ଆଜିର ଏକ ବହୁତ ମହତ୍ତ୍ୱପୂର୍ଣ ବିଷୟ ବାବଦରେ ଆମେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଏହା ଆପଣଙ୍କ ଅଣ୍ଟା ତଥା କମର ଦରଜ ବିଷୟରେ ଅଟେ। ଅଣ୍ଟା ଦରଜ ହେବା ଆଜିକାଲି ବହିଟି ସାଧାରଣ କଥା ଅଟେ। କାରଣ ଅଫିସ କାମ, ଘରୋଇ କାମ ତଥା ଅନ୍ୟାନ୍ୟ ସବୁ କାର୍ଯ୍ୟ ମାନଙ୍କରେ ଆପଣଙ୍କ ଅଣ୍ଟା ଦରଜ କରିବା ବହୁତ ସାଧାରଣ କଥା ହେଇ ଯାଇଛି। ତେବେ ଆପଣ ଜାଣନ୍ତି କି ଆଜିର ଏହି ବ୍ୟସ୍ତତା ଭରା ଜୀବନ ଶୈଳୀ ଭିତରେ ନିଜ ଶରୀରର କେୟାର କରିବା ସଭିଙ୍କ ପକ୍ଷେ ସମ୍ଭବପର ହେଇ ପାରୁନାହିଁ।
ତେବେ ଏହି ସମୟରେ ସବୁ ଲୋକଙ୍କ ଭିତରେ ଅନେକ ସମସ୍ୟା ଦେଖା ଯାଉଛି। ଏହି ସବୁ ସମସ୍ୟା ମାନଙ୍କ ଭିତରୁ ଅଣ୍ଟା ଦରଜ ତଥା ଅଣ୍ଟା ବଥା ହେବା ବହୁତ ସାଧାରଣ ଅଟେ। ଏହାର ସମାଧାନ ଆଉ କାହାରି ପାଖରେ ଆଜି ଯାଏ ନାହିଁ ଆଉ ତାହାର ସମସ୍ୟା ବାବଦରେ ଆମେ ସବୁ ଅବଗତ ଅଛୁ। ତେବେ ବୟସ ଅଧିକ ହେବା ସହିତ ଆମ ଶରୀରେ ପୋଷକ ତତ୍ତ୍ୱର ଅଭାବ ହେଇଯାଏ ଆଉ ଆଜିକାଲିର ଏହି ବ୍ୟସ୍ତତା ଭରା ସମାଜ ଭିତରେ ଅଣ୍ଟା ଦରଜ ହେବା ସାଧାରଣ।
କାରଣ ଆଜିକାଲି ଲୋକଙ୍କର ସମସ୍ତ କାମ ବସି ବସି ହି ହେଉଛି ଆଉ ତାହାଦ୍ୱାରା ଅଣ୍ଟା ଉପରେ କିଛି ବ୍ୟାୟାମ ମଧ୍ୟ ହେଉନାହିଁ। ଏହାର ପ୍ରଭାବ ଏହା ଅଛି କି ଆପଣଙ୍କ ଶରୀର ଉପରେ ଏହି ସବୁର ପରୋକ୍ଷ ପ୍ରଭାବ ପଡୁଛି ଆଉ ତାହା ହି ପ୍ରଶ୍ନ କି ତାହାର ସମାଧାନ କିପରି। ଆଜିର ଏହି ଉପାୟ ଆପଣଙ୍କ ଏହି ସମସ୍ୟାର ସମାଧାନ କରିବାକୁ ଯାଉଛି। ଆସନ୍ତୁ ଆମେ ଆଉ ଡେରି ନକରି ଏହି ଉପାୟ ବାବଦରେ ଆରମ୍ଭ କରିବା।
ଏହାର ସବୁଠୁ ବଡ଼ କଆଁ ହେଇଥାଏ ଭିଟାମିନ ମାନଙ୍କର ଅଭାବ। ତେଣୁ ଆପଣ ଏହାକୁ ଠିକ କରିବା ପାଇଁ ନିଜର ଡାଏଟରେ ଗ୍ରୀନ ପରିବା ତଥା ମଟର ଆଉ ତାହା ସହିତ ବିମ୍ସ ସାମିଲ କରନ୍ତୁ। ଏହାଦ୍ୱାରା ଦରଜ ଠିକ ହେଇପାରେ।
ଏହାର ଆଉ ଏକ ବଡ ଉପାୟ ହେଉଛି ସକାଳୁ ଖଜୁରୀର ସେବନ। ଏହା ଦ୍ୱାରା ଶରୀରରେ ମ୍ୟାଗ୍ନେସିଅମ ତଥା ଅନ୍ୟାନ୍ୟ ସମସ୍ତ ପଦାର୍ଥ ମାନଙ୍କ ଅଭାବ ଭରଣା ହେଇ ଯାଇଥାଏ ଆଉ ତାହାର ଭରଣା ହେବାଦ୍ୱାରା ଶରୀରରେ ହାଡ ମଜବୁତ ହେଇଥାଏ ଆଉ କମର ଦରଜ କମ ହେଇଥାଏ।
ପ୍ରତଦିନ ଦେଶୀ ଘିଅ ସହ ଆପଣ ଅଦା ମିଶାଇ ପିଅନ୍ତୁ। କାରଣ ଅଦା ଆପଣଙ୍କ ଶରୀରକୁ ସବୁ ପୋଷକ ତତ୍ତ୍ୱ ଦେଇଥାଏ ଆଉ ଦେଶୀ ଘିଅ ଆପଣଙ୍କ ଶରୀରକୁ ଲୁବ୍ରିକାଣ୍ଟ ଦେଇଥାଏ। ଏହାଦ୍ୱାରା ଆପଣ ତାହା ସେବନ କରିବା ଦ୍ୱାରା ମଧ୍ୟ ହାଡ ମଜବୁତ ହେବା ସହ କମର ଦରଜ କମ ହେଇଯାଏ।