juani

ଜୁଆଣି ଖାଉଥିଲେ – ଜାଣିରଖନ୍ତୁ ଏହି କେତୋଟି କଥା।

HEALTH

ଆମେ ନିଜର ଘରେ ଜୁଆଣିର ବ୍ୟବହାର ମସଲା ଭାବରେ କରିଥାଉ।ଏହାକୁ ଆମେ ନିଜର ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ବ୍ୟବହାର କରିଥାଉ।ଆମେ ବର୍ତ୍ତମାନ ଏହି ଜୁଆଣିର ଉପକାରିତା ସଂପର୍କରେ ଆଲୋଚନା କରିବା।ଏହା ସହିତ ଏହି ଜୁଆଣି ଏପରି ଏକ ଦ୍ରବ୍ୟ ଯାହା ମଧ୍ୟରେ ଅନେକ ପ୍ରକାରର ପୋଷକ ପଦାର୍ଥ ଓ ଔଷଧୀୟ ଗୁଣ ରହିଛି।ଏହାକୁ ଖାଇବା ଫଳରେ ଏହା ପେଟ ସମ୍ପର୍କିତ ଅନେକ ପ୍ରକାରର ସମସ୍ୟାର ସମାଧାନ କରି ଦେଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଆମ ଶରୀରର ଅନେକ ପ୍ରକାରର ଉପକାର ମଧ୍ୟ ହୋଇଥାଏ।

ଏହି ଜୁଆଣିରେ ଅନେକ ପ୍ରକାରର ପୋଷକ ପଦାର୍ଥ ଯେପରିକି ସୋଡ଼ିଅମ, କ୍ୟାଲସିୟମ,ପୋଟାସିୟମ,ଫସଫରସ ଭଳି ଅନେକ ପ୍ରକାରର ପୋଷକ ପଦାର୍ଥ ରହିଥାଏ।ଏହା ସହିତ ଯଦି ଆପଣଙ୍କୁ ଭୋକ ହେଉନାହିଁ ତେବେ ଆପଣ ଏହାକୁ ପାଣିରେ ପକାଇ ଏହାକୁ ଖାଇବା ଫଳରେ ଏହା ଆପଣଙ୍କୁ ଭୋକ କରିବାରେ ସହାୟକ ହେବ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ ଶରୀର ପାଇଁ ଅନେକ ପ୍ରକାରର ଲାଭ ପ୍ରଦାନ ମଧ୍ୟ କରିଥାଏ।

juani 1
ଯେପରିକି ଏହାକୁ ଖାଇବା ଫଳରେ ଏହା ଆମ ଶରୀରର ଥଣ୍ଡା ଓ କାଶ ଭଳି ସମସ୍ୟାର ସମାଧାନ କରି ଦେଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ମଧ୍ୟ ସାବ୍ୟସ୍ତ ହୋଇପାରେ।ଏହା ସହିତ ଏହାକୁ ଅଳ୍ପ ଗରମ କରି ଏହାକୁ ଏକ ପୁଡିଆ କରି ଏହାକୁ ଶୁଙ୍ଘିବା ଫଳରେ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇପାରେ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ।ଶରୀରରେ ରକ୍ତର ପରିମାଣକୁ ଏହା ସ୍ଥିର କରିବାରେ ସହାୟକ ହୋଇଥାଏ।

juani 2
ସେହି କାରଣରୁ ଏହାକୁ ମହିଳା ମାନଙ୍କୁ ଖାଇବା ପାଇଁ ବହୁତ ଅଧିକ ମାତ୍ରାରେ ଦିଆ ଯାଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ।ଯେପରିକି ଏହାକୁ ଖାଇବା ଫଳରେ ଏହା ଶରୀରର ଓଜନ କମାଇବାରେ ଏକ ମୁଖ୍ୟ ଉପାଦାନ ଭାବରେ ସହାୟକ ହୋଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏକ ମଧୁମେହ ଭଳି ସମସ୍ୟାକୁ ମଧ୍ୟ ନିଜର ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ପେଟ ସହିତ ଜଡ଼ିତ ଅନେକ ସମସ୍ୟାର ସମାଧାନ କରି ଦେଇଥାଏ।

ଏହା ବ୍ୟତୀତ ଏହାକୁ ଖାଇବା ଫଳରେ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇପାରେ।ଏହା ସହିତ ଏହାକୁ ପାଣିରେ ପକାଇ ଏହାକୁ ଗରମ କରିବା ପରେ ଏହାର ଧୂଆଁକୁ ବାମ୍ଫ ଆକାରରେ ନେବା ଫଳରେ ମୁଣ୍ଡ ବିନ୍ଧା ଭଳି ସମସ୍ୟାର ସମାଧାନ ହୋଇ ଯାଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଖାଦ୍ୟକୁ ଭଲ ଭାବରେ ହଜମ କରିବାରେ ସହାୟକ ହୋଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏହା କୋଷ୍ଠକାଠିନ୍ୟା ଭଳି ସମସ୍ୟାର ମଧ୍ୟ ସମାଧାନ କରି ଦେଇଥାଏ।ଏହା ସହିତ ଏହାକୁ ଖାଇବାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।ଯାହା ଫଳରେ ଏହାକୁ ଖାଇବା ବହୁତ ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *