rasi

୩୧ ଅକ୍ଟୋବର ରବିବାର ୨୦୨୧ ଆସନ୍ତା କାଲିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

ମେଷ ରାଶି : ଆଜିର ଦିନ ଫାଇଦାଦାୟକ ହେବ , ବେପାର କ୍ଷେତ୍ରରେ ବଡ ସଫଳତା ମିଳିବାର ଯୋଗ ଅଛି , ବ୍ୟସ୍ତତା କିମ୍ବା ଅଧିକା ଉତ୍ସାହ କାରଣରୁ କିଛି ଭୁଲ୍ ବୁଝାମଣା ହୋଇପାରେ , ଆର୍ଥିକ ସ୍ଥିତି ମଜବୁତ୍ ରହିବ , ସ୍ୱାସ୍ଥ୍ୟକୁ ନେଇ ଧ୍ୟାନ ରଖିବାର ଦରକାର ଅଛି , ଦରକାର ମୁତାବିକ ଅଧିକା ଖାଦ୍ୟ ଆପଣଙ୍କୁ ଚିନ୍ତାରେ ପକାଇପାରେ , ରାଜନୈତିକ କ୍ଷେତ୍ରରେ ସହଯୋଗ ମିଳିବାର ସଫଳ ହେବେ , କେଉଁ ଜରୁରୀ ଜିନିଷ କିଣିବାରେ ଆପଣଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡିପାରେ ।

ବୃଷ ରାଶି : ଦିନର ଆରମ୍ଭ ଆପଣ ବ୍ୟସ୍ତ ହୋଇପାରନ୍ତି , ମାତାଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ , ଆପଣଙ୍କ କିଛି ଶତ୍ରୁ ଆପଣଙ୍କ ବ୍ୟବସାୟିକ କ୍ଷେତ୍ରରେ ଚିନ୍ତା ଦେଇପାରନ୍ତି , ଆପଣଙ୍କ ବିତ୍ତ ମାମଲାରେ ଏକ ଓସତର ଦିନ ଅଛି,ମନରେ ନୁଆ କାମର ଆଶା ଆସିବ , ଜୋଶ୍ ରେ ଆସିକରି କେଉଁ ଖାସ୍ କଥା ଅଣଦେଖା ନ କରନ୍ତୁ , ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ , ଆପଣ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ସମୟରେ ନିପଟାଇଦେବେ , ପଇସାକୁ ନେଇକରି ଆପଣଙ୍କ ଚିନ୍ତା ଦୂର ହୋଇପାରେ ।

ମିଥୁନ ରାଶି : ଆଜି ଆପଣଙ୍କ ଅଧ୍ୟୟନ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରିବେ ସେଥିପାଇଁ ଟିକିଏ ଉତ୍ତେଜିତ ହୋଇପାରନ୍ତି , ଏହି ଅବଧି ସମୟରେ କଡା ପରିଶ୍ରମ ଓ ବିନମ୍ରତା ସଫଳତାର କୁଞ୍ଜି ଅଟେ  , କୟାସରୁ ସମୟ ଠିକ୍ ନାହିଁ , କ୍ରୋଧତାର ସ୍ୱଭାବରୁ ସବୁ କିଛି ବିଗଡିପାରେ , ପୁରୁଣା କଥା କିମ୍ବା ବିଚାରରୁ ଦୁଃଖି ହୋଇପାରନ୍ତି , ବଡ୍ ବୟସ୍କ ଆପଣଙ୍କୁ କିଛି ଖାସ୍ ଉପଦେଶ ଦେଇପାରନ୍ତି , ଝଗଡା ବିବାଦରୁ ଚିନ୍ତା ଆସିପାରେ , ସ୍ୱାସ୍ଥ୍ୟର୍ ପ୍ରତି ସଚେତନ ରହିବାର ଦରକାର ଅଛି ।

