କ୍ଷୀରରେ ଅନେକ ପ୍ରକାରର ପୋଷକ ରହିଛି ଏହା ଆମେ ସମସ୍ତେ ଭଲ ଭାବରେ ଜାଣୁ।କ୍ଷୀର ପିଇବା ଫଳରେ ଆମ ଶରୀରର ଅନେକ ଆବଶ୍ୟକତା ପୁରଣ ହୋଇଥାଏ।ଏହା ସହିତ କ୍ଷୀରରେ ଥିବା ବିଭିନ୍ନ ପ୍ରକାରର ପୋଷକ କାରଣରୁ ଆମ ଶରୀର ଅନେକ ପ୍ରକାରର ପୋଷକ ପାଇବାରେ ସଫଳ ହୋଇ ଥାଏ।ଏହିପରି ଭାବରେ ବିଭିନ୍ନ ପ୍ରକାରର ପୋଷକ ଆମ ଶରୀରକୁ କ୍ଷୀର ମାଧ୍ୟମରେ ଆସିଥାଏ।ତେବେ ଆମେ ବର୍ତ୍ତମାନ ଏହି କ୍ଷୀରକୁ କିପରି ଭାବରେ ଅଧିକ ପୋଷକ ଯୁକ୍ତ କରାଯାଇ ପାରିବ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।
ଆମେ ପ୍ରତିଦିନ ନିଜର ଖାଦ୍ୟରେ ହଳଦୀ ପକାଇ ଖଇଥାଉ।ଏହା ସହିତ ହଳଦୀ ହେଉଛି ଏପରି ଏକ ଦ୍ରବ୍ୟ ଯାହା ଆମ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ରୋଗମୁକ୍ତ ରଖିବାରେ ସହାୟକ ହୋଇଥାଏ।ଏହା ସହିତ ଏହି ହଳଦୀ ଯଦି କ୍ଷୀରରେ ମିଶାଇ ଆମେ ପିଇବା ତେବେ ଏହି କ୍ଷୀରରେ ଥିବା ପୋଷାକର ମାତ୍ରା ଦୁଇଗୁଣ ହୋଇଯିବ।ଏହା ସହିତ ଏହା ଆମ ଶରୀରକୁ ଅଧିକରୁ ଅଧିକ ଲାଭ ପହଞ୍ଚାଇବାରେ ସହାୟକ ହୋଇ ଥାଏ।ତେଣୁ କ୍ଷୀରକୁ କେବଳ ସେବନ ନ କରି ଏଥିରେ ହଳଦୀ ମିଶାଇ ଏହାକୁ ପିଇବା ଫଳରେ ଅନେକ ପ୍ରକାରର ଲାଭ ହୋଇଥାଏ।
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି କ୍ଷୀର ନେଇ ଏଥିରେ ଦୁଇ ଚାମଚ ହଳଦୀ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଦେବା।ଏହାପରେ ଏହାକୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରିବା।ଏହାପରେ ଏହାକୁ ଛାଣି ପିଇବା ଆବଶ୍ୟକ।ତେବେ ଏହି ହଳଦୀ କ୍ଷୀରକୁ ପିଇବା ଫଳରେ ଆମ ଶରୀର ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ହୋଇ ଯାଇଥାଏ।ଏହା ସହିତ ଏହି କ୍ଷୀରକୁ ପିଇବା ଫଳରେ ଆମ ଶରୀରରେ ଅନେକ ପରିବର୍ତ୍ତନ ଦେଖା ଯାଇଥାଏ।ଯେପରିକି ଏହି କ୍ଷୀରକୁ ପିଇବା ଫଳରେ ଆମ ଶରୀରର ଅନେକ ରୋଗ ଭଲ ହୋଇ ଯାଇଥାଏ।
ଏହା ସହିତ ଏହି କ୍ଷୀରକୁ ପିଇବା ଫଳରେ ଆମର ହାଡ଼ ଶକ୍ତ ହୋଇଥାଏ।ଅନେକ ଲୋକଙ୍କ ବୟସ ବଢିବା ସହିତ ସେମାନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେବାକୁ ଲାଗିଥାଏ।ତେବେ ସେମାନେ ଏହାକୁ ସେବନ କରିବା ଫଳରେ ଏହା ସେମାନଙ୍କ ପାଇଁ ଅଧିକ ଲାଭଦାୟକ ହୋଇପାରେ।ଏହା ସହିତ ଏହାକୁ ପିଇବା ଫଳରେ ଛୋଟ ପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଯାଇଥାଏ।ଏହା ସହିତ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ପାଇ ଥାଆନ୍ତି।
ଏହା ସହିତ ଏହି ହଳଦୀ କ୍ଷୀରକୁ ପିଇବା ଫଳରେ ଆମ ଶରୀରକୁ ଆରାମ ମିଳିଥାଏ।ରାତିରେ ଶୋଇବାର ଏକ ଘଣ୍ଟା ଆଗରୁ ଏହି କ୍ଷୀରକୁ ପିଇବା ଫଳରେ ଆପଣ ସକାଳୁ ଉଠିବା ପରେ ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇ ଯାଇଥାଏ।ଏହା ସହିତ ଆପଣ ଏହାକୁ ପିଇବା ଫଳରେ ଏହା ଆପଣଙ୍କ ତଣ୍ଟି ସହିତ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ କରି ଦେଇଥାଏ।ଏହା ସହିତ ଏହାକୁ ପିଇବା ଫଳରେ ଶରୀରର ଅନେକ ପ୍ରକାରର ରୋଗର ସମାଧାନ ହୋଇ ଯାଇଥାଏ।