ଏବେ ଆସିଛି ଏକ ବଡ଼ ଖବର ଭାଇରାଲ ହେବାରେ ଲାଗିଛି ଅନୁଭବ ଓ ବର୍ଷାଙ୍କ ଫୋନ କଲ ରେକର୍ଡ।ଆଜି ଆମେ ଏଠାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଦୁଇ ଅଭିନେତା ଓ ଅଭିନେତ୍ରୀ ବର୍ଷା ଆଉ ଅନୁଭବଙ୍କ ବିଷୟରେ କିଛି ଭାଇରାଲ ଖବର ବିଷୟରେ ଜାଣିବାକୁ ଯାଉଅଛେ।ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପ୍ରାୟ ଦୀର୍ଘ ବର୍ଷେ ହେବ ଏକୁଟିଆ ରହୁଛନ୍ତି।ଆପଣ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଉଭୟ ଉଭୟଙ୍କ ସହମତିରେ ପ୍ରେମ ବିବାହ କରିଥିଲେ।ଆଉ କୁହାଯାଉ ଥିଲାକି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟ ଦର୍ଶିନୀ ହେଉଛନ୍ତି ଓଲିଉଡର ସବୁଠାରୁ ଭଲ ଯୋଡି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟ ଦର୍ଶିନୀଙ୍କ ଭିତରେ ପ୍ରଥମେ ପ୍ରଥମେ ବହୁତ ଭଲ ପାଇବା ଥିଲା।
ଆପଣ ମାନେ ଭଲ ଭାବରେ ଜାଣିଥିବେ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭିତରେ ପ୍ରାୟ ବହୁତ ବିବାଦ ଚାଲିଛି।ଆଉ ପ୍ରାୟ ବହୁତ ଶିଘ୍ର ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି।ଆଉ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭଙ୍କ ନାମରେ କେଶ ମଧ୍ୟ କରିଛନ୍ତି।ଆଉ ତା ସହିତ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ନେବା ପାଇଁ କୋର୍ଟରେ ପିଟିସନ ଦାଖଲ କରିଛନ୍ତି।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭିତରେ ବିବାହକୁ ଛଅ ବର୍ଷ ହୋଇ ସାରିଥିଲେ ମଧ୍ୟ ସେ ଏବେ ଅଲଗା ହେବାକୁ ଯାଉଛନ୍ତି।
ଆଉ ଏହାପରେ ଦୁଇଜଣଙ୍କ ବିବାଦ ହାଇକୋର୍ଟରୁ ଯାଇଁ ସୁପ୍ରିମକୋର୍ଟରେ ପହଁଞ୍ଚିଲାଣି।ତଥାପି କୌଣସି ସମାଧାନ ହେବା ବଦଳରେ କେଶଟି ଦିନକୁ ଦିନ ନୂଆ ମୋଡ଼ ନେବାର ଲାଗିଛି।ଅନୁଭବ ଓ ବର୍ଷାଙ୍କର କେଶଟି ବିଚାରଧୀନ ଥିବା ସମୟରେ ପୁଣି ଏକ ନୂଆ ଅଡିଓ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି।ବର୍ଷା, ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ଭିତରେ କଥାବାର୍ତ୍ତା ଚାଲୁଥିବା ସମୟର ଅଡିଓ ଏବେ ସମ୍ପୂର୍ଣ୍ଣ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି।ଆଉ ଯଦି ଏହି ତଥ୍ୟ ସତ ତାହେଲେ ଏହି ମାମଲା ବହୁତ ସାଙ୍ଘାତିକ ହେବାକୁ ଯାଉଅଛି।ଅଡିଓଟିରୁ ଜଣା ପଡୁଛିକି ବର୍ଷା ଓ ତାଙ୍କ ଭଉଣୀ ମିଶି ଅନୁଭବଙ୍କୁ ଫସେଇବାକୁ ଚେଷ୍ଟା କରୁଛନ୍ତି।ବର୍ଷା ତାଙ୍କ ଭଉଣିଙ୍କୁ କହୁଛନ୍ତିକି ସେ ତାଙ୍କର ଆଉ ତାଙ୍କ ଭଉଣିଙ୍କର କଥା ହୋଇଥିବା ସମୟର କଲ ରେକର୍ଡ ସବୁ ଡିଲିଟ କରିଦେଇଛନ୍ତି।
ଆଉ ସେହି ସମୟରେ ସେ ତାଙ୍କ ଭଉଣିଙ୍କ ସହିତ କଥା ହେଉଥିବା ବେଳେ ଅନୁଭବ ବର୍ଷାଙ୍କୁ ଫୋନ କରିଥିଲେ।ଆଉ ତାପରେ ବର୍ଷା ଅନୁଭବଙ୍କୁ କହିଥିଲେକି ସେ ସୋଇ ନଥିବାରୁ ତାଙ୍କ ଦେହ ଭଲ ଲାଗୁନି।ଆଉ ଅନୁଭବ ତାଙ୍କୁ ବେସ୍ତ ନହୋଇ ଶୋଇବା ପାଇଁ କହିଥିଲେ।ଆଉ ତାପରେ ବର୍ଷା ମଧ୍ୟ ତାଙ୍କୁ ନିଜର ଯତ୍ନ ନେଵାପାଇଁ କହିଥିଲେ,ଆଉ ଏହାପରେ ଅନୁଭବ ନିଜ ଫୋନ କାଟି ଦେଇଥିଲେ।ତାପରେ ବର୍ଷା ତାଙ୍କ ଭଉଣୀଙ୍କୁ କହିଥିଲେକି ସେ ତାଙ୍କ ନିଜ ଫୋନରୁ କଲ କରି ନାହାନ୍ତି କାରଣ ଅନୁଭବ କାଳେ ବର୍ଷାଙ୍କ ଫୋନ ଚେକକରି ପାରନ୍ତି ନହେଲେ ସେ ତାଙ୍କ ଫୋନକୁ ଟ୍ୟାମ୍ପରିଂ କରି ପାରନ୍ତି।ଆଉ ସେ ଏମିତି ବହୁତ କିଛି କଥା ମଧ୍ୟ ହୋଇଥିଲେ।ତାହେଲେ ମୁଖ୍ୟ ପ୍ରଶ୍ନ ଏହା ଉଠୁଛିକି ଅନୁଭବ,ବର୍ଷା ଓ ତାଙ୍କ ଘରଲୋକଙ୍କ ଗୁମର କଥା ପଦାକୁ କିପରି ଆସୁଛି।ଆଉ ଏହାପରେ ଦେଖାଯାଉ ତାଙ୍କ କେଶରେ ପରବର୍ତ୍ତୀ ମୋଡ଼ କଣ ଆସୁଛି। ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।