mithun

କର୍କଟ ରାଶି : ବେପାର ଦୃଷ୍ଟିକୋଣରୁ ଆଜି ଆପଣଙ୍କୁ ଭାରି ଧନ ଲାଭ ହେବାର ଯୋଗ ଅଛି , ପାରିବାରିକ କ୍ଷେତ୍ରରେ ସୁଖମୟ ଓ ଆନନ୍ଦଦାୟକ ରହିବ , ପ୍ରେମୀଙ୍କ ମଧ୍ୟରେ ମତଭେଦ ହୋଇପାରେ , ଆଜିର ଦିନରେ ସ୍ୱାସ୍ଥ୍ୟ ଉପରେ ବିଶେଷ ଦାୟିତ୍ୱ ରଖିବାର ଅଛି , ଘର ଖୋଜୁଥିଲେ, ତେବେ ତାହା ପୁରଣ ହେବ , କାମର କାରଣରୁ ପରିବାରକୁ ପୁରା ସମୟ ଦେଇପାରିବେ ନାହିଁ , କିନ୍ତୁ ପରିବାର ସାଥିରେ ରହିବେ , ତୁଳସୀ ଗଛକୁ ପ୍ରଣାମ କରନ୍ତୁ , ଆପଣଙ୍କ ମାନ ସମ୍ମାନ ବଢିବ ।

ସିଂହ ରାଶି : ଆଜିର ଦିନ ଜୀବନରେ ନୁଆ ଖୁସି ମିଳିବାର ସଙ୍କେତ ଅଛି , ଆପଣଙ୍କୁ ସମୟ ସମୟରେ ଶୁଭଚିନ୍ତକଙ୍କ ସାହାଯ୍ୟ ମିଳିପାରିବ , ଏହା ଦ୍ୱାରା ଜୀବନରେ କଠିନତା ଦୁର କରିବାରେ ସାହାଯ୍ୟ ମିଳିବ , ଶାରରୀକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ , କାମର ମାମଲାରେ କିଛି ଲୋକ ଉପଦେଶ ନେଇପାରନ୍ତି , ଆଜି ଆପଣଙ୍କୁ ନିଜ ବିଚାରରେ ଭଲରେ ପରଖିବାର ଚେଷ୍ଟା କରିବା ଜରୁରି ଅଟେ,  କେଉଁ ନୁଆ ବିଜନେସ୍ ର ଆରମ୍ଭ ପାଇଁ ପଇସା ଉଧାର ନେବାକୁ ପଡିପାରେ ।

କନ୍ୟା ରାଶି : ମହିଳା ଅଧିକାରୀଙ୍କର ସହଯୋଗ ମିଳିବ , ଦାମ୍ପତ୍ୟ ଜୀବନ ସୁଖମୟ ହେବ , ଆପଣଙ୍କ ବିତ୍ତ ପାଇଁ ଏହା ଭଲ ଦିନ ଅଛି, କାରଣ ଆଜି ଦିନ କିଛି ସ୍ରୋତ ଖୋଲିବ , କେଉଁ ପ୍ରକାରର ଭାବନାତ୍ମକ ଭାଗିଦାରୀ ଓ ଲମ୍ବା ଯାତ୍ରାରୁ ବଞ୍ଚିବା ଦରକାର , ପ୍ରେମୀ କିମ୍ବା ଜୀବନସାଥୀ ଆପଣଙ୍କୁ ବହୁତ ସାହାଯ୍ୟ କରିବେ , ସଂମ୍ପର୍କ ଓ କାମର ମଧ୍ୟରେ ତାଳମେଳ ରହିବ , ଆପଣଙ୍କୁ ନିଜ କଠିନ ବିଷୟ ବୁଝାଇବାରେ କାହାଠାରୁ ସାହାଯ୍ୟ ନେବାକୁ ପଡିପାରେ ।

