apple

ଖାଉଛନ୍ତି କି ସେଓ – ଜାଣନ୍ତୁ ଏହାର ଉପକାରିତା |

HEALTH

ସେଓ ହେଉଛି ଏହି ପୃଥିବୀର ସବୁଠାରୁ ଅଧିକ ମାତ୍ରାରେ ଖିଆ ହେଉଥିବା ଫଳ।ଏହା ସହିତ ଏହି ସେଓ ଖାଇବା ଫଳରେ ଆମ ଶରୀରର ଅନେକ ପ୍ରକାରର ସମସ୍ୟାର ସମାଧାନ ହୋଇଥାଏ।ଏହା ସହିତ ଏହି ସେଓ ଖାଇବା ଫଳରେ ଆମ ଶରୀରରେ ବିଭିନ୍ନ ପ୍ରକାରର ପୋଷାକର ବୃଦ୍ଧି ହୋଇଥାଏ।ଏହା ସହିତ ସେଓ ହେଉଛି ଏପରି ଏକ ଫଳ ଯାହା ଆମ ଶରୀରକୁ ଭରପୁର ମାତ୍ରାରେ ପୋଟାସିୟମ,କ୍ୟାଲସିୟମ,ମ୍ୟାଗ୍ନେଶୀୟମ,ଫାଇବର ଓ ଅନେକ ପ୍ରକାରର ଭିଟାମିନ ରହିଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଆମ ଶରୀରର ଅନେକ ପ୍ରକାରର ଉପକାର ମଧ୍ୟ ହୋଇଥାଏ।

ଏହା ସହିତ ସେଓରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ।ଯାହା ଆମ ଶରୀରର ରକ୍ତରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିଥାଏ।ଯାହା ଫଳରେ ଆମ ଶରୀରରେ ହିମୋଗ୍ଲୋବିନର ମାତ୍ର ବଢିବା ଫଳରେ ଆମ ଶରୀର ବିଭିନ୍ନ ପ୍ରକାରର ପୋଷକ ସହଜରେ ମିଳି ଯାଇଥାଏ।ଏହା ସହିତ ଏହା ଆମ ଶରୀର ପାଇଁ ଅନେକ ମାତ୍ରାରେ ଉପକାରୀ ହୋଇଥାଏ।ସେହି କାରଣରୁ ରୋଗୀ ମାନଙ୍କୁ ସେଓ ଅଧିକ ମାତ୍ରାରେ ଖାଇବା ପାଇଁ ମଧ୍ୟ କୁହା ଯାଇଥାଏ।ଏହା ସହିତ ସେଓରେ ଥିବା ପୋଷକ ଆମ ଶରୀରରେ କ୍ୟାନ୍ସର ଭଳି ସମସ୍ୟାକୁ ନିୟନ୍ତ୍ରଣରେ ରଖିଥାଏ।


ଏହା ସହିତ ସେଓ ଏକ ଏପରି ଫଳ ଯାହାକୁ ଖାଇବା ଫଳରେ ଆମ ଶରୀରରେ ପାଇରିଆ ଭଳି ସମସ୍ୟା ଦେଖା ଯାଏ ନାହିଁ।ଏହା ସହିତ ଦାନ୍ତ ସହିତ ଜଡ଼ିତ ଅନେକ ସମସ୍ୟାର ସମାଧାନ ସେଓ କରି ଦେଇଥାଏ।ସେହି କାରଣରୁ ସେଓ ଖାଇବା ଫଳରେ ଆମ ଶରୀର ଅନେକ ପ୍ରକାରର ଫାଇଦା ପାଇଥାଏ।ଏହା ସହିତ ପ୍ରତିଦିନ ସେଓ ଖାଇବା ଫଳରେ ଆମ ଶରୀରରେ ମଧୁମେହ ହେବାର ସମ୍ଭାବନା କମ ହୋଇ ଯାଇଥାଏ।ଏହା ସହିତ ମଧୁମେହ ହୋଇଥିବା ବ୍ୟକ୍ତି ସେଓ ଖାଇବା ଫଳରେ ସେମାନଙ୍କ ମଧୁମେହ ନିୟନ୍ତ୍ରଣରେ ରହିଥାଏ।

ଅନେକ ଲୋକଙ୍କ ଶରୀରରେ ଓଜନ ସମସ୍ୟା ଦେଖା ଯାଇଥାଏ।ତେବେ ସେମାନଙ୍କ ଶରୀରରେ ଭିଟାମିନ ଓ ଅନ୍ୟ ପୋଷାକ ଅଭାବ ହେଲେ ସେମାନଙ୍କ ଶରୀରରେ ଓଜନ ସମସ୍ୟା ଦେଖା ଯାଇଥାଏ।ତେବେ ସେଓରେ ଥିବା ଭିଟାମିନ ଆମ ଶରୀରର ଏହି ସମସ୍ତ ପ୍ରକାରର ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।ଏହା ସହିତ ଗର୍ଭବତୀ ମହିଳାମାନଙ୍କୁ ପ୍ରଚୁର ସେଓ ଖାଇବା ଆବଶ୍ୟକ।ସେମାନେ ସେଓ ଖାଇବା ଫଳରେ ସେମାନଙ୍କ ଶରୀରରେ ରକ୍ତର ଅଭାବ ଦେଖା ଯାଇ ନଥାଏ।ଏହା ସହିତ ସେମାନେ ଏକ ସୁସ୍ଥ ଶିଶୁ ଜନ୍ମ ଦେଇ ଥାଆନ୍ତି।

ସେଓ ଖାଇବା ଫଳରେ ସେଥିରେ ଥିବା କ୍ୟାଲସିୟମ ଆମ ଶରୀରର ହାଡ଼ ଶକ୍ତ କରିବାରେ ସହାୟକ ହୋଇଥାଏ।ଏହା ସହିତ ଯେଉଁ ବୟସ୍କ ଲୋକମାନଙ୍କ ଶରୀରରେ କ୍ୟାଲସିୟମ ଅଭାବରୁ ସେମାନଙ୍କ ଶରୀରର ହାଡ଼ ଦୁର୍ବଳ ହୋଇ ଯାଇଥାଏ।ସେହି କାରଣରୁ ସେମାନଙ୍କୁ ସେଓ ଖାଇବା ଆବଶ୍ୟକ।ଏହା ସହିତ ସେଓ ଖାଇବା ଫଳରେ ଆମର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।ଏହା ସହିତ ସେଓ ଖାଇବା ଫଳରେ ଆମର ଶରୀରର ଅନେକ ଉନ୍ନତି ମଧ୍ୟ ହୋଇଥାଏ ଓ ଆମ ଶରୀରକୁ ଅନେକ ପୋଷକ ମିଳିଥାଏ।

Leave a Reply

Your email address will not be published. Required fields are marked *