patala

ପତଳା ହୋଇଯାଇ ଥିଲେ ଚିନ୍ତିତ ହୁଅନ୍ତୁ ନାହିଁ – ଜାଣନ୍ତୁ କେମିତି ହେବେ ସବଳ, ଖାସ ଆପଣଙ୍କ ପାଇଁ |

HEALTH

ସାଙ୍ଗମାନେ ଆଜି ଯେଉଁ ଉପାୟଟି ମୁଁ କହିବି ତାହା ପତଳା ପୁଅ ଓ ଝିଅ ମାନଂକ ପାଇଁ ବହୁତ ଲାଭ ଦାୟକ ଅଟେ।ଯେଉଁ ମାନେ ଶାରିରୀକ ରୂପରେ କମଯୋରୀ ଯେଉଁଭଳି ପ୍ରକାର କମଯୋରି ବି ହେଉ ପତଳା ଅଟନ୍ତୁ କି ମାନସିକ ରୂପରେ ଦୁର୍ବଳ ହୁଅନ୍ତୁ ସେମାନଙ୍କ ପାଇଁ ଏହି ଉପାୟଟି ବହୁତ ଦରକାର ଅଟେ।ଆପଣ ମାନେ ଏହି ଆର୍ଟିକିଲଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ମୁଁ ଆପଣ ମାନଙ୍କୁ ଏଥିରେ ଯାହା ବି ଟିପ କହିବି ତାହାକୁ ଆପଣ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅନୁକରଣ କରିବେ।ଯଦି ଆପଣ ମାନେ ଏହାକୁ ଠିକ ଭାବରେ ଫଲୋ କରିବେ ତ ଆପଣଙ୍କ ଦୁର୍ବଳ ଶରୀର ସ୍ୱାସ୍ଥ୍ୟବାନ ହେବାକୁ ଲାଗିବ ଓ ହୃଷ୍ଟପୃଷ୍ଟ ମଧ୍ୟ ହେବ। ତ ଆସନ୍ତୁ ସାଙ୍ଗମାନେ ଆରମ୍ଭ କରିବା ଆଜିର ଉପାୟ।ଆପଣ ଏହି ଉପାୟ କରିବା ପାଇଁ କିଛି କିସମିସ ନେବେ।ଆପଣ ଅଧ ମୁଠି ମୁତାବକ କିସମିସ ନେବେ।

ସାଙ୍ଗମାନେ କିସମିସ ଆପଣଙ୍କ ଶରୀରରେ ରକ୍ତ ଓ ତାର ପ୍ରବାହକୁ ବଢାଇ ଦେଇଥାଏ।ତ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ।ଏହାପରେ ଆପଣ ମାନେ ନେବେ କିଛି ପିସ୍ତା ବାଦାମ ଦାନା।ଆପଣ ୭ ରୁ ୮ ଟି ବାଦାମ ଦାନା ନେଇ ପାରିବେ।ଆପଣ ଏହି ବାଦାମକୁ କିସମିସରେ ପକେଇ ଦେବେ।ସାଙ୍ଗମାନେ ବାଦାମରେ ପ୍ରୋଟିନ,ଭିଟାମିନ ମିଳିଥାଏ ଯାହା ଆପଣଙ୍କ ଶରୀରକୁ ବହୁତ ଜଲଦି ବଢାଇ ଦେଇଥାଏ।

badam 1

ଯଦି ଆପଣ ମାନସିକ ରୂପରେ ଦୁର୍ବଳ ଅଟନ୍ତି ତ ଏହା ମଧ୍ୟ ଆପଣ ମାନଙ୍କ ସମସ୍ୟା ସବୁକୁ ଦୂର କରିବ।ଆପଣ ଏହି ସବୁ ମିଶ୍ରଣକୁ ପାଣିରେ ଭିଜେଇ ଦେବେ।ଆପଣ ଏହାକୁ ରାତି ସାରା ଭିଜେଇ କରି ରଖିବେ।ଏହାପରେ ଆପଣ ସକାଳୁ ଉଠି ଏହାର ସେବନ କରିବେ।ଏବେ ମୁଁ ଆପଣ ମାନଙ୍କୁ କହିବି ଯେ ଏହାର ସେବନ ଆପଣ କିପରି ଭାବରେ କରିବେ।

ସାଙ୍ଗମାନେ ଯେତେବେଳେ ଆପଣ ମାନେ ସକାଳୁ ଉଠିବେ ଓ ଆପଣଙ୍କ ନିତ୍ୟକର୍ମ ସାରିବେ ଆପଣ ଏହାର ଖାଲି ପେଟ ସେବନ କରିବେ।ଏହାକୁ ଖାଲି ପେଟରେ ଖାଇବା ସହିତ ଆପଣ ୭ ରୁ ୮ ଟି କାଜୁ ଦାନା ମଧ୍ୟ ନେବେ।କାଜୁ ଆପଣଙ୍କ ଶରୀରରେ ଫ୍ୟାଟକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।ଆପଣ କାଜୁ ସହିତ ପୂର୍ବ ରାତିରେ ଭିଜେଇ ରଖିଥିବା ବାଦାମ ଚୋବେଇ ଚୋବେଇ ଖାଇବେ।ଏସବୁ ଖାଇ ସାରିବା ପରେ ଆପଣ ତୁରନ୍ତ ଏକ ଗ୍ଲାସ କ୍ଷୀର ମଧ୍ୟ ପିଇବେ।ଯଦି ଆପଣ ଥଣ୍ଡା କ୍ଷୀର ଚାହିଁବେ ତ ତାକୁ ପିଇ ପାରିବେ ନଚେତ ଆପଣ ତାହାକୁ ଗରମ କରି ମଧ୍ୟ ପିଇ ପାରିବେ।ଯଦି ଆପଣ ଏହି ଉପାୟ ପ୍ରୟୋଗ କରିବା ପୂର୍ବରୁ ଆପଣ କିଛି ହାଲ୍କା ବ୍ୟାୟାମ କରିବେ ବା ଦୌଡ଼ିବେ ତ ଆପଣଙ୍କ ପାଇଁ ଏହା ହଜମ ହେବାରେ ବହୁତ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *