ଆପଣ ଓଟ୍ସ ବାବଦରେ ତ ନିଶ୍ଚୟ ଜାଣିଥିବେ ଯାହାକୁ କି ବହୁତ ସୁସ୍ଥ ଖାଦ୍ୟ ମାନା ଯାଇଥାଏ। ଏହାକୁ ଖାଇବା ବହୁତ ଅଧିକ ହେଲଦୀ ହେଇଥାଏ ଆଉ ଆଜିକାଲି ଏପରି ମଧ୍ୟ ମାନା ଯାଉଥାଏ କି ଯିଏ ନିଜର ଡାଏଟରେ ଓଟ୍ସ ସାମିଲ କରନ୍ତି ସେମାନେ ହି ନିଜର ହେଲଥ ପାଇଁ ବହୁତ ଅଧିକ ଚିନ୍ତା କରନ୍ତି। ତେବେ ଆଜି ଆମେ ତାହାରି ବାବଦରେ ହି କହିବାକୁ ଯାଉଛୁ। ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ।
ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଆମେ କହିବୁ କି ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ କିପରି ଦେବେ।
ଆପଣଙ୍କ ଶରୀର ପାଇଁ ଖାଦ୍ୟ ନିହାତି ଆବଶ୍ୟକ ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ଆସନ୍ତୁ ଜାଣିବା ଏପରି ହି ଏକ ଖାଦ୍ୟ ବାବଦରେ ଯାହା ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଖାଦ୍ୟସାର ମିଳିଥାଏ।
ଓଟ୍ସ ପ୍ରକୃତରେ ଏକ ଏପରି ଖାଦ୍ୟ ହେଇଥାଏ ଯାହାକୁ ଯ କୁହାଯାଏ। ଯେପରିକି ବାଜରା ହେଇଥାଏ ଆଉ ଅନ୍ୟାନ୍ୟ ଖାଦ୍ୟ ହେଇଥାଏ ସେଭଳି ଜ ମଧ୍ୟ ଏକ ଖାଦ୍ୟ ଥାଏ ଆଉ ତାହାକୁ ହି ଭାଙ୍ଗି ଭାଙ୍ଗି ଗୁବଡ଼ କରି ଓଟ୍ସ ବନା ଯାଇଥାଏ। ଏଥିରେ ଫଇବାର ଅଧିକ ଥାଏ ଆଉ ଫ୍ୟାଟ କମ ଥାଏ। ଏଥିରେ ଫଇବାର ଥିବାରୁ ତାହା ଆପଣଙ୍କ ହଜମ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର କରିଥାଏ।
ଏଥିରେ କ୍ୟାଲୋରୀ ଅଧିକ ଥାଏ ତେଣୁ ଆପଣ ଓଜନ କମ କରିବା ପାଇଁ ଏହାକୁ ଖାଇପାରିବେ ନାହି। ଆଉଅ କ୍ୟାଲୋରୀ ଅଧିକ ଥିବାରୁ ତାହା ବହୁତ ଲାଭଦାୟକ ହେଇଥାଏ ଆଉ ଏହା ଆପଣଙ୍କ କବ୍ଜ ତଥା କୋଷ୍ଟକାଠିନ୍ୟ ଦୂର କରିଥାଏ। ଏହାକୁ ସେବନ କରିବା ଆପଣଙ୍କ ଶରୀର ପାଇଁ ସତରେ ଲାଭଦାୟକ ହେଇଥାଏ।