଖାଯାଏ ଯାହା କି ହଳଦିଆ ରଙ୍ଗର ହେଇଥାଏ। ଏହା କେବଳ ଆପଣଙ୍କ ଖରାପ ଡାଏଟ ତଥା ଅନ୍ୟାନ୍ୟ ଅନେକ କାରଣ ପାଇଁ ହେଇଥାଏ।

teeathh
ତେବେ ଧୂମ୍ରପାନ, ମଦ୍ୟପାନ ଇତ୍ୟାଦି ଆପଣଙ୍କ ଏନାମେଲକୁ ଦୁର୍ବଳ କରିଥାଏ ଆଉ ଯେତେ ଦୁର୍ବଳ ଆପଣଙ୍କ ଏନାମେଲ ହେବ ସେତେ ହି ଅଧିକ ହଳଦିଆ ଆପଣଙ୍କ ଦାନ୍ତ ଦେଖାଯିବ। ତେବେ ଏନାମେଲର ପତଳା ହେବା ଅଥବା ମୋଟା ହେବା ଆପଣଙ୍କ ଜେନେଟିକ ଉପରେ ନିର୍ଭର କରେ। ବୟସ ବଢ଼ିବା ସହିତ ଆପଣଙ୍କ ଏନାମେଲ ଲେୟର ମଧ୍ୟ ପତଳା ହେବାକୁ ଲାଗେ ଯାହା କି ଦାନ୍ତ ହଳଦିଆ ହେବାର ମୁଖ୍ୟ କାରଣ ହେଇପାରେ। ତେବେ ଏହା ସବୁ ହେଉଛି ଦାନ୍ତ ହଳଦିଆ ଦେଖାଯିବାର ମୁଖ୍ୟ କାରଣ।

ଏବେ ଆସିବା ଏହକୁ ସଫା କରିବାର ଉପାୟ କହିବା। ଆପଣ ଯେତେବେଳେ ବି କିଛି ଜଙ୍କ ଫୁଡ଼ ଖାଉଛନ୍ତି ତାହା ଆପଣଙ୍କ ଦାନ୍ତ ଉପରେ ଜମି ଯାଉଛି। ଆପଣ ତାହାକୁ ଦୂର କରନ୍ତୁ ଆଉ କୁଲା କରି ନିଜର ଦାନ୍ତ ସଫା କରନ୍ତୁ। ଆପଣ ସର୍ବଦା ନିଜ ମୁହଁ ଧୁଅନ୍ତୁ ଆଉ ତାହାକୁ ନିଜର ଦାନତାରୁ ଦୂର କରନ୍ତୁ।ଦିନରେ ଦୁଇଥର ବ୍ରସ କରନ୍ତୁ ଆଉ କିଛି ପିଇବା ସମୟରେ ଷ୍ଟ୍ର ନିଶ୍ଚୟ ବ୍ୟବହାର କରନ୍ତୁ। ଏହାଦ୍ୱାରା ଦାନ୍ତ ଉପରେ ବ୍ୟାକ୍ଟେରିଆ ମାନଙ୍କର ପ୍ରଭାବ କମ ହେବ।

Leave a Reply

Your email address will not be published. Required fields are marked *