ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର ଅଟେ। ତେବେ ଆପଣ ଯଦି ନିଜର ଓଜନ କମ କରିବାକୁ ଚାହାନ୍ତି ତାହେଲେ ଆଜି ଆପଣଙ୍କ ପାଇଁ କିଛି ଟିପ୍ପଣୀ ଦେବାକୁ ଯାଉଛୁ। ତେବେ ଆସନ୍ତୁ ଆମେ ଜାଣିବା ଏହା ବାବଦରେ। ଆପଣ ଜାଣି ରଖନ୍ତୁ କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ।
ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଏହା ଭିତରେ ଆପଣଙ୍କୁ ଆମେ କିଛି ଟିପ୍ପଣୀ କହିବୁ।ତେବେ ପ୍ରଥମ ଟିପ୍ପଣୀ ଏହା କି ଆପଣ ଭଲ ଭାବରେ ସୁଅନ୍ତୁ ଆଉ ଭଲ ଖାନ୍ତୁ। ଭଲ ଭାବେ ପାଣି ପିଅନ୍ତୁ ଆଉ ଶୋଇବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଦେହ ଠିକ ରହିବ।
ସକାଳ ମିଲ ନିଶ୍ଚୟ ଖାନ୍ତୁ ଯାହାଦ୍ୱାରା ଆପଣଙ୍କ ପେଟ ଭରା ରହିବ ଆଉ ଏହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତ କରିବ। ତେବେ ଆପଣ ଯଦି ସକାଳ ମିଲ ଖାଆନ୍ତି ନାହିଁ ତେବେ ଆପଣଙ୍କ ଶରୀରକୁ ଅନେକ ରୋଗ ହେଇପାରେ।
ରାତିରେ ଶୋଉଥିବା ସମୟରେ ଯେଉଁ ସ୍ନାକ୍ସ ନେଉଛନ୍ତି ତାହା ବାଛି ବାଛି ନିଅନ୍ତୁ ଆଉ ଚେଷ୍ଟା କରନ୍ତୁ କି ଦିନରେ କିଛି ସମୟ ଖାଇବା ପାଇଁ। ଖାଇବା ଭିତରେ ଲମ୍ବା ଗ୍ୟାପ କରନ୍ତୁ ନାହିଁ ଆଉ ଚେଷ୍ଟା କରନ୍ତୁ କି ହେଲଦୀ ଖାଇବା ପାଇଁ। ଖାଇବାରେ ପ୍ରୋଟିନ ଆଉ ଫଇବାର ନିଅନ୍ତୁ।
ଆପଣ ସବୁଜ ପନିପରିବା ଖାନ୍ତୁ ଯାହାଦ୍ୱାରା କି ଦେହ ସୁସ୍ଥ ରହିବ। ମଶାଳାଦାର ଖାଦ୍ୟ ଯେତେ ସମ୍ଭବ ତ୍ୟାଗ କରନ୍ତୁ। ଯଦି ଓଜନ ଜଲଦି କମ କରିବାକୁ ଚାହାନ୍ତି ତାହେଲେ ଖାଦ୍ୟରେ ଲୁଣ କମ ନିଅନ୍ତୁ।
ଆହୁରି ଯଦି ଓଜନ କମ କରିବାକୁ ଚାହାନ୍ତି ତାହେଲେ ପ୍ରତିଦିନ କମ କ୍ୟାଲୋରୀ ଥିବା ଖାଦ୍ୟ ନିଅନ୍ତୁ ଆଉ ନିଜର କ୍ୟାଲୋରୀ କାଉଣ୍ଟ କରିବା ଛାଡି ଦିଅନ୍ତୁ। କ୍ୟାଲୋରୀ କେତେ ନେଉଛନ୍ତି ତାହା ହିସାବ କରିବା ଛାଡି ନିଜର ସନ୍ତୁଳିତ ଡାଏଟ ବାବଦରେ ଅଧିକ କେୟାର କରନ୍ତୁ। ଏହାଦ୍ବାରା ଶରୀର ସ୍ଵସ୍ଥ ରହିବ ଆଉ ଆପଣଙ୍କ ଶରୀରରେ ରୋଗ କମ ହେଇଯିବ।ନିଜର ଡାଏଟ ଭିତରେ ସ୍ବାସ୍ଥ୍ୟକର ଖାଦ୍ୟ ହି ସାମିଲ କରନ୍ତୁ। ଖାଦ୍ୟ ପେୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।