ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ। ତେବେ ଆପଣ ଜାଣନ୍ତି କି ଆଜିର ଏହି ବ୍ୟସ୍ତତା ଭରା ଜୀବନ ଶୈଳୀ ଭିତରେ ନିଜ ଶରୀରର କେୟାର କରିବା ସଭିଙ୍କ ପକ୍ଷେ ସମ୍ଭବପର ହେଇ ପାରୁନାହିଁ। ତେବେ ଏହି ସମୟରେ ସବୁ ଲୋକଙ୍କ ଭିତରେ ଅନେକ ସନସ୍ୟ ଦେଖା ଯାଉଛି। ଏହି ସବୁ ସମସ୍ୟା ମାନଙ୍କ ଭିତରୁ ରକ୍ତହୀନତା ଏକ ବଡ଼ ସମସ୍ୟ ଅଟେ ଯାହା କି ଅଧିକାଂଶ ଲୋକଙ୍କ ଭିତରେ ଦେଖା ଯାଉଛି।
ଏହାର ସମାଧାନ ଆଉ କାହାରି ପାଖରେ ଆଜି ଯାଏ ନାହିଁ ଆଉ ତାହାର ସମସ୍ୟା ବାବଦରେ ଆମେ ସବୁ ଅବଗତ ଅଛୁ। ତେବେ ଆଜି ଆଏ ଆପଣଙ୍କ ପାଖରେ କିଛି ଏପରି ଯୁସ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣନ୍କ ଶରୀରର ସବୁ ରକ୍ତହୀନତା ଦୂର କରିବା ସହ ତାହା ଆପଣଙ୍କ ଚେହେରାର ଗ୍ଲୋ ଫେରାଇ ଆଣିବ ଆଉ ତାହାର ସହାୟତାରେ ଆପଣ ନିଜ ମୁହଁ ଉପରେ କିଛି ବି ପିଂପଲ ତଥା ଅନ୍ୟାନ୍ୟ ରୋଗ ହେବାଠାରୁ ଛାଡ ପାଇଯିବେ। ଆସନ୍ତୁ ଆରମ୍ଭ କରିବା ଏହା ବାବଦରେ।
ସର୍ବପ୍ରଥମେ ଆସେ ଲାଉ ରସ। ଆପଣ ଏକ ଲାଉ ଆଣି ତାହାକୁ ଘରେ ହି ପେଶୀ ତାହାର ଯୁସ ବାହାର କରନ୍ତୁ। ଏହା ଭିତରେ ଆପଣ ଏକ ଚାମଚ ପୁଡିନା, କିଛି ଧନିଆ ପତ୍ର କିଛି ତୁଳସୀ ପତ୍ର ପକାନ୍ତୁ ଆଉ ତାହାକୁ ଗ୍ରାଇଣ୍ଡିଂ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରେ ଆଉ ରକ୍ତହୀନତା ରହିବ ନାହିଁ ଯାହା କି ଆପଣଙ୍କ ଶରୀରର ସବୁ ପ୍ରକାର ଅଭାବ ଦୂର କରିବ। ତେବେ ଏହାକୁ ନିୟମିତ ଭାବେ ସେବନ କରିବା ଆପଣଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହେବ।
ଏହାପରେ ଯାହା ଆସେ ତାହା ହେଉଛି ତରଭୁଜ ରସ। ଏହା ସାଧାରଣ ଭାବେ ପୁରୁଷ ମାନଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହେଇଥାଏ କାରଣ ଏହା ଆପଣଙ୍କର ଯୌନ କ୍ଷମତା ବୃଦ୍ଧି କରିଥାଏ, ଆପଣଙ୍କ ଶରୀରରେ ରକ୍ତହୀନତା ଦୂର କରିବା ସହ ଆପଣଙ୍କ ବଡୀର ଡିହାଇଡ୍ରେସନ ମଧ୍ୟ ଦୂର କରିଥାଏ। ଏହାର ନିୟମିତ ସେବନ ଆପଣଙ୍କ ଶରୀରରେ ସବୁ ଅଭାବ ଦୂର କରି ଦେଇଥାଏ। ଆପଣ ଏହାକୁ ଏକ ମାସ ସେବନ କରିବା ଦ୍ୱାରା ହି ତାହା ପ୍ରଭାବ ଦେଖାଇବା ଆରମ୍ଭ କରିଥାଏ।
ଏହାପରେ ଆସେ ବେଦନା ଯୁସ। ଏହାର ସେବନ ମଧ୍ୟ ଆପଣଙ୍କ ପାଇଁ ବହିଟି ଅଧିକ ଲାଭଦାୟକ ହେଇଥାଏ କାରଣ ଏହା ଭିଟାମିନ ତଥା ପ୍ରୋଟିନରେ ଭରା ହେଇଥାଏ ଆଉ ତାହାର ଅଧିକ ସେବନ ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେଇଥାଏ।