ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଅଧିକ ଜରୁରୀ। ଆପଣ ଜାଣନ୍ତି କି ଆମ ଗଳା ଉପରେ ପାଗ ତଥା ବାୟୁର କେତେ ଅଧିକ ପ୍ରଭାବ ପଡିଥାଏ। ତେବେ ଶୀତଦିନ ହେଉ ଅଥବା ଗରମ ଦିନ ଆମ ଶରୀରରେ ଆଉ କିଛି ଅସୁବିଧା ହେଲେ ତାହାର ସବୁଠୁ ପ୍ରଥମ ପ୍ରଭାବ ଆମ ଗଳା ଉପରେ ପଡିଥାଏ।
ଆଉ ଏହା ଅଧିକ ପ୍ରଭାବିତ ହେବାଦ୍ୱାରା ଆମ ଗଳାରେ ଦରଜ ହେବା ସହ ଆମ ଗଳା ଶୁଖିଯିବା ତଥା ଗଳାରେ କାଶ ହେବା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ। ଆଜି ଆମେ ଆପଣଙ୍କ ପାଖରେ ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଆରାମରେ ଦୂର ହେଇଯିବ ଆଉ ଆପଣ ନିଜର ସୁସ୍ଥ ଗଳା ପାଇପାରିବେ। ଆସନ୍ତୁ ଏହା ବାବଦରେ ଆରମ୍ଭ କରିବା।
ଏହାର ସବୁଠୁ ପ୍ରଥମ ଉପାୟ ହେଉଛି ଅଳେଇଚ। ଅଳେଇଚ ବହୁତ ଅଧିକ ସ୍ୱାଦିଷ୍ଟ ହେବା ସହ ବହୁତ ସ୍ବାସ୍ଥ୍ୟକର ମଧ୍ୟ ହେଇଥାଏ। ଏହାର ସେବନ କରିବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇଥାଏ ଆଉ ଯଦି ଆପଣ ତାହାକୁ ଠିକ ଉପାୟରେ ସେବନ କରୁଛନ୍ତି ତାହେଲେ ତାହା ଆପଣଙ୍କ ପାଇଁ ବହୁତ ଅଧିକ ଫଳଦାୟୀ ହେଇଥାଏ। ତେବେ ଆପଣଙ୍କର ମଧ୍ୟ ଯଦି ଗଳାରେ କିଛି ଅସୁବିଧା ଅଛି ତାହେଲେ ଆପଣ ଅଳେଇଚର ବ୍ୟବହାର ନିଶ୍ଚୟ କରନ୍ତୁ ଆଉ ତାହାକୁ ଆପଣ ରାତି ସମୟରେ ଭିଯାଇ ରଖି ଦିଅନ୍ତୁ ଆଉ ସକାଳୁ ଉଠି ଏହାର ପାଣିକୁ ପିଅନ୍ତୁ।ଏହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହେଇଯିବ।
ଏହାପରେ ଯେଉଁ ଉପାୟ ଆସେ ତାହା ହେଉଛି ମେଥି।ମେଥିକୁ ଆୟୁର୍ବେଦ ମଧ୍ୟରେ ବି ଗଳାର ଖରାପଣ ଦୂର କରିବା ପାଇଁ ପ୍ରଭାବଶାଳୀ ମାନା ଯାଇଥାଏ। ଏହାକୁ ଆପଣ ରାତିସାରା ଭିଯାଇ ରଖି ଦିଅନ୍ତୁ ଆଉ ସକାଳୁ ଏହାର ପାଣିକୁ ଛାଣି ନିଅନ୍ତୁ ଆଉ ତାହାକୁ ଆପଣ ଭଲ ଭାବରେ ଗରମ କରି ଥଣ୍ଡା କରି ଦିଅନ୍ତୁ। ଏହାପରେ ଆପଣ ହାଲକା ଉଷୁମ ପାଣି ଆଣି ଆପଣ ଗଳାରେ ଗରାରା କରନ୍ତୁ। ଏହାଦ୍ୱାରା ସବୁ ସମସ୍ୟା ଦୂର ହେଇଯିବ।
ଏହାପର ଉପାୟ ହେଉଛି ଆମ୍ବ ଚୋପା। ଆପଣ ଆମ୍ବ ଚୋପା ଆଣନ୍ତୁ ଆଉ ତାହାକୁ ପାଣି ଭିତରେ ଭଲ ଭାବେ ଫୁଟେଇ ଦିଅନ୍ତୁ। ତାହାକୁ ଗରମ କରିବା ପରେ ତାହା ଭିତରୁ ଯେଉଁ ତରଳ ପଦାର୍ଥ ବାହାରେ ତାହାକୁ ଆପଣ ଆଣି ନିଜ ଗଳା ଉପରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଗଳା ଭଲ ରହିବ ଆଉ ତାହାର ଉପଚାର ଏହିପରି ହେବାର ସମ୍ଭାବନା ଅଛି।