kanya

ତୁଳା ରାଶି : ଆପଣଙ୍କ ପାଇଁ ଦିନ ଫାଇଦାଦାୟକ ହୋଇପାରେ , ବାହାନ ସାବଧାନ ସହ ଚଲାନ୍ତୁ , ଆପଣଙ୍କୁ ଉଧାର କମ୍ କରିବାକୁ ପଡିପାରେ , ସଟ୍ଟା ନିବେଶରେ ବଞ୍ଚିବାକୁ ପଡିବ , ବୁଝାମଣାର ବେପାରରେ ଧୋକା ଖାଇପାରନ୍ତି , ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । ପାରିବାରିକ ଜୀବନ ସାମାନ୍ୟ ରହିବ , ଜୀବନସାଥୀଙ୍କ ସହ ସଂବନ୍ଧ ଭଲ ରହିବ , କିଛି ପ୍ରେମ ପ୍ରସଙ୍ଗର ଆରମ୍ଭ ହୋଇପାରେ , ଛାତ୍ରଙ୍କ ପାଠପଢାକୁ ନେଇକରି ପରିବର୍ତ୍ତନ ହୋଇପାରେ , ବଡ ବୟସ୍କ ଙ୍କ କଥାକୁ ବେଶୀ ଧ୍ୟାନ ଦିଅନ୍ତୁ ।

ବିଛା ରାଶି : ପାରିବାରିକ ଜୀବନ ଚିନ୍ତାରେ ଭରି ରହିବ , କିନ୍ତୁ ଆପଣଙ୍କ ସ୍ଥିତିକୁ ଚତୁରତା ସହ ନିପଟାଇବାକୁ ହେବ , ବୁଝିବିଚାରି କରି କୁହନ୍ତୁ , କାରଣ କଡା ଶବ୍ଦ ଆପଣଙ୍କ ପ୍ରିୟ ଙ୍କ ମଧ୍ୟରେ ଫାଟ ସୃଷ୍ଟି କରିପାରେ , ବହୁତ ଲୋକ ଆପଣଙ୍କୁ କେଉଁ କାମ ପାଇଁ ଆଶା ରଖିବେ , ମାତାଙ୍କର ସମ୍ମାନ କରନ୍ତୁ , ମାତାଙ୍କ ଆଶିର୍ବାଦରେ ଆପଣଙ୍କ କାର୍ଯ୍ୟ ସଂମ୍ପନ୍ନ ହେବ , ସନ୍ତାନ ସଂବନ୍ଧିତ କାର୍ଯ୍ୟ ସଂପନ୍ନ ହେବ , ନିଜ ସାହାଯ୍ୟ ପାଇଁ ସବୁବେଳେ ପ୍ରସ୍ତୁତ ରହିବେ ।

ଧନୁ ରାଶି : ଆପଣ ଆଜି ଅନ୍ୟ ମାନଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବେ , ଲୋକେ ଏଥିପାଇଁ ବହୁତ ସମ୍ମାନ କରିବେ , ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଆପଣଙ୍କ ଘରର ସଦସ୍ୟଙ୍କ ସହ ସୌହାଯ୍ୟପୂର୍ଣ୍ଣ ସଂବନ୍ଧ ରଖିବାର ଦରକାର ଅଛି, ବିଳମ୍ବତା କାମ କରିଲେ ସଂବନ୍ଧ ବିଗଡିପାରେ , ବିଜନେସ୍ ବଢାଇବାରେ ସେଥିରେ ପରିବର୍ତ୍ତନ ଆଣିବାରେ ମନ ହୋଇପାରେ , ସନ୍ତାନଙ୍କ ଠାରୁ କେଉଁ କଥାରେ ବିବାଦ ହୋଇପାରେ , ଜୀବନସାଥୀଙ୍କ ବ୍ୟବହାର ସାମଞ୍ଜସ୍ୟ ବନାଇକରି ରଖନ୍ତୁ ।

