unnamed (47)

କଣ ଆପଣଙ୍କର ହାତରେ ଏହି ରେଖା ଅଛି ?

FACT

ଆମର ସମଗ୍ର ଦୁନିଆରେ ସବୁ କିଛି ରହିଛି।ଆମର ଏହି ଭାରତ ବର୍ଷରେ ଧର୍ମ ନିର୍ବିଶେଷରେ ସମସ୍ତେ ସମାନ।ଭାରତ ବର୍ଷରେ ଅନେକ ଶାସ୍ତ୍ର ରହିଛି।ଆମ ମାନଙ୍କର ଜୀବନ ଆମର ଜାତକକୁ ଦେଖି ମଧ୍ୟ କୁହାଯାଇ ଥାଏ।ଏହି କାମକୁ ଜ୍ୟୋତିଷ ମାନେ କହିଥାନ୍ତି।ତେବେ ଆମର ଏମିତି କିଛି ଅଂଗ ରହିଛି ଯାହାକୁ ଜାଣି ଆମେ ଆମର ଭବିଷ୍ୟତ କଥା ଚିନ୍ତା କରିଥାଉ।ଆମର ହାତରେ ଥିବା ରେଖା ଦ୍ୱାରା ଆମେ ମାନେ ଜାଣିପାରିବୁ ଯେ ଆମର ସମୟ କିଭଳି ଭାବରେ ଅତିବାହିତ ହେବ।ତେଣୁ ଆସନ୍ତୁ ଏହି ବିଷୟରେ ଜାଣିବା।ସାଧାରଣତଃ ପୁରୁଷ ମାନଙ୍କର ଡାହାଣ ହାତ ଏବଂ ଝିଅ ମାନଙ୍କର ବାମ ହାତରୁ ଆମେ ଏହି ରେଖାକୁ ଦେଖି ଜାଣିପାରିବା ଯେ କାହାର ଜୀବନରେ କେତେ ଟଙ୍କା ରହିଛି।ପ୍ରଥମରେ ଆପଣ ମାନେ ଦେଖିବେ ଯେ ଆପଣଙ୍କ ହାତରେ ତିନୋଟି ରେଖା ଅଛି।ଏହାକୁ ଆପଣ ନିଜର ପାପୁଲିରେ ଦେଖି ପାରିବେ।

hgfghj

ପ୍ରଥମ ରେଖାଟିର ନାମ ହେଉଛି ଜୀବନ ରେଖା।ମଧ୍ୟ ରେଖାଟିର ନାମ ହେଉଛି ମସ୍ତିଷ୍କ ରେଖା।ଶେଷ ରେଖାଟିର ନାମ ହେଉଛି ହଦ୍ୟ ରେଖା।ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବା ତାହା ହେଉଛି ଆମର ଯେଉଁ ଏହି ଧନ ପ୍ରାପ୍ତିର ଯୋଗ ହୋଇଥାଏ। ତେବେ ଏହାକୁ ଆମେ କିଭଳି ଭାବରେ ଆମ ହାତରେ ଥିବା ରେଖାକୁ ଦେଖି ଜାଣିବା।ଆପଣଙ୍କୁ ଏଥିରେ ଆଉ ଏକ ରେଖାକୁ ମିଶାଇବାର ଅଛି।ଯାହାର ନାମ ହେଉଛି ଭାଗ୍ୟ ରେଖା।ଏହି ରେଖାଟି ଆପଣଙ୍କର ହାତରେ ଥିବା ମଝି ରେଖାର ବାମ ପଟରେ ଅଛି।ଏହି ରେଖାଟି ଆପଣଙ୍କର ହାତର ମଝି ରେଖାକୁ ସ୍ପର୍ଶ କରୁଛି।ଏହାକୁ ଆପଣ ଅତି ସହଜରେ ଜାଣି ପାରିବେ।ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜୀବନରେ ହଠାତ କିଭଳି ଭାବରେ ଧନ ପ୍ରାପ୍ତିର ଯୋଗ ଆସିବ।ଆପଣଙ୍କୁ ପ୍ରଥମରେ ଦେଖିବାକୁ ହେବ ଆପଣଙ୍କର ହାତରେ ପ୍ରଥମ ରେଖା ଉପରେ ମାନେ ପ୍ରଥମ ରେଖାର ମୂଳରୁ ଆଉ ଗୋଟିଏ ରେଖା ଆରମ୍ଭ ହୋଇଛି।ଏଠାରେ ଆପଣ ଦେଝିବେ ସେହି ରେଖାଟି ଆପଣଙ୍କର ପ୍ରଥମ ରେଖାଟିର ଉପରେ ଯାଇ ଏକ ତ୍ରିଭୁଜ ଆକାରର ଏକ ଚିତ୍ର ସୃଷ୍ଟି ହେଉଥିବ।

hjfhgujfjh

ଏହି ରେଖାକୁ ଦେଖି ଆପଣ ମାନେ ଚିନ୍ତା କରନ୍ତୁ ନାହିଁ।ଯଦି ଆପଣଙ୍କର ହାତରେ ଏହି ରେଖାଟି ଅଛି ତେବେ ଆପଣ ମାନେ ବୁଝିଯିବେ ଯେ ଆପଣଙ୍କର ଜୀବନରେ ଧନର ବର୍ଷା ହେବାକୁ ଯାଉଛି।ତେବେ ଆପଣ ମାନେ ଭାବୁଥିବେ ଏହି ଚିହ୍ନ ଦ୍ୱାରା ଆମ ମାନଙ୍କୁ ଫାଇଦା କେବେ ମିଳିବ।ଆମକୁ କେତେ ବୟସରେ ଏହି ଧନ ପ୍ରାପ୍ତିର ଯୋଗ ମିଳିବ।ଆମେ ମାନେ କେବେ ଧନ ପାଇବା।ଏହି ରେଖା ଦ୍ୱାରା ଆପଣ ୨୫ ବର୍ଷ ବୟସ ପରେ ଯାଇ ଆପଣଙ୍କର ଜୀବନରେ ଧନ ପ୍ରାପ୍ତିର ଯୋଗ ରହିଛି।ଆପଣ ଜଣେ କୋଟିପତି ହେବାର ସୁଯୋଗ ରହିଛି।ଏହି ରେଖା ଆପଣଙ୍କୁ ବଡ ସଫଳତା ଦେବାରେ ସାହାଯ୍ୟ କରିଥାଏ।

jnghjf

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *