lembu

ଲେମ୍ବୁ ଦ୍ୱାରା ନିଜର ସୌନ୍ଦର୍ଯ୍ୟ ସୁଧାରନ୍ତୁ – ଗୋଟିଏ କ୍ଲିକରେ ଜାଣନ୍ତୁ |

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଆଉ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ବିଷୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହିଟି ଅଧିକ ଜରୁରୀ ହେଇପାରେ। ଲେମ୍ବୁ ଆମ ଔଷଧ ଭାବେ ବ୍ୟବହାର ହେବା ସହ ଆମ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ବ୍ୟବହୃତ ହେଇପାରେ। ଏହାକୁ ଆପଣ ବ୍ୟବହାର କରି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ ଯାହା କି ଆପଣଙ୍କ ପାଇଁ ଜରୁରୀ ହେଇପାରେ।

ଏହା ଭିତରେ ଭିଟାମିନ ସି ତଥା ଅନ୍ୟାନ୍ୟ ଅନେକ ପୋଷକ ତତ୍ତ୍ୱ ଥାଏ ଯାହା କି ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ। ତେବେ ଆପଣଙ୍କ ଚେହେରାର ସବୁ ପ୍ରକାର ଦାଗ ତଥା ଚିହ୍ନ ମାନଙ୍କୁ ଦୂର କରିବା ପାଇଁ ଲେମ୍ବୁ ଆପଣ ବ୍ୟବହାର କରିପାରିବେ। ଆପଣ ନିଜର ଚେହେରାର ଗ୍ଲୋ ଅଧିକ ବୃଦ୍ଧି କରିବା ପାଇଁ ମଧ୍ୟ ଲେମ୍ବୁ ବ୍ୟବହାର କରିପାରିବେ।

lembu
ଆପଣଙ୍କ ଚେହେରା ଆପଣଙ୍କ ଶରୀରର ସବୁଠୁ ବଡ଼ ସୌନ୍ଦର୍ଯ୍ୟର ଉତ୍ସ ହେଇଥାଏ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ ଲେମ୍ବୁର ଫାଇଦା କହିବୁ ଯାହା କି ଅଧିକାଂଶ ଲୋକ ଅଜଣା ଥାଆନ୍ତି।

facee

ତେବେଲେମ୍ବୁ ଭିତରେ ଭିଟାମିନ ସି, ଆଣ୍ଟି ଅକ୍ସିଡ଼ାନ୍ଟ ଆଉ ଆଣ୍ଟି ଇନ୍ଫ୍ଲଆମେଟ୍ରି ଗୁଣ ବହୁତ ଅଧିକ ଥାଏ ଆଉ ଏହା ଆମ ଚେହେରା ଉପରେ ଲଗାଇବା ଦ୍ୱାରା ତାହା ସବୁ ଇନଫେକ୍ସନ ବହୁତ ଜଲଦି ହି ଦୂର କରି ଦେଇଥାଏ। ତେବେ ଏହି ଲେମ୍ବୁର ନିୟମିତ ବ୍ୟବହାର ଆପଣଙ୍କ ପାଇଁ ବହୁତ ଅଧିକ ଆବଶ୍ୟକୀୟ ଅଟେ। ଆସନ୍ତୁ ଜାଣିବା ଏହା ବାବଦରେ।ଆପଣ ଲେମ୍ବୁକୁ ମସୁର ଡାଲି ସହ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଆଉ ତାହାକୁ ଧୀରେ ଧୀରେ ନିଜ ଚେହେରା ଉପରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ଉପରେ ଥିବା ସବୁ ଦାଗ ଦୂର ହେବ।

ତାହାପରେ ଆପଣ ତାହାକୁ ଶୁଖିବାକୁ ଛାଡି ଦିଅନ୍ତୁ ଆଉ ଛାଡିବା ପରେ ତାହାକୁ ଆପଣ ଧୀରେ ଧୀରେ ହାତରେ ଘଷି ବାହାର କରନ୍ତୁ ଯାହାଦ୍ୱାରା କି ଆପଣଙ୍କ ଶରୀରର ସବୁ ଦାଗ ତଥା ଚିହ୍ନ ବର୍ଣ ଦୂର ହେଇଯିବ।ହାତର କୋମଳତା ପାଇଁ ଆପଣ ପ୍ରତିଦିନ କିଛି ଚାମଚ ଲେମ୍ବୁ ରସ ଆଣନ୍ତୁ ଆଉ ତାହା ଭିତରେ ଆପଣ କିଛି ଗ୍ଲେସେରିନ ମିଶାଇ ଦିଅନ୍ତୁ ଆଉ ତାହାକୁ ନିଜ ହାତ ଉପରେ ଧୀରେ ଧୀରେ ମାଲିସ କରନ୍ତୁ। ଏହାଦ୍ୱାରା ଆପଣଙ୍କ ହାତ କୋମଳ ହେଇଯିବ।ଲେମ୍ବୁ ରସକୁ ତୁଳା ସହାୟତାରେ ପୁରା ଚେହେରା ଉପରେ ଲଗାନ୍ତୁ ଆଉ ତାହାଦ୍ୱାରା ଆପଣଙ୍କ ଚେହେରା ଚିହ୍ନ ମୁକ୍ତ ହେଇଯିବ।

Leave a Reply

Your email address will not be published. Required fields are marked *