dhanu

ମକର ରାଶି : ସଂମ୍ପର୍କୀୟଙ୍କ ଠାରୁ ଏକ ବଡ ଉପହାର ପ୍ରାପ୍ତି କରିବେ , ଆଘାତ କିମ୍ବା କେଉଁ ଛୋଟମୋଟ ଦୁର୍ଘଟଣା ହେବାର ଯୋଗ ଅଛି , ଆପଣଙ୍କ ବ୍ୟକ୍ତିଗତ ସଂବନ୍ଧ ବହୁତ ଶାନ୍ତ ରଖିବେ , ଏମିତି ଆପଣଙ୍କୁ ଜଟିଳତାରୁ ରକ୍ଷା କରିବ , କାର୍ଯ୍ୟ କରିବାର ମନରେ ବହୁତ ଉର୍ଜାର ସଂଞ୍ଚାର ହେବ , ଘର୍ ପରିବାରର ଦ୍ୱାରା ସମ୍ମାନ ପ୍ରାପ୍ତି କରିବେ , ମାତା ପିତାଙ୍କ ଆଶିର୍ବାଦ ଆପଣଙ୍କୁ ମଞ୍ଜିଲ୍ ଯାଏଁ ପହଞ୍ଚାଇବାରେ ସାହାଯ୍ୟ କରିପାରେ , ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ , ଆପଣଙ୍କ ପାଇଁ ଦିନଟି ଶୁଭରେ କଟିବ ।

କୁମ୍ଭ ରାଶି : ନୁଆ କାମରେ ଭଲ ଭାବେ ଯାଞ୍ଚ ପଡତାଲ କରିନିଅନ୍ତୁ , ନିବେଶ ଓ ସଂଞ୍ଚୟ ଯୋଜନା ହେବ , ପେଶାବର ସ୍ତରରେ ଆପଣଙ୍କ ଅହମିୟତ ପ୍ରମାଣିତ ହେବ , ବରାବରି ବୁଝାମଣା ଉପରେ ଆପଣଙ୍କୁ କିଛି ପ୍ରଶ୍ନ ଉଠିପାରେ , ବାଣୀରେ ନିୟନ୍ତ୍ରଣ ରଖନ୍ତୁ , ଚିଡଚିଡାପଣ ରୁ କାହାକୁ ଅପଶବ୍ଦ କହିପାରନ୍ତି , କେଉଁ ପାଖପାଖି ଲୋକଙ୍କୁ ଖୁସିର ସମୟ ବଞ୍ଚିବାର ମଉକା ଦେଇପାରନ୍ତି , ଆପଣଙ୍କୁ ମହତ୍ତ୍ୱପୁର୍ଣ୍ଣ କାମ କୁ ସମୟରେ ନିପଟାଇବାକୁ ସମର୍ଥ ହେବେ ।

ମୀନ ରାଶି : ଆଜି ଆପଣଙ୍କ କାର୍ଯ୍ୟ କୌଶଳ ବାହାରିକରି ଆସିବ , ଆପଣଙ୍କ ଜୀବନସାଥୀ ଙ୍କ ସ୍ୱସ୍ଥ୍ୟ ପ୍ରଭାବିତ ହୋଇପାରେ , ଆର୍ଥିକ ତଙ୍ଗୀ ଯୋଗୂଁ କିଛି ଗୁରୁତ୍ୱପୁର୍ଣ୍ଣ କାମ ମଧ୍ୟରେ ବାଧା ଆସିପାରେ । ନିଜ ପ୍ରେମୀ କିମ୍ବା ଜୀବନସାଥୀଙ୍କ ଚିନ୍ତାରୁ ବାହାର୍ କରିବାକୁ ହେବ , ଥଣ୍ତା କାଶ୍ ଯୋଗୁଁ ଚିନ୍ତାର କାରଣ ହୋଇପାରେ , ସବୁଦିନର ଜୀବନରେ କିଛି ନୁଆପଣ ଆସିପାରେ,  ଆପଣଙ୍କ ବିଚାର ସକରାତ୍ମକ ରହିବ , ଆପଣ ନିଜେ ନିଜ କାମକୁ ନେଇକରି ସନ୍ତୁଷ୍ଟି ରହିବେ ।

Leave a Reply

Your email address will not be published. Required fields are marked *