ସାଙ୍ଗମାନେ ଆଜି ଆମେ ଜାଣିବା ଥଣ୍ଡା ସମୟରେ ଆପଣ କିପରି ଭାବରେ ନିଜ ଶରୀରକୁ ଗରମ ଓ ଉଷୁମ ରଖିବେ।ଯଦି ଆପଣ ମାନେ ଚାହାନ୍ତି ଆପଣଙ୍କ ଶରୀରକୁ କିପରି ଭିତରୁ ଗରମ ଲାଗିବ ତେବେ ଆପଣଙ୍କୁ ଏହି ବିଶେଷ ଡାଇଟ ଆପଣେଇବାକୁ ପଡିବ।ତେବେ କଣ ସେଇ ଡାଇଟ ଯାହା ଅପଣଙ୍କୁ ଥଣ୍ଡା ଦିନରେ ଗରମର ଅନୁଭବ କରାଇପାରିବ।ଏହି ଡାଇଟ ବିଷୟରେ ଜାଣିବାପାଇଁ ଏହାକୁ ଶେଷ ଯାଏଁ ପଢନ୍ତୁ।
ତେବେ ଆପଣ ମାନେ ତ ଜାଣିଥିବେ ବର୍ତ୍ତମାନ ଶୀତ ଋତୁ ଆପଣଙ୍କୁ ରୋଗରେ ପକାଇ ରଖିଚି।ଏହି ଋତୁରେ ଶୀତରୁ ବଞ୍ଚିବା ପାଇଁ ଲୋକ ଗରମ କପଡାର ବ୍ୟବହାର କରିଥାନ୍ତି।ଯାହା ଆପଣଙ୍କୁ ଭିତରୁ ଗରମ ପହଞ୍ଚାଇଥାଏ।ତେବେ ଏହା ଛଡା ଶରୀରକୁ ଗରମ ରଖିବାପାଇଁ ଅନ୍ୟ ଉପାୟ ବି ଅଛି।ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।
ନମ୍ବର ୧:- ଭିଟାମିନ ଏ ଓ ସି ଭରପୁର ଥିବା ଫଳର ସେବନ କରିବା ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧ କ୍ଷମତାକୁ ବଢ଼ାଇଥାଏ।ଏହା ଛଡା ଏହି ଫଳ ଆଖି ପାଇଁ ବି ଲାଭ ଦାୟକ ହୋଇଥାଏ।ଏକ ପାତ୍ରରେ ଗହମରେ ତିଆରି ହୋଇଥିବା ଅଟା,ଚିନି, କ୍ଷୀର, ତରଭୁଜର ମଞ୍ଜି, ବାଦାମ ଓ ଅଳେଇଚକୁ ମିଳାଇ ଲଡୁ ତିଆରି କରନ୍ତୁ।ଓ ଏହି ଲଡୁର ସେବନ କରନ୍ତୁ।ପ୍ରତିଦିନ ଏହି ଲଡୁ ଖାଇବା ଦ୍ୱାରା ଏହି ଋତୁରେ ଶରୀରରେ ଗରମ ବନି ରହିଥାଏ।ଏହା ପୋଷକ ତତ୍ୱରେ ମଧ୍ୟ ଭରି ରହିଥାଏ।
**9ନମ୍ବର ୨:- ଦ୍ଵିତୀୟ ଉପାୟରେ ଚିନି, ଅଟା, ଡାଳଚିନି, ବେକିଙ୍ଗ ପାଉଡର, ଲୁଣ, ଅଣ୍ଡା ଓ ଭେନିଲା ମିଳାଇ କୁକିଜ ତିଆରି କରନ୍ତୁ ନୀତିଦିନ ଗୋଟେ ଏହି କୁକିଜ ଖାଇବା ଦ୍ୱାରା ଆପଣଙ୍କୁ ଶକ୍ତି ମିଳିବା ସହିତ ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ।ଏଥିରେ ପେସାହୋଇଥିବା ଗୁଡ଼, କ୍ରସ ନଟ, ତରଭୁଜ ମଞ୍ଜି ଓ କଖାରୁ ମଞ୍ଜି ମିଶାଇ ପଞ୍ଜିରି ପ୍ରସ୍ତୁତ କରନ୍ତୁ।ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ସର୍ଦ୍ଧି ଓ କଫ ଦୂର ହେବା ସହିତ ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ବି ଦୂର ହେଇଥାଏ।
ନମ୍ବର ୩:- ମୁଁଗ ଫଲି ଓ ଗୁଡ଼ରେ ତିଆରି ଚିକିର ସେବନ କରିବା ଦ୍ୱାରା ଏହା ସର୍ଦ୍ଧିରେ ବହୁତ ଲାଭ ଦାୟକ ହେଇଥାଏ।ତେବେ ଏଥିରେ ଥିବା ପୋଷକ ତତ୍ୱ ସର୍ଦ୍ଧିରେ ଶରୀରକୁ ଗରମ ରଖିଥାଏ।ଆଇରନର ଗୁଣରେ ଭରପୁର ତିଲରେ ଗୁଡ଼ ମିଶାଇ ପିଇବା ଦ୍ୱାରା ଏହା ସର୍ଦ୍ଧି ପାଇଁ ବହୁତ ଲାଭ ଦାୟକ ହେଇଥାଏ।ଏହା ଛଡା ତିଳପଟିର ବ୍ୟବହାର କରିବା ମଧ୍ୟ ଶୀତରେ ଶରୀରକୁ ଉପଶମ ମିଳିଥାଏ।ତେବେ ଏହି ଉପାୟ ଦ୍ୱାରା ଆପଣ ନିଜ ଶରୀରକୁ ଗରମ ରଖି ପାରିବେ।