teeth

ଦାନ୍ତ ସଫା କରିବାର ଘରୋଇ ଉପଚାର – ଥରେ ନିଶ୍ଚୟ ପ୍ରୟୋଗ କରନ୍ତୁ ।

NEWS

ଆଜିକାଲି ଅନେକ ଲୋକ ସେମାନଙ୍କ ଦାନ୍ତର ସମସ୍ୟା ପାଇଁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯେପରିକି ସେମାନଙ୍କ ଦାନ୍ତ ହଳଦିଆ ପଡ଼ିଯିବା।ଏହା ସହିତ ଅନେକ ଲୋକ ଆଜିକାଲି ଭଲ ଭାବରେ ଦାନ୍ତ ନ ଘଷିବା ଫଳରେ ସେମାନଙ୍କ ଦାନ୍ତ ହଳଦିଆ ପଡି ଯାଇଥାଏ।ଏହା ବ୍ୟତୀତ କିଛି ଲୋକ ଧୁମ୍ରପାନ କରିବା ଫଳରେ ସେମାନଙ୍କ ଦାନ୍ତ ହଳଦିଆ ପଡି ଯାଇଥାଏ।ଆଉ କିଛି ଲୋକ ଗୁଟକା ଖାଇବା ଫଳରେ ସେମାନଙ୍କ ଦାନ୍ତ ହଳଦିଆ ହେବା ସହିତ ସେମାନଙ୍କ ଦାନ୍ତ କଳା ମଧ୍ୟ ହୋଇ ଯାଇଥାଏ।

ଏହା ସହିତ କିଛି ଲୋକ ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଫଳରେ ସେମାନଙ୍କ ଦାନ୍ତ ହଳଦିଆ ପଡି ଯାଇଥାଏ।ଏହା ସହିତ ଦାନ୍ତ ଏପରି ହେବା ଫଳରେ ଆପଣ ଅନେକ ଲୋକଙ୍କ ସମ୍ମୁଖରେ ସଠିକ ଭାବରେ କଥା ହେବାରେ ଲଜ୍ୟା ଅନୁଭବ କରନ୍ତି।ଏହା ସହିତ ଅନେକ ଲୋକ ନିଜର ବନ୍ଧୁ ପରିଜନ ମାନଙ୍କ ସମ୍ମୁଖରେ ଛିଡ଼ା ହୋଇ କଥା ହେବାକୁ ମଧ୍ୟ ଲଜ୍ୟା ଅନୁଭବ କରନ୍ତି।ଏହା ସହିତ ଏହିପରି ଭାବରେ ଅନେକ ଲୋକ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି।ଅନେକ ଲୋକ ନିଜର ଦାନ୍ତ ହଳଦିଆ କାରଣରୁ ବାହାର ଲୋକଙ୍କ ସମ୍ମୁଖକୁ ଆସିବା ପାଇଁ ମଧ୍ୟ ଲଜ୍ୟା ଅନୁଭବ କରନ୍ତି।

teeth 1
ତେବେ ଆମେ ବର୍ତ୍ତମାନ ଏପରି ଏକ ଉପଚାର ସମ୍ପର୍କରେ ଆଲୋଚନା କରିବା ଯାହାକୁ ବ୍ୟବହାର କରିବା ଫଳରେ ଆପଣଙ୍କ ଦାନ୍ତର ହଳଦିଆ ପଣ ଆପଣ ନିଜେ ଦୂରେଇ ଦେଇ ପାରିବେ।ତେବେ ଏଥିପାଇଁ ପ୍ରଥମେ ଆବଶ୍ୟକ ସାମଗ୍ରୀ ହେଉଛି ଲୁଣ।ଲୁଣରେ ଏପରି ଅନେକ ଜିନିଷ ରହିଛି ଯାହାକୁ ଆପଣ ନିଜର ଦାନ୍ତ ପାଇଁ ବ୍ୟବହାର କରିବା ଫଳରେ ଆପଣଙ୍କ ଦାନ୍ତର ହଳଦିଆ ପଣ ସହଜରେ ଚାଲିଯିବ।ଏହା ସହିତ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନଥାଏ।

teeathh
ଏହା ସହିତ ଏହାପରେ ଆବଶ୍ୟକ ହେଉଥିବା ଦ୍ୱିତୀୟ ଉପାଦାନ ହେଉଛି ହଳଦୀ।ହଳଦୀରେ ଅନେକ ରୋଗ ପ୍ରତିରୋଧକ କାରୀ ଶକ୍ତି ରହିଛି।ଏହା ସହିତ ଏହି ହଳଦୀ ଆମର ଦାନ୍ତକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ।ଏହା ସହିତ ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ତୃତୀୟ ଉପାଦାନ ହେଉଛି ସୋରିଷ ତେଲ।ତେବେ ଆପଣ ଏହି ସମସ୍ତ ଉପାଦାନକୁ ମିଶାଇ ଏକ ପେଷ୍ଟ ଭଳି ତିଆରି କରିବା ସହିତ ଏହାକୁ ସପ୍ତାହରେ ଦୁଇଥର ବ୍ୟବହାର କରିବା ଫଳରେ ଆପଣଙ୍କ ଦାନ୍ତ ସହିତ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ହୋଇଯିବ।

ଏହା ସହିତ ଆପଣ ଏହାକୁ ନିଜର ବ୍ରସ ସାହାଯ୍ୟରେ ଦାନ୍ତ ଘଷିବା ପରି ଘଷନ୍ତୁ।ତେବେ ଏପରି ଭାବରେ ସପ୍ତାହକୁ ଦୁଇଥର କରିବା ଫଳରେ ଆପଣଙ୍କ ଦାନ୍ତ ମୋତି ପରି ଚମକି ବାକୁ ଲାଗିବ।ଏହା ସହିତ ଏପରି କରିବା ଫଳରେ ଆପଣଙ୍କ ଦାନ୍ତ ସହିତ ଜଡ଼ିତ ଅନ୍ୟ ସମସ୍ତ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ।ତେବେ ଏପରି କରିବା ଫଳରେ ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ଏହା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖାଇବ ନାହିଁ।ଯାହା ଫଳରେ ଆପଣ ଏହାକୁ ନିର୍ଭୟରେ ବ୍ୟବହାର କରି ପାରିବେ।

Leave a Reply

Your email address will not be published. Required fields are marked *