ତେବେ ଆଜି ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ଚର୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର ଅଟେ। ତେବେ ଆପଣଙ୍କ ପାଖରେ ଆମେ ପାଣି ପିଇବାର କିଛି ଟିପ୍ପଣୀ ଦେବାକୁ ଯାଉଛୁ। ତେବେ ଆସନ୍ତୁ ଆମେ ଜାଣିବା ଏହା ବାବଦରେ। ଆପଣ ଜାଣି ରଖନ୍ତୁ କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ।
ପାଣିର ଅନେକ ଫାଇଦା ଆମକୁ ଜଣା ଅଛି ମାତ୍ର ତାହା ଆଗରୁ ଆପଣ ଜାଣନ୍ତୁ କି ଆମ ଶରୀର ପାଇଁ ଖାଦ୍ୟ ସହିତ ପାଣିର ଅନେକ ମହତ୍ତ୍ୱ ଥାଏ।ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ସେହି ପିଇବା ପାଣି ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହା ବାବଦରେ।
ଆମ ଶରୀରର ହାଡ ଜଏଂଟ ମାନଙ୍କରେ ଆମକୁ ଅନେକ ଲୁବ୍ରିକାନ୍ଟର ଆବଶ୍ୟକତା ଥାଏ। ତେବେ ଏହାର ଅଭାବ ହେବାଦ୍ୱାରା ଆମ ହାଡ ଦରଜ ହେଇଥାଏ। ବୁଢା ବୁଢ଼ୀ ହେବା ସମୟରେ ଆମକୁ ଏହାର ଅଭାବ ପାଇଁ ହି ହାଡ଼ ଦରଜ ହେଇଥାଏ। ତେବେ ପାଣି ପିଇବା ଦ୍ୱାରା ଏହି ହାଡ ଦରଜ କମ ହେଇଥାଏ। କାରଣ ଏହା ଆପଣଙ୍କ ହାଡ ଜଏଣ୍ଟ ମାନଙ୍କରେ ଲୁବ୍ରିକାଂଟ ଦେଇଥାଏ।
ଏହା ଆପଣଙ୍କ ଶରୀରରେ ମୁକସ ଫର୍ମ କରିଥାଏ ଆଉ ସାଲାଇଭା ଫର୍ମ କରିଥାଏ। କାରଣ ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପଯୋଗୀ ପ୍ରଭାବ ଯୋଗାଇଥାଏ ଆଉ ତାହା ଭିତରୁ ସାଲାଇଭା ଅନ୍ୟତ୍ତମ ଅଟେ। ଆଉ ପାଣି ପିଇବା ଦ୍ୱାରା ଏହା ଅଧିକ ହେଇଥାଏ।
ଏହା ଆପଣଙ୍କ ଶରୀରର ରକ୍ତ ସଞ୍ଚାଳନ ଠିକ କରିଥାଏ। ପାଣି ଅଧିକ ପିଇବା ଦ୍ୱାରା ଆପଣଙ୍କ ଶରୀରର ସବୁ ଅଙ୍ଗ ମାନଙ୍କୁ ଅକ୍ସୀଜେନ ଠିକ ଭାବେ ପହଂଚି ଥାଏ ଆଉ ପାଣି ଏହା ଉପରେ ଅନେକ ମହତ୍ତ୍ୱ ପକାଇଥାଏ। ତେବେ ପାଣି ଅଧିକ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଅମ୍ଳଜାନର ଅଭାବ ହେଇ ନଥାଏ।
ଏହା ଆପଣଙ୍କ ଶରୀରର ଗ୍ଲୋ ଅଧିକ କରଥାଏ ଆଉ ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଆପଣଙ୍କ ସ୍କିନ ମାନଙ୍କରେ ପୋର ମାନଙ୍କୁ ଭରଣା କରଥାଏ।
ଏହା ଆପଣଙ୍କ ବ୍ରେନ ତଥା ଆପଣଙ୍କ ହୃଦୟର ସଞ୍ଚାଳନ ଠିକ କରିଥାଏ। ଡିହାଇଡ୍ରେସନ ଏହାକୁ ପ୍ରଭାବିତ କରିପାରେ ଯାହା ପାଇଁ କି ପାଣି ଅଧୀକ ପିଇବା ନିହାତି ଦରକାର।