jati

ଜାଣନ୍ତୁ ଆପଣଙ୍କ ଭାଗ୍ୟରେ ପ୍ରେମ ବିବାହର ଯୋଗ ଅଛିକି ନାହିଁ।

FACT

ବହୁତ ପୁଅ କିମ୍ବା ଝିଅ ଚିନ୍ତାରେ ରହି ଥାଆନ୍ତି ସେମାନଙ୍କ ଜାତି ବାହାରେ କିମ୍ବା ଭିତରେ ବାହାଘର ହେବକି ନାହିଁ ସେ ବିଷୟରେ ବହୁତ ଚିନ୍ତାରେ ରହି ଥାନ୍ତି।ତାହେଲେ ଆଜି ଆମେ ଏଠାରେ କିଛି ଉପାୟ ଜାଣିବା ଯାହାଦ୍ୱାର ଆପଣ ଜାଣିପାରିବେ ଆପଣଙ୍କ ବିବାହ ଅନ୍ୟ ଜାତିରେ ହେବକି ନାହିଁ।ଆଉ ଏହା ସହିତ ଆମେ ଆପଣଙ୍କୁ ଏକ ସୁନ୍ଦର ଉପାୟ କହିବାକୁ ଯାଉଅଛୁ ଜାହାକୁ ଆପଣ ଆପଣେଇବା ଦ୍ୱାରା ଆପଣଙ୍କ ବିବାହର ଯୋଗ ତୁରନ୍ତ ଖୋଲିବାକୁ ଯାଉ ଅଛି।ଯଦି ଆପଣ ପୁଅ ତାହେଲେ ଆପଣଙ୍କ ଡାହାଣ ହାତ ଦେଖିବାକୁ ପଡିବ ଆଉ ଝିଅ ପିଲାଙ୍କ ବାମ ହାତ ଦେଖିବାକୁ ପଡିବ।ତାହେଲେ ଆପଣଙ୍କ ବିବାହ ହେଇ ପାରିବ କି ନାହିଁ ଦେଖିବା ପାଇଁ ଆପଣଙ୍କୁ ନିଜ ହାତରେ ଗୁରୁ ପର୍ବ ଦେଖିବାକୁ ପଡିବ,ମାନେ ବିଶି ଆଙ୍ଗୁଳି ତଳେ ଯଦି ଛକି ଚିନ୍ହ ହେଉଛି ତାହେଲେ ଆପଣଙ୍କ ପ୍ରେମ ବିବାହର ଯୋଗକୁ ଦୃଢ଼ କରିଥାଏ।

copuleeee

ତାହେଲେ ଏ ଚିନ୍ହ ଯେଉଁମାନଙ୍କ ହାତରେ ଅଛି ସେମାନଙ୍କୁ ନିଜର ମନ ପସନ୍ଦର ବର ମିଳିବ।ଏ ସଙ୍କେତ ଯେଉଁ ମାନଙ୍କ ହାତରେ ଥିବ ସେମାନେ ଅତି ସହଜରେ ନିଜର ଭଲ ପାଇବା ଜୀବନକୁ ବିବାହରେ ପରିଣତ କରି ପାରିବେ।ତାପରେ ଦ୍ଵିତୀୟ ଉପାୟରେ ଯାହା ଆମକୁ ଦେଖିବାକୁ ଅଛି ସେ ହେଉଛି ହୃଦୟ ରେଖା।ଯଦି ଆପଣଙ୍କ ହୃଦୟ ରେଖା ମଝିରେ ଅଲଗା ନହୋଇ ନଭାଙ୍ଗି ସିଧାସଳଖ ବୃହସ୍ପତି ପର୍ବ ପାଖକୁ ଯାଇଥାଏ ତାହେଲେ ଏ ଆପଣଙ୍କ ପ୍ରେମ ବିବାହ ଯୋଗକୁ ଦର୍ଶାଇଥାଏ।ତଥାପି ଘର ଲୋକଙ୍କ ପାଇଁ ହେଉ କିମ୍ବା କୌଣସି କାରଣ ବସତ ହେଉ ବିବାହରେ ବାଧା ସୃଷ୍ଟି ହେଉଛି ତାହେଲେ ଦେଖିବେ ହୃଦୟ ରେଖାରୁ ଏକ ରେଖା ବାହାରି ବିଶି ଆଙ୍ଗୁଳି ଓ ମଝି ଆଙ୍ଗୁଳି ପର୍ଯ୍ୟନ୍ତ ଯାଇଛି ତାହେଲେ ଆପଣଙ୍କ ପ୍ରେମ ବିବାହ ପାଇଁ ସମ୍ଭାବନା ଦୃଢ଼ ହେବାକୁ ଯାଉ ଅଛି।ଆଉ ଆପଣଙ୍କ ବିବାହରେ କୌଣସି ବାଧା ଆଉ ଆସିବ ନାହିଁ।

copulee

ତାପରେ ଆସନ୍ତୁ ଜାଣିବା ତୃତୀୟ ଉପାୟ ବିଷୟରେ।ତାହେଲେ ଆପଣଙ୍କୁ ଦେଖିବାର ଅଛି ନିଜର ବୁଦ୍ଧ ପର୍ବତ ଏହାକୁ ଆପଣଙ୍କୁ ନିଜର ଛୋଟ ଆଙ୍ଗୁଳି ତଳେ ଦେଖିବାକୁ ମିଳିଯିବେ।ତାପରେ ଆପଣଙ୍କୁ ଆପଣଙ୍କ ବୁଦ୍ଧ ପର୍ବତ ପାଖରେ ଅନେକ ଗୁଡିଏ ରେଖା ଆପଣଙ୍କୁ ଦେଖିବାକୁ ମିଳିଥାଏ।ଆପଣଙ୍କୁ ଏଠି ଜାଣିବାର ଅଛି ନା ଗୋଟେ ରେଖା ଦେଖିବେ ଛୋଟ ଥିବ,ତାଉପରେ ଆଉ ଏକ ରେଖା ଥିବ ଯାହା ଟିକେ ଲମ୍ବା ହୋଇଥିବ।ଆଉ ଏହି ଲମ୍ବା ରେଖା ଆପଣଙ୍କ ବିବାହର ଲମ୍ବା ସମୟକୁ ଦର୍ଶାଇ ଥାଏ।ଏହାର ବୀପରିତ ଯେତେବେଳେ ଆପଣଙ୍କ ହାତରେ ତଳ ରେଖା ଲମ୍ବା ଥାଏ ତାହେଲେ ଆପଣଙ୍କ ସହିତ ପ୍ରେମ ବିବାହରେ ସମ୍ପୂର୍ଣ୍ଣ ଓଲଟା ହୋଇଥାଏ।ଆମେ ଏହାକୁ ଦେଖିବାର ମୁଖ୍ୟ କାରଣ ହେଲା ଜଣେ ବାହାହେବ ଓ ମଝିରୁ ଅଲଗା ହୋଇଯିବ ଏହା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ।ତେଣୁ ପ୍ରଥମେ ସବୁ ଆଡୁ ଦେଖି ନିଅ ଓ ବିଚାର କରି ନିଅ ଆଉ ତାପରେ ଆଗକୁ ବଢ଼।

copule